"ଫୁସଫୁସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
(ଛାଞ୍ଚ:CO2 {{CO2|link=yes}})
* H<sub>2</sub>CO<sub>3</sub> → H<sup>+</sup> + HCO{{su|b=3|p=−}}
ଆଲଭିଓଲାଇହିଁ ଶ୍ଵାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ <ref name="s-cool">{{Cite web| title= Gas Exchange in humans| url=http://www.s-cool.co.uk/a-level/biology/gas-exchange/revise-it/gas-exchange-in-humans| accessdate= 19 March 2013}}</ref> । ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । ଡିଫ୍ୟୁଜନ ପଦ୍ଧତି ଦ୍ଵାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ ।
[[File:DiagramaIllu debronchi loslungs pulmonesnumerical labels.svgjpg|thumb|200px|[[ବ୍ରୋଙ୍କସ]], ବ୍ରୋଙ୍କିଆଲ ବୃକ୍ଷ, ଏବଂ [[ଫୁସଫୁସ]]]]
 
== ଆଧାର ==

ଟି ସମ୍ପାଦନା

ଦିଗବାରେଣି ମେନୁ