"ଏଚ.ଡି. ଦେବଗୌଡ଼ା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Saileshpat (ଆଲୋଚନା | ଅବଦାନ) No edit summary |
Saileshpat (ଆଲୋଚନା | ଅବଦାନ) |
||
୫ କ ଧାଡ଼ି: | ୫ କ ଧାଡ଼ି: | ||
== ରାଜନୈତିକ ଜୀବନ == |
== ରାଜନୈତିକ ଜୀବନ == |
||
ଗୌଡ଼ା ୧୯୫୩ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ|ଭାରତୀୟ କଂଗ୍ରେସରେ]] ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।<ref name="pmindia">[http://pmindia.nic.in/pm_gowda.htm Home Minister's Office]</ref> ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନସଭାର ସଦସ୍ୟ ହେଇଥିଲେ। ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ।କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।<ref>{{Cite web}}</ref> ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ [[ଜନତା ପାର୍ଟି|ଜନତା]] ପାର୍ଟିର ସଭାପତି |
ଗୌଡ଼ା ୧୯୫୩ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ|ଭାରତୀୟ କଂଗ୍ରେସରେ]] ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।<ref name="pmindia">[http://pmindia.nic.in/pm_gowda.htm Home Minister's Office]</ref> ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନସଭାର ସଦସ୍ୟ ହେଇଥିଲେ। ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ।କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।<ref>{{Cite web}}</ref> ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ [[ଜନତା ପାର୍ଟି|ଜନତା]] ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ। |
||
୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ। |
୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ। |
||
=== ପଦ === |
=== ପଦ === |
||
୧୯୬୨–୮୯ : କର୍ଣାଟକ ବିଧାନସଭା ସଦସ୍ୟ |
*୧୯୬୨–୮୯ : କର୍ଣାଟକ ବିଧାନସଭା ସଦସ୍ୟ |
||
୧୯୭୨-୭୬ : ବିରୋଧୀ ଦଳ ନେତା। |
*୧୯୭୨-୭୬ : ବିରୋଧୀ ଦଳ ନେତା। |
||
୧୯୯୧ : ୧୦ମ ଲୋକସଭା ସଦସ୍ୟ। |
*୧୯୯୧ : ୧୦ମ ଲୋକସଭା ସଦସ୍ୟ। |
||
୧୯୯୪-୯୬ : କର୍ଣାଟକ ର ମୁଖ୍ୟମନ୍ତ୍ରୀ |
*୧୯୯୪-୯୬ : କର୍ଣାଟକ ର ମୁଖ୍ୟମନ୍ତ୍ରୀ |
||
ଜୁନ ୧୯୯୬- |
*ଜୁନ ୧୯୯୬-ଅପ୍ରିଲ ୧୯୯୭: ଭାରତର ପ୍ରଧାନମନ୍ତ୍ରୀ |
||
== ଆଧାର == |
== ଆଧାର == |
୦୦:୨୯, ୩ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ
ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା(ଜନ୍ମ ୧୮ ମଇ ୧୯୩୩)[୧][୨] ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।[୩] ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ କର୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।[୪]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।[୫][୬][୭][୮][୯] ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।[୧୦] ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।[୧୧]
ରାଜନୈତିକ ଜୀବନ
ଗୌଡ଼ା ୧୯୫୩ ମସିହାରେ ଭାରତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।[୧୨] ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନସଭାର ସଦସ୍ୟ ହେଇଥିଲେ। ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ।କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।[୧୩] ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ ଜନତା ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।
୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।
ପଦ
- ୧୯୬୨–୮୯ : କର୍ଣାଟକ ବିଧାନସଭା ସଦସ୍ୟ
- ୧୯୭୨-୭୬ : ବିରୋଧୀ ଦଳ ନେତା।
- ୧୯୯୧ : ୧୦ମ ଲୋକସଭା ସଦସ୍ୟ।
- ୧୯୯୪-୯୬ : କର୍ଣାଟକ ର ମୁଖ୍ୟମନ୍ତ୍ରୀ
- ଜୁନ ୧୯୯୬-ଅପ୍ରିଲ ୧୯୯୭: ଭାରତର ପ୍ରଧାନମନ୍ତ୍ରୀ
ଆଧାର
- ↑ "Shri H. D. Deve Gowda".
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ http://www.ndtv.com/india-news/caste-based-politics-has-to-end-in-karnataka-deve-gowda-491714
- ↑ http://www.rediff.com/news/2008/apr/21spec.htm
- ↑
{{cite web}}
: Empty citation (help) - ↑ http://164.100.47.132/LssNew/Members/Biography.aspx?mpsno=3960
- ↑ Home Minister's Office
- ↑
{{cite web}}
: Empty citation (help)