"ଏକଳିଙ୍ଗଜୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Eklingji"
 
ଟିକେ added Category:ରାଜସ୍ଥାନ using HotCat
୧୭ କ ଧାଡ଼ି: ୧୭ କ ଧାଡ଼ି:
* [http://devasthan.rajasthan.gov.in/images/Udaipur/Eklingji.htm Mandir Shri Ekling Ji]
* [http://devasthan.rajasthan.gov.in/images/Udaipur/Eklingji.htm Mandir Shri Ekling Ji]
* [http://www.eternalmewar.in/collaboration/temples/shri-eklingji/index.aspx EklingJi Temple]
* [http://www.eternalmewar.in/collaboration/temples/shri-eklingji/index.aspx EklingJi Temple]

[[ଶ୍ରେଣୀ:ରାଜସ୍ଥାନ]]

୧୫:୧୯, ୧୧ ଜାନୁଆରୀ ୨୦୧୭ ଅନୁସାରେ କରାଯାଇଥିବା ବଦଳ

Eklingji, Harihara temple popularly called the Meera temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictUdaipur district
Location
ସ୍ଥାନKailash Puri
StateRajasthan
CountryIndia
Architecture
Bapa Rawal

ଏକଳିଙ୍ଗଜୀ ମନ୍ଦିର,ଭାରତୀୟ ରାଜ୍ୟ ରାଜସ୍ଥାନ ର ଉଦୟପୁର ଜିଲ୍ଲା ରେ ଏକ ମନିର । ପ୍ରାଚୀନ ମେବାର ରାଜ୍ୟ ର ଆରାଧ୍ୟା ଦେବତା ରହିଥିବା ଏକଲିଙ୍ଗିଜୀ ମନକ ମନ୍ଦିର ଏକ ବହୁ ପ୍ରାଚୀନ ସ୍ଥାପତ୍ୟ ।  

ଏହି ମନ୍ଦିର ପରିସର 971 ମସିହା ରେ ନିର୍ମାଣ କାର୍ଯ୍ୟ ପ୍ରଥମେ ହେଇଥିଲା । ମେବାର ର ଗୁହିଲା ରାଜବଂଶ ଏହାକୁ ତାଙ୍କର ଆରାଦ୍ୟହୟା ଦେବୀ ଙ୍କ ସମ୍ମାନାର୍ଥେ ନିର୍ମାଣ କରିଥିଲେ । ଏହାର ସୁନ୍ଦର ସ୍ଥାପତ୍ୟ କଳା କାର୍ଯ୍ୟ ହେଇଥିବା ପରିସର ମଧ୍ୟ ରେ 108 ଟି ମନ୍ଦିର ପ୍ରାଚୀର ମଧ୍ୟ ରେ ରହିଥିଲା । ମୁଖ୍ୟ ମନ୍ଦିର ଟି 15 ଶ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ଏହା କୁ ପୂର୍ବନିର୍ମିତ ମନ୍ଦିର ର ଧ୍ବଂଶାବଶେଷ ଉପରେ ନିର୍ମାଣ କରାଯାଇଥିଲା । ଉସ ଉଛ ପ୍ରାଚୀର ବେଷ୍ଟିତ ପରିବେଶ ମଧ୍ୟ ରେ ଥିବା ନିର୍ମାଣ ସବୁ ମାର୍ବଳ ଓ  ଗ୍ରାନାଇଟ ପ୍ରସ୍ତର ରେ ନିର୍ମିତ ହେବା ସହ ଦ୍ଵିତଳ ବିଶିଷ୍ଟ ଥିଲା । ପିରାମିଡ ଆକୃତି ତ ଛାତ ସହ ସୁନ୍ଦର ସ୍ତମ୍ବ  ଯୁକ୍ତ ମଣ୍ଡପ ସବୁ ରହି ସେଠାରେ ଚତୁର୍ମୁଖୀ ଭଗବାନ ଶିବ ଙ୍କ ପ୍ରତିମୂର୍ତି କଳା ମାର୍ବଳ ରେ ରହିଛି । ଅହି ପରିସର ଭିତରେ ଲକୁଇଶ ମନ୍ଦିର ନାମକ ମନ୍ଦିର 971 ମସିହା ରେ ନିର୍ମିତ ହେଇ ସେ ଜାତୀୟ ମନ୍ଦିର ଭିତରେ ଭରତ ରେ ଏକମାତ୍ର ମନ୍ଦିର ଭାବରେ ରହିଛି । 

ଉଦୟପୁର ସହର ଠାରୁ ଉତ୍ତର କୁ 22 କିଲୋମିଟର ଦୂର ରେ ଏହି ମନ୍ଦିର କୁ ରାସ୍ତା ପଥ ରେ ପହଞ୍ଚି ହୁଏ । ଉଦୟଔର ର ମହାରାନା ଏହି ମନ୍ଦିର କୁ ଆଗ କାଳ ରେ ପ୍ରତି ସୋମବାର ଦିନ ଯାଇ ଉପାସନା କରୁଥିଲେ ବୋଲି ଜଣାଯାଇଥାଏ । 

ହିନ୍ଦୁ ଧାର୍ମିକ ପର୍ଯ୍ୟଟନ ର ଏକ ମହତ୍ବପୂର୍ଣ ସ୍ଥାନ ଭାବରେ ଏକଳିଙ୍ଗଜୀ ରହିଥିବା ବେଳେ ମେୱାର ଓ ଗୁଜୁରାଟ ଅଞ୍ଚଳ ର ତ୍ରିବେଦୀ  ମେଦାୱା ଓ ଭଟ୍ଟ ମେଡାୱା ସଂପ୍ରଦାଯ ର ବ୍ରାହ୍ମଣ ମାନକ କୁଳଦେବତା ହିସାବ ରେ ରହି ଥାନ୍ତି । ପ୍ରତ୍ଯେକ ସୋମବାର ଦିନ ଅଗଣିତ ଭକ୍ତ ମନ୍ଦିର କୁ ଉପାସନା ନିମନ୍ତେ ଆସିଥାନ୍ତି । 

Tଏହି ଅଞ୍ଚଳ ନିକଟ ରେ 1473 ଓ 1509 ମସିହା ରେ ମହାରାଣା ରଇମଲ ନିର୍ମାଣ କରିଥିବା ଅନନ୍ୟ ଦୁଇଟି ଶିବ ମନ୍ଦିର ମଧ୍ୟ ରହିଛି । ଏକଳିଙ୍ଗଜୀ ମନ୍ଦିର ରୁ 1 କିଲୋମିଟର ଦୂର ରେ ଥିବା ନାଗଦା ସହର ଏହାର ସହସ୍ର ବାହୁ ମନ୍ଦିର ଓ ଅଦ୍ବୂଦ୍ ଜୀ ମନ୍ଦିର ପାଇଁ ଖ୍ୟାତ । ଏହାକୁ ଶାଶ- ବହୁ ମନ୍ଦିର ମଧ୍ୟ କୁହାଯାଏ । ଏଠାରେ ସୂକ୍ଷ୍ମ ପ୍ରସ୍ତର ଖୋଦେଇ କାର୍ଯ୍ୟ ପ୍ରାଚୀନ ଭାରତ ର ରାମାୟଣ ର କଥା ବଳି ସମ୍ପର୍କିତ । 

ପୁନଶ୍ଚ ଦେଖଣା 

ଆଧାର ସମୂହ