"ଟ୍ରିଚିନୋସିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ରିଚିନୋସିସ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
୨୩ କ ଧାଡ଼ି: ୨୩ କ ଧାଡ଼ି:
== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]

୧୪:୩୧, ୨୬ ନଭେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଟ୍ରିଚିନୋସିସ
ଇଂରାଜୀ ପ୍ରତିଶବ୍ଦ - trichinellosis, trichiniasis
ଭାଲୁ ମାଂସ ଭିତରେ ଟ୍ରିଚିନେଲା ଲାର୍ଭା ଦେଖାଯାଉଛି ଯାହା ପେପସିନ‌ଦ୍ୱାରା ଆଂଶିକ ହଜମ ହୋଇଯାଇଛି । Trichinella larvae in pressed bear meat, partially digested with pepsin. The classic coil shape is visible.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ (Infectious disease)
ଆଇସିଡ଼ି-୧୦B75.
ଆଇସିଡ଼ି-୯-ସିଏମ୍124
ରୋଗ ଡାଟାବେସ13326
ମେଡ଼ିସିନ-ପ୍ଲସ000631
Patient UKଟ୍ରିଚିନୋସିସ
MeSHD014235

ଟ୍ରିଚିନୋସିସ (ଇଂରାଜୀ ଭାଷାରେ Trichinosis) ଏକ ପରଜୀବୀ ରୋଗ (parasitic disease) ଯାହା ଟ୍ରିଚିନେଲା (Trichinella) ପରଜୀବୀଦ୍ୱାରା ସୃଷ୍ଟି ହୁଏ । ଅନ୍ତନଳୀରେ ପ୍ରାରମ୍ଭିକ ସଂକ୍ରମଣ ସମୟରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା (abdominal pain) ଓ ବାନ୍ତି ହୁଏ । ସଂକ୍ରମଣ ହେବାର ଏକ ସପ୍ତାହ ପରେ ଏହାର ଲାର୍ଭା ସ୍ଥାନାନ୍ତର ହୋଇ ମାଂସପେଶୀକୁ ଗଲେ ମୁହଁ ଇଡିମା/ଫୁଲା, ଆଖିଧରା, ଜ୍ୱର, ମ୍ୟାଲଜିଆ/ମାଂସପେଶୀରେ ଯନ୍ତ୍ରଣା (muscle pains) ଓ ରାସ (rash) ହୁଏ । କିଛି ସଂକ୍ରମଣ ଲକ୍ଷଣହୀନ ମଧ୍ୟ ହୁଏ । ସଂକ୍ରମଣ ଜଟିଳ ହେଲେ ମାୟୋକାର୍ଡ଼ାଇଟିସ (inflammation of heart muscle), କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ସମସ୍ୟା ଓ ନିମୋନିଆ ହୁଏ ।[୧]


ଆଧାର

  1. "CDC - DPDx - Trichinellosis - index". www.cdc.gov. Retrieved 2015-07-19.