"ବିଶ୍ୱନାଥ ପ୍ରତାପ ସିଂହ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Saileshpat (ଆଲୋଚନା | ଅବଦାନ) |
Saileshpat (ଆଲୋଚନା | ଅବଦାନ) No edit summary |
||
୬୪ କ ଧାଡ଼ି: | ୬୪ କ ଧାଡ଼ି: | ||
[[ଶ୍ରେଣୀ:ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ]] |
[[ଶ୍ରେଣୀ:ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ]] |
||
[[ଶ୍ରେଣୀ:ଭାରତର ପ୍ରଧାନମନ୍ତ୍ରୀ]] |
[[ଶ୍ରେଣୀ:ଭାରତର ପ୍ରଧାନମନ୍ତ୍ରୀ]] |
||
{{ଭାରତର ପ୍ରଧାନମନ୍ତ୍ରୀ}} |
୨୩:୩୬, ୨ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ
ବିଶ୍ୱନାଥ ପ୍ରତାପ ସିଂହ | |
---|---|
7th Prime Minister of India | |
କାର୍ଯ୍ୟକାଳ 2 December 1989 – 10 November 1990 | |
Deputy | Chaudhary Devi Lal |
ପୂର୍ବ ଅଧିକାରୀ | Rajiv Gandhi |
ପର ଅଧିକାରୀ | Chandra Shekhar |
Minister of Defence | |
କାର୍ଯ୍ୟକାଳ 2 December 1989 – 10 November 1990 | |
ପୂର୍ବ ଅଧିକାରୀ | Krishna Chandra Pant |
ପର ଅଧିକାରୀ | Chandra Shekhar Singh |
କାର୍ଯ୍ୟକାଳ 24 January 1987 – 12 April 1987 | |
ପ୍ରଧାନ ମନ୍ତ୍ରୀ | Rajiv Gandhi |
ପୂର୍ବ ଅଧିକାରୀ | Rajiv Gandhi |
ପର ଅଧିକାରୀ | Krishna Chandra Pant |
Minister of Finance | |
କାର୍ଯ୍ୟକାଳ 31 December 1984 – 23 January 1987 | |
ପ୍ରଧାନ ମନ୍ତ୍ରୀ | Rajiv Gandhi |
ପୂର୍ବ ଅଧିକାରୀ | Pranab Mukherjee |
ପର ଅଧିକାରୀ | Rajiv Gandhi |
Chief Minister of Uttar Pradesh | |
କାର୍ଯ୍ୟକାଳ 9 June 1980 – 19 July 1982 | |
ରାଜ୍ୟପାଳ | Chandeshwar Prasad Narayan Singh |
ପୂର୍ବ ଅଧିକାରୀ | Banarsi Das |
ପର ଅଧିକାରୀ | Sripati Mishra |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Vishwanath Pratap Singh ୨୫ ଜୁନ ୧୯୩୧ Allahabad, United Provinces, British India (now in Uttar Pradesh, India) |
ମୃତ୍ୟୁ | ୨୭ ନଭେମ୍ବର ୨୦୦୮ New Delhi, Delhi, India | (ବୟସ ୭୭)
ଜାତୀୟତା | Indian |
ରାଜନୀତିକ ଦଳ | Jan Morcha (1987–1988; 2006–2008) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Indian National Congress (Before 1987) Janata Dal (1988–2006) |
ଜୀବନ ସାଥୀ | Sita Kumari [୧] |
ଶିକ୍ଷାନୁଷ୍ଠାନ | Allahabad University University of Pune |
ସନ୍ତକ |
ବିଶ୍ୱନାଥ ପ୍ରତାପ ସିଂହ (୨୫ ଜୁନ ୧୯୩୧ - ୨୭ ନଭେମ୍ବର ୨୦୦୮), ଜଣେ ଭାରତୀୟ ରାଜନେତା ଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ(୧୯୮୯-୯୦)। ସେ ମଣ୍ଡ ଶାସନ(ରାଜ୍ୟ)ର ୪୧ତମ ଶାସକ ମଧ୍ୟ ଥଲେ।
ପ୍ରାରମ୍ଭିକ ଜୀବନ
ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।[୨]୧୯୬୯ ମସିହାରେ ସିଂହ କଂଗ୍ରେସ ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।[୩][୪]
ପାରିବାରିକ ଜୀବନ
୨୫ ମଇ ୧୯୫୫ରେ ସିଂହ ରାଜସ୍ଥାନର ଦେଉଗଡ଼ର ରାଜକୁମାରି ଶିତା କୁମାରିଙ୍କୁ ବିବାହ କରିଥିଲେ।[୫]
ପ୍ରଧାନମନ୍ତ୍ରୀ ପଦ
୧୯୮୯ ମସିହା ଭାରତୀୟ ନିର୍ବାଚ୍ଚନରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ୧୪୬ଟି ଆସନ ପ୍ରାପ୍ତ କରିଥିଲେ। ଭାଜପାର ୮୬ଟି ଆସନ ଓ ବାମ ଦଳର ୫୨ଟି ଆସନର ସାହାୟତାରେ ଭି।ପି। ସିଂହ ପ୍ରଧାନମନ୍ତ୍ରୀ ହେଇଥିଲେ। ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଣ୍ଡଳ କମିସନ ଆନ୍ଦୋଳନ ଯୋଗୁ ଚର୍ଚ୍ଚାରେ ଆସିଥିଲେ।
ଆଧାର
- ↑ "VP Singh's wife to get Rs 1 lakh for defamation". The Times of India. Retrieved 9 January 2016.
- ↑ "V.P. Singh".
- ↑ "V.P. Singh".
- ↑ Community Warriors: State, Peasants and Caste Armies in Bihar Ashwani Kumar Anthem Press, 2008 [୧]
- ↑ Singh, Khushwant (11 April 2013). "Plane to Pakistan". Malicious Gossip. HarperCollins Publishers India. Retrieved 26 August 2014.