"ବିଶ୍ୱନାଥ ପ୍ରତାପ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୫୦ କ ଧାଡ଼ି: ୫୦ କ ଧାଡ଼ି:


== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ।<ref>''Community Warriors: State, Peasants and Caste Armies in Bihar'' Ashwani Kumar Anthem Press, 2008 [https://books.google.com/books?id=num2I4NFGqIC&pg=PA76&dq=vp+singh+rajput&hl=en&sa=X&ei=TEHJUtyYA8yErAfumICwAw&redir_esc=y#v=onepage&q=vp%20singh%20rajput&f=false]</ref>ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।<ref>"V.P. Singh". </ref>
ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ।<ref>''Community Warriors: State, Peasants and Caste Armies in Bihar'' Ashwani Kumar Anthem Press, 2008 [https://books.google.com/books?id=num2I4NFGqIC&pg=PA76&dq=vp+singh+rajput&hl=en&sa=X&ei=TEHJUtyYA8yErAfumICwAw&redir_esc=y#v=onepage&q=vp%20singh%20rajput&f=false]</ref> ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।<ref>"V.P. Singh". </ref>


୧୯୬୯ ମସିହାରେ ସିଂହ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।<ref>"V.P. Singh". </ref>
୧୯୬୯ ମସିହାରେ ସିଂହ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।<ref>"V.P. Singh". </ref>

୨୨:୫୬, ୨ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ବିଶ୍ୱନାଥ ପ୍ରତାପ ସିଂହ
V P Singh
Vishwanath Pratap Singh in 1989
7th Prime Minister of India
କାର୍ଯ୍ୟକାଳ
2 December 1989 – 10 November 1990
DeputyChaudhary Devi Lal
ପୂର୍ବ ଅଧିକାରୀRajiv Gandhi
ପର ଅଧିକାରୀChandra Shekhar
Minister of Defence
କାର୍ଯ୍ୟକାଳ
2 December 1989 – 10 November 1990
ପୂର୍ବ ଅଧିକାରୀKrishna Chandra Pant
ପର ଅଧିକାରୀChandra Shekhar Singh
କାର୍ଯ୍ୟକାଳ
24 January 1987 – 12 April 1987
ପ୍ରଧାନ ମନ୍ତ୍ରୀRajiv Gandhi
ପୂର୍ବ ଅଧିକାରୀRajiv Gandhi
ପର ଅଧିକାରୀKrishna Chandra Pant
Minister of Finance
କାର୍ଯ୍ୟକାଳ
31 December 1984 – 23 January 1987
ପ୍ରଧାନ ମନ୍ତ୍ରୀRajiv Gandhi
ପୂର୍ବ ଅଧିକାରୀPranab Mukherjee
ପର ଅଧିକାରୀRajiv Gandhi
Chief Minister of Uttar Pradesh
କାର୍ଯ୍ୟକାଳ
9 June 1980 – 19 July 1982
ରାଜ୍ୟପାଳChandeshwar Prasad Narayan Singh
ପୂର୍ବ ଅଧିକାରୀBanarsi Das
ପର ଅଧିକାରୀSripati Mishra
ବ୍ୟକ୍ତିଗତ ସବିଶେଷ
ଜନ୍ମ
Vishwanath Pratap Singh

(1931-06-25)୨୫ ଜୁନ ୧୯୩୧
Allahabad, United Provinces, British India
(now in Uttar Pradesh, India)
ମୃତ୍ୟୁ୨୭ ନଭେମ୍ବର ୨୦୦୮(2008-11-27) (ବୟସ ୭୭)
New Delhi, Delhi, India
ଜାତୀୟତାIndian
ରାଜନୀତିକ ଦଳJan Morcha (1987–1988; 2006–2008)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
Indian National Congress (Before 1987)
Janata Dal (1988–2006)
ଜୀବନ ସାଥୀSita Kumari [୧]
ଶିକ୍ଷାନୁଷ୍ଠାନAllahabad University
University of Pune
ସନ୍ତକ

ବିଶ୍ୱନାଥ ପ୍ରତାପ ସିଂହ (୨୫ ଜୁନ ୧୯୩୧ - ୨୭ ନଭେମ୍ବର ୨୦୦୮), ଜଣେ ଭାରତୀୟ ରାଜନେତା ଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ(୧୯୮୯-୯୦)। ସେ ମଣ୍ଡ ଶାସନ(ରାଜ୍ୟ)ର ୪୧ତମ ଶାସକ ମଧ୍ୟ ଥଲେ।

ପ୍ରାରମ୍ଭିକ ଜୀବନ

ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ।[୨] ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।[୩]

୧୯୬୯ ମସିହାରେ ସିଂହ କଂଗ୍ରେସ ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।[୪]

ପାରିବାରିକ ଜୀବନ

୨୫ ମଇ ୧୯୫୫ରେ ସିଂହ ରାଜସ୍ଥାନର ଦେଉଗଡ଼ର ରାଜକୁମାରି ଶିତା କୁମାରିଙ୍କୁ ବିବାହ କରିଥିଲେ।[୫]

ପ୍ରଧାନମନ୍ତ୍ରୀ ପଦ

୧୯୮୯ ମସିହା ଭାରତୀୟ ନିର୍ବାଚ୍ଚନରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ୧୪୬ଟି ଆସନ ପ୍ରାପ୍ତ କରିଥିଲେ। ଭାଜପାର ୮୬ଟି ଆସନ ଓ ବାମ ଦଳର ୫୨ଟି ଆସନର ସାହାୟତାରେ ଭି।ପି। ସିଂହ ପ୍ରଧାନମନ୍ତ୍ରୀ ହେଇଥିଲେ। ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଣ୍ଡଳ କମିସନ ଆନ୍ଦୋଳନ ଯୋଗୁ ଚର୍ଚ୍ଚାରେ ଆସିଥିଲେ।

ଆଧାର

  1. "VP Singh's wife to get Rs 1 lakh for defamation". The Times of India. Retrieved 9 January 2016.
  2. Community Warriors: State, Peasants and Caste Armies in Bihar Ashwani Kumar Anthem Press, 2008 [୧]
  3. "V.P. Singh".
  4. "V.P. Singh".
  5. Singh, Khushwant (11 April 2013). "Plane to Pakistan". Malicious Gossip. HarperCollins Publishers India. Retrieved 26 August 2014.