"ଏଚ.ଡି. ଦେବଗୌଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
Created by translating the page "H. D. Deve Gowda"
 
No edit summary
୧ କ ଧାଡ଼ି: ୧ କ ଧାଡ଼ି:
'''ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା'''(ଜନ୍ମ ୧୮ ମଇ ୧୯୩୩)<ref name="pmindia1"><cite class="citation web">[http://pmindia.nic.in/pm_gowda.html "Shri H. D. Deve Gowda"]. </cite></ref><ref>{{Cite web}}</ref> ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।<ref name="www.britannica.com">{{Cite web}}</ref> ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ [[କର୍ଣ୍ଣାଟକ|କର୍ଣାଟକର]] ମୁଖ୍ୟମନ୍ତ୍ରୀ ଥିଲେ। 
'''ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା'''(ଜନ୍ମ ୧୮ ମଇ ୧୯୩୩)<ref name="pmindia1"><cite class="citation web">[http://pmindia.nic.in/pm_gowda.html "Shri H. D. Deve Gowda"]. </cite></ref><ref>{{Cite web}}</ref> ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।<ref name="www.britannica.com">{{Cite web}}</ref> ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ [[କର୍ଣ୍ଣାଟକ|କର୍ଣାଟକର]] ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା]] ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।<ref name="janata.in">{{Cite web}}</ref>

ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା [[ଜନତା ଦଳ (ଧର୍ମ ନିରପେକ୍ଷ)|ଜନତା]] ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।<ref name="janata.in">{{Cite web}}</ref>


== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
୭ କ ଧାଡ଼ି: ୫ କ ଧାଡ଼ି:


== ରାଜନୈତିକ ଜୀବନ ==
== ରାଜନୈତିକ ଜୀବନ ==
ଗୌଡ଼ା ୧୯୫୩ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ|ଭାରତୀୟ‌ କଂଗ୍ରେସରେ]] ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।<ref name="pmindia">[http://pmindia.nic.in/pm_gowda.htm Home Minister's Office]</ref> 
ଗୌଡ଼ା ୧୯୫୩ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ|ଭାରତୀୟ‌ କଂଗ୍ରେସରେ]] ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।<ref name="pmindia">[http://pmindia.nic.in/pm_gowda.htm Home Minister's Office]</ref> ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନସଭାର ସଦସ୍ୟ ହେଇଥିଲେ। ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ।କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।<ref>{{Cite web}}</ref> ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ  [[ଜନତା ପାର୍ଟି|ଜନତା]] ପାର୍ଟିର ସଭାପତି ଥିଲେ। ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।

୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନସଭାର ସଦସ୍ୟ ହେଇଥିଲେ। ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ। କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ (ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।<ref>{{Cite web}}</ref> ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।

ଦେବଗୌଡ଼ା ଦୁଇଥର ଯାଏଁ  [[ଜନତା ପାର୍ଟି|ଜନତା]] ପାର୍ଟିର ସଭାପତି ଥିଲେ। ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।


୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।
୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।

୦୦:୨୮, ୩ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା(ଜନ୍ମ ୧୮ ମଇ ୧୯୩୩)[୧][୨] ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।[୩] ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ କର୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।[୪]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।[୫][୬][୭][୮][୯] ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।[୧୦] ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।[୧୧]

ରାଜନୈତିକ ଜୀବନ

ଗୌଡ଼ା ୧୯୫୩ ମସିହାରେ ଭାରତୀୟ‌ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।[୧୨] ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନସଭାର ସଦସ୍ୟ ହେଇଥିଲେ। ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ।କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।[୧୩] ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ  ଜନତା ପାର୍ଟିର ସଭାପତି ଥିଲେ। ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।

୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।

ପଦ

୧୯୬୨–୮୯ : କର୍ଣାଟକ ବିଧାନସଭା ସଦସ୍ୟ

୧୯୭୨-୭୬ : ବିରୋଧୀ ଦଳ ନେତା।

୧୯୯୧ : ୧୦ମ ଲୋକସଭା ସଦସ୍ୟ।

୧୯୯୪-୯୬ : କର୍ଣାଟକ ର ମୁଖ୍ୟମନ୍ତ୍ରୀ

ଜୁନ ୧୯୯୬-ଅପରିଲ ୧୯୯୭: ଭାରତର ପ୍ରଧାନମନ୍ତ୍ରୀ

ଆଧାର

  1. "Shri H. D. Deve Gowda".
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. {{cite web}}: Empty citation (help)
  8. http://www.ndtv.com/india-news/caste-based-politics-has-to-end-in-karnataka-deve-gowda-491714
  9. http://www.rediff.com/news/2008/apr/21spec.htm
  10. {{cite web}}: Empty citation (help)
  11. http://164.100.47.132/LssNew/Members/Biography.aspx?mpsno=3960
  12. Home Minister's Office
  13. {{cite web}}: Empty citation (help)