"ଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "Government Autonomous College, Angul"
 
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
'''ଅନୁଗୁଳ ସ୍ଵୟାଂଶାସିତ ସରକାରୀ କଲେଜ, '''ଭାରତୀୟ ରାଜ୍ୟ ଓଡିଶା ର ଅନୁଗୁଳ ସହର ରେ ଅବସ୍ଥିତ ଏକ ସରକାରୀ ସ୍ଵଯାଂଶାସିତ କଲେଜଆହା ବର୍ତମାନ ଜିଲ୍ଲା ରେ ପରିଣତ ହେଇଥିବା ଅନୁଗୁଳ ସହର ରେ ୧୦୫୭ ମସିହା ରେ ସରକାରଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏହା ଜଟିଯୁଆ ରାଜପଥ -୫୫ ରୁ ମାତ୍ର ୧ କିଲୋମିଟର ଦୂର ରେ ସହର ର ମଧ୍ୟ ସ୍ଥଳୀ ରେ ଅବସ୍ଥାପିତ । 
'''ଅନୁଗୁଳ ସ୍ଵୟାଂଶାସିତ ସରକାରୀ କଲେଜ''', ଭାରତୀୟ ରାଜ୍ୟ ଓଡିଶା ର ଅନୁଗୁଳ ସହର ରେ ଅବସ୍ଥିତ ଏକ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟଏହା ବର୍ତ୍ତମାନ ଜିଲ୍ଲା ରେ ପରିଣତ ହେଇଥିବା ଅନୁଗୁଳ ସହର ରେ ୧୯୫୭ ମସିହା ରେ ସରକାରଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏହା ଜଟିଯୁଆ ରାଜପଥ -୫୫ ରୁ ମାତ୍ର ୧ କିଲୋମିଟର ଦୂର ରେ ସହର ର ମଧ୍ୟ ସ୍ଥଳୀ ରେ ଅବସ୍ଥାପିତ । 


== ଇତିହାସ ==
== ଇତିହାସ ==

୧୬:୦୩, ୩୧ ଡିସେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଅନୁଗୁଳ ସ୍ଵୟାଂଶାସିତ ସରକାରୀ କଲେଜ, ଭାରତୀୟ ରାଜ୍ୟ ଓଡିଶା ର ଅନୁଗୁଳ ସହର ରେ ଅବସ୍ଥିତ ଏକ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ । ଏହା ବର୍ତ୍ତମାନ ଜିଲ୍ଲା ରେ ପରିଣତ ହେଇଥିବା ଅନୁଗୁଳ ସହର ରେ ୧୯୫୭ ମସିହା ରେ ସରକାରଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏହା ଜଟିଯୁଆ ରାଜପଥ -୫୫ ରୁ ମାତ୍ର ୧ କିଲୋମିଟର ଦୂର ରେ ସହର ର ମଧ୍ୟ ସ୍ଥଳୀ ରେ ଅବସ୍ଥାପିତ । 

ଇତିହାସ 

ବିଭିନ୍ନ ନାମ ଦିଅ ହେଇଥିବା ଏହି କଲେଜ ପରେଶେଷ ରେ ଅନୁଗୁଳ ସରକାରୀ କଲେଜ ଭାବରେ ୧୯୭୬ ରୁ ରହିଛି ଓ ଏହା ଭୁବନେଶ୍ବର ସ୍ଥ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତ ହେଇଥିଲା । ୧୯୯୦ ରୁ ଏହି କଲେଜ ଅଞ୍ଚଳ ରେ ଅଗ୍ରଣୀ କଲେଜ ହିସାବ ରେ ପରିଗଣିତ ହେଇ ଆସୁଛି । 

୧୦୦୬-୭ ରେ ଏହି କଲେଜ NAAC ଦ୍ଵାରା ଏକ ସ୍ଵଯାଂଶାସିତ କଲେଜ ର ମାନ୍ୟତା ପ୍ରାପ୍ତ ହେଲା । 

ବିଭାଗ ସବୁ 

  • ଆର୍ଟସ , ସାଇନ୍ସ ଓ କମର୍ସ ସହିତ ଭିଭିନ୍ନ କର୍ମଭିତ୍ତିକ ବିଷୟ ରେ ଅନର୍ସ ସହ ଏଠାରେ ରହିଛି । ଏମବିଏ ପାଇଁ ମଧ୍ୟ ଏଠାରେ ସ୍ଵତନ୍ତ୍ର  ବିଭାଗ ଖୋଲାଯାଇଛି । 


ହଷ୍ଟେଲ 

କଲେଜ ରେ ପର୍ଯ୍ୟାପ୍ତ ହଷ୍ଟେଲ ସୁବିଧା ମଧ୍ୟ ରହିଛି । ୩ ଟି ବାଳକ ହଷ୍ଟେଲ ସହ ୨ ଟି ବାଳିକା ହଷ୍ଟେଲ ରହିଛି । +୨ ସ୍ତର ପିଲାଙ୍କ ପାଇଁ ସ୍ଵତନ୍ତ୍ର ହଷ୍ଟେଲ ରହିଛି । 

ଆଧାର 

ବାହ୍ୟ ସଂଯୋଗ