"ବିଶ୍ୱନାଥ ପ୍ରତାପ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୪ କ ଧାଡ଼ି: ୪ କ ଧାଡ଼ି:
| alt = V P Singh
| alt = V P Singh
|caption = Vishwanath Pratap Singh in 1989
|caption = Vishwanath Pratap Singh in 1989
|office = [[ଭାରତର ପ୍ରଧାନମନ୍ତ୍ରୀ|୭ମ]] [[ଭାରତର ପ୍ରଧାନମନ୍ତ୍ରୀ|ଭାରତୀୟ ପ୍ରଧାନମନ୍ତ୍ରୀ]]
|office = [[List of Prime Ministers of India|7th]] [[Prime Minister of India]]
|deputy = [[Chaudhary Devi Lal]]
|deputy = [[ଚୌଧୁରୀ ଦେବୀଲାଲ]]
|term_start = 2 December 1989
|term_start = ଡିସେମ୍ବର ୧୯୮୯
|term_end = 10 November 1990
|term_end = ୧୦ ନଭେମ୍ବର ୧୯୯୦
|predecessor = [[Rajiv Gandhi]]
|predecessor = [[ରାଜୀବ ଗାନ୍ଧୀ]]
|successor = [[Chandra Shekhar]]
|successor = [[ଚନ୍ଦ୍ର ଶେଖର]]
|office2 = [[Minister of Defence (India)|Minister of Defence]]
|term_start2 = 2 December 1989
|term_end2 = 10 November 1990
|predecessor2 = [[K. C. Pant|Krishna Chandra Pant]]
|successor2 = [[Chandra Shekhar Singh]]
|primeminister3 = [[Rajiv Gandhi]]
|term_start3 = 24 January 1987
|term_end3 = 12 April 1987
|predecessor3 = [[Rajiv Gandhi]]
|successor3 = [[K. C. Pant|Krishna Chandra Pant]]
|office4 = [[Minister of Finance (India)|Minister of Finance]]
|primeminister4 = [[Rajiv Gandhi]]
|term_start4 = 31 December 1984
|term_end4 = 23 January 1987
|predecessor4 = [[Pranab Mukherjee]]
|successor4 = [[Rajiv Gandhi]]
|office5 = [[List of Chief Ministers of Uttar Pradesh|Chief Minister of Uttar Pradesh]]
|governor5 = [[Chandeshwar Prasad Narayan Singh]]
|term_start5 = 9 June 1980
|term_end5 = 19 July 1982
|predecessor5 = [[Banarsi Das]]
|successor5 = [[Sripati Mishra]]
|birth_name = Vishwanath Pratap Singh
|birth_date = {{birth date|1931|6|25|df=y}}
|birth_place = [[Allahabad]], [[United Provinces of British India|United Provinces]], [[British Raj|British India]]<br/>(now in [[Uttar Pradesh]], [[India]])
|death_date = {{death date and age|2008|11|27|1931|6|25|df=y}}
|death_place = [[New Delhi]], [[Delhi]], India
|native_name =
|party = [[Jan Morcha]] <small>(1987–1988; 2006–2008)</small>
|otherparty = [[Indian National Congress]] <small>(Before 1987)</small><br/>[[Janata Dal]] <small>(1988–2006)</small>
|alma_mater = [[Allahabad University]]<br/>[[University of Pune]]
|religion = [[Hinduism]]
|nationality =[[Indian nationality|Indian]]
|spouse = Sita Kumari <ref>{{cite news|title=VP Singh’s wife to get Rs 1 lakh for defamation|url=http://timesofindia.indiatimes.com/india/VP-Singhs-wife-to-get-Rs-1-lakh-for-defamation/articleshow/16759539.cms|accessdate=9 January 2016|agency=The Times of India}}</ref>
|signature = Vishwanath Pratap Singh Signature.svg
|signature = Vishwanath Pratap Singh Signature.svg
}}
}}

୦୦:୩୮, ୩ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ବିଶ୍ୱନାଥ ପ୍ରତାପ ସିଂହ
V P Singh
Vishwanath Pratap Singh in 1989
୭ମ ଭାରତୀୟ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୨ ଡିସେମ୍ବର ୧୯୮୯ – ୧୦ ନଭେମ୍ବର ୧୯୯୦
Deputyଚୌଧୁରୀ ଦେବୀଲାଲ
ପୂର୍ବ ଅଧିକାରୀରାଜୀବ ଗାନ୍ଧୀ
ପର ଅଧିକାରୀଚନ୍ଦ୍ର ଶେଖର
ସନ୍ତକ

ବିଶ୍ୱନାଥ ପ୍ରତାପ ସିଂହ (୨୫ ଜୁନ ୧୯୩୧ - ୨୭ ନଭେମ୍ବର ୨୦୦୮), ଜଣେ ଭାରତୀୟ ରାଜନେତା ଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ(୧୯୮୯-୯୦)। ସେ ମଣ୍ଡ ଶାସନ(ରାଜ୍ୟ)ର ୪୧ତମ ଶାସକ ମଧ୍ୟ ଥଲେ। ସିଂହ ରାଜୀବ ଗାନ୍ଧୀଙ୍କୁ ହରେଇ ଭାରତର ଅଷ୍ଟମ ପ୍ରଧାନମନ୍ତ୍ରୀ ହେଇଥିଲେ।

ପ୍ରାରମ୍ଭିକ ଜୀବନ

ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।[୧]୧୯୬୯ ମସିହାରେ ସିଂହ କଂଗ୍ରେସ ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।[୨][୩]

ପାରିବାରିକ ଜୀବନ

୨୫ ମଇ ୧୯୫୫ରେ ସିଂହ ରାଜସ୍ଥାନର ଦେଉଗଡ଼ର ରାଜକୁମାରି ଶିତା କୁମାରିଙ୍କୁ ବିବାହ କରିଥିଲେ।[୪]

ପ୍ରଧାନମନ୍ତ୍ରୀ ପଦ

୧୯୮୯ ମସିହା ଭାରତୀୟ ନିର୍ବାଚ୍ଚନରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ୧୪୬ଟି ଆସନ ପ୍ରାପ୍ତ କରିଥିଲେ। ଭାଜପାର ୮୬ଟି ଆସନ ଓ ବାମ ଦଳର ୫୨ଟି ଆସନର ସାହାୟତାରେ ଭି।ପି। ସିଂହ ପ୍ରଧାନମନ୍ତ୍ରୀ ହେଇଥିଲେ। ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଣ୍ଡଳ କମିସନ ଆନ୍ଦୋଳନ ଯୋଗୁ ଚର୍ଚ୍ଚାରେ ଆସିଥିଲେ।

ଆଧାର

  1. "V.P. Singh".
  2. "V.P. Singh".
  3. Community Warriors: State, Peasants and Caste Armies in Bihar Ashwani Kumar Anthem Press, 2008 [୧]
  4. Singh, Khushwant (11 April 2013). "Plane to Pakistan". Malicious Gossip. HarperCollins Publishers India. Retrieved 26 August 2014.