"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୨୫ କ ଧାଡ଼ି: ୨୫ କ ଧାଡ଼ି:
| subdivision_name = {{flag|India}}
| subdivision_name = {{flag|India}}
| subdivision_type1 = [[States and territories of India|State]]
| subdivision_type1 = [[States and territories of India|State]]
| subdivision_name1 = [[ଓଡିଶା]]
| subdivision_name1 = [[ଓଡ଼ିଶା]]
| subdivision_type2 = [[List of districts of India|District]]
| subdivision_type2 = [[List of districts of India|District]]
| subdivision_name2 = [[କେନ୍ଦ୍ରାପଡ଼ା ଜିଲ୍ଲା]]
| subdivision_name2 = [[କେନ୍ଦ୍ରାପଡ଼ା ଜିଲ୍ଲା]]

୧୩:୦୦, ୧୪ ଜାନୁଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

କେନ୍ଦ୍ରାପଡ଼ା
ରାଜକନିକା
ସହର
Country India
Stateଓଡ଼ିଶା
Districtକେନ୍ଦ୍ରାପଡ଼ା ଜିଲ୍ଲା
Elevation
13 m (43 ft)
Population
 (୨୦୦୧)
 • Total୪୧୪୦୪
Languages
 • Officialଓଡ଼ିଆ
Time zoneUTC+୫:୩୦ (IST)
PIN
Telephone code୯୧-୬୭୨୭
Websitekendrapara.nic.in

କେନ୍ଦ୍ରାପଡ଼ା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ପ୍ରଶାସନିକ ସହର ।

ଭୌଗଳିକ ସ୍ଥିତି

କେନ୍ଦ୍ରାପଡାରେ ଥିବା ବଳଦେବଜୀଉ ମନ୍ଦିର

ଏହି ଜିଲ୍ଲାର ଭୌଗଳିକ ଦିଗବାରେଣି: 20°30′N 86°25′E / 20.50°N 86.42°E / 20.50; 86.42 । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ ୧୩ ମିଟର (୪୩ ଫୁଟ) ଉଚ୍ଚତାରେ ଅଛି I ଭଦ୍ରକ, ଯାଜପୁର, କଟକଜଗତସିଂହପୁର ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୂର୍ବରେ ବଙ୍ଗୋପସାଗର ଏହାର ଏକ ଭାଗରେ ରହିଛି । ଧାମରା ମୁହାଣ ଠାରୁ ବତୀଘର ଯାଏ ୪୮ କି.ମି ବିସ୍ତୃତ ତଟ ରେଖା।

ମୁଖ୍ୟ ନଦୀ

ମହାନଦୀର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି । ଅନ୍ୟ ପ୍ରଧାନ ନଦୀ ମାନଙ୍କର ନାମ ଯଥାକ୍ରମେ ଗୋବରି, ବ୍ରାହ୍ମନୀ, ବୈତରଣୀ, ଖରଶ୍ରୋତା, ବିରୂପା, ପାଇକା, ଚିତ୍ରୋତପାଳା ଏବଂ ହଂସୁଆ।

ଯୋଗାଯୋଗ ଓ ପରିବହନ

କେନ୍ଦ୍ରପଡ଼ା ସହରଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୧୨୦ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ । ଭୁବନେଶ୍ୱର ଅଂତଃର୍ଜାତୀୟ ବିମାନ ବନ୍ଦର ଠାରୁ କେନ୍ଦ୍ରାପଡା ମାତ୍ର ୩ ଘଣ୍ଟା ର ଯାତ୍ରା।

ସଂସ୍କୃତି ଏବଂ ପରମ୍ପରା

କେନ୍ଦ୍ରାପଡା ଲକ୍ଷ୍ମୀ ପୂଜା ଓ ରସାବଳି ପାଇଁ ଓଡ଼ିଶାରେ ଜଣାଶୁଣା ।

ଦର୍ଶନୀୟ ସ୍ଥାନ

ଆଧାର