"ଧଉଳି ଏକ୍ସପ୍ରେସ୍ (କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
ଧଉଳି ଏକ୍ସପ୍ରେସ ଫିଲ୍ର ତଥ୍ୟ ଯୋଡ଼ାଗଲା
ଟିକେ MKar ପୃଷ୍ଠାଟିକୁ ଧଉଳି ଏକ୍ସପ୍ରେସ୍ରୁ ଧଉଳି ଏକ୍ସପ୍ରେସ୍ (କଥାଚିତ୍ର)କୁ ଘୁଞ୍ଚାଇଲେ: ଉପଯୁକ୍ତ ନାମ
(କିଛି ବଦଳିନାହିଁ)

୧୮:୧୬, ୧୯ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଧଉଳି ଏକ୍ସପ୍ରେସ୍
ନିର୍ଦ୍ଦେଶକଚିତ୍ତ ରଞ୍ଜନ ତ୍ରିପାଠୀ
ପ୍ରଯୋଜକଚିତ୍ତ ରଞ୍ଜନ ତ୍ରିପାଠୀ
ସଂଳାପଭରଦ୍ଵାଜ ପଣ୍ଡା (ସଂଳାପ)
କାହାଣୀଚିତ୍ତ ରଞ୍ଜନ ତ୍ରିପାଠୀ
କଳାକାରସମରେଶ, ସିଦ୍ଧାନ୍ତ ମହାପାତ୍ର, କାଜଲ ମିଶ୍ର, ମିହିର ଦାସ
ସଙ୍ଗୀତଚିତ୍ତ ରଞ୍ଜନ ତ୍ରିପାଠୀ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୧୬ ମଇ ୨୦୦୭ [୧]
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹୧କୋଟି ୨୩ଲକ୍ଷ ୬୦ହଜାର

ଧଉଳି ଏକ୍ସପ୍ରେସ ୨୦୦୭ର ଏକ ଓଡ଼ିଆ କଥାଚିତ୍ର । ନିର୍ମାତା ନିର୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଦ୍ଵାରା ନିର୍ମିତ ଏହି କଥାଚିତ୍ରରେ ସମରେଶ ରାଉତରାୟ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ ତଥା ଅପରାଜିତା ଅଭିନୟ କରିଥିଲେ ।

କାହାଣୀ

ପୋଷ୍ଟମେନ ଥିବା ଦିବାକର ଦାସଙ୍କ ଉଚ୍ଚାଭିଳାଷୀ ପୁତ୍ର ଧଉଳିଙ୍କ କାହାଣୀକୁ ନେଇ ଧଉଳି ଏକ୍ସପ୍ରେସ ନିର୍ମିତ । ଏକ ସଙ୍ଗୀତଜ୍ଞ ହେବା ଲକ୍ଷ୍ୟ ନେଇ ଯାଉଥିବା ଧଉଳି ପରିସ୍ଥିତି କ୍ରମେ ଜଣେ ଅପରାଧୀ ଜଗା ଭାଇଙ୍କ ସହ ପରିଚିତ ହେଇ ପରେ ଅପରାଧ ଦୁନିଆକୁ ଟାଣି ହେଇ ଯିବା ଏହି ଚିତ୍ରର କାହାଣୀର ମୁଖ୍ୟ କଥାବସ୍ତୁ ।

ପୁରସ୍କାର

ଏହା ୨୦୦୭ ରେ ଶ୍ରେଷ୍ଠ କଥାଚିତ୍ର ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ଧଉଳି ଏକ୍ସପ୍ରେସ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର

  1. ଅନୁପମ ଭାରତ, ୧୬ ସେପ୍ଟେମ୍ବର ୨୦୧୧

ଅଧିକ ତଥ୍ୟ