"ବିଶ୍ୱନାଥ ପ୍ରତାପ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୨ କ ଧାଡ଼ି: ୨ କ ଧାଡ଼ି:


== ପ୍ରାରମ୍ଭିକ ଜୀବନ ==
== ପ୍ରାରମ୍ଭିକ ଜୀବନ ==
ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ।<ref>''Community Warriors: State, Peasants and Caste Armies in Bihar'' Ashwani Kumar Anthem Press, 2008 [https://books.google.com/books?id=num2I4NFGqIC&pg=PA76&dq=vp+singh+rajput&hl=en&sa=X&ei=TEHJUtyYA8yErAfumICwAw&redir_esc=y#v=onepage&q=vp%20singh%20rajput&f=false]</ref> ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।<ref>"V.P. Singh". </ref>
ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ।<ref>''Community Warriors: State, Peasants and Caste Armies in Bihar'' Ashwani Kumar Anthem Press, 2008 [https://books.google.com/books?id=num2I4NFGqIC&pg=PA76&dq=vp+singh+rajput&hl=en&sa=X&ei=TEHJUtyYA8yErAfumICwAw&redir_esc=y#v=onepage&q=vp%20singh%20rajput&f=false]</ref>ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।<ref>"V.P. Singh". </ref>


୧୯୬୯ ମସିହାରେ ସିଂହ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ। ୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।<ref>"V.P. Singh". </ref>
୧୯୬୯ ମସିହାରେ ସିଂହ [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]] ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।<ref>"V.P. Singh". </ref>


== ପାରିବାରିକ ଜୀବନ ==
== ପାରିବାରିକ ଜୀବନ ==

୨୧:୧୫, ୨ ଅକ୍ଟୋବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

ବିଶ୍ୱନାଥ ପ୍ରତାପ ସିଂହ (୨୫ ଜୁନ ୧୯୩୧ - ୨୭ ନଭେମ୍ବର ୨୦୦୮), ଜଣେ ଭାରତୀୟ ରାଜନେତା ଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ(୧୯୮୯-୯୦)। ସେ ମଣ୍ଡ ଶାସନ(ରାଜ୍ୟ)ର ୪୧ତମ ଶାସକ ମଧ୍ୟ ଥଲେ।

ପ୍ରାରମ୍ଭିକ ଜୀବନ

ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ।[୧]ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।[୨]

୧୯୬୯ ମସିହାରେ ସିଂହ କଂଗ୍ରେସ ଦଳରୁ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।[୩]

ପାରିବାରିକ ଜୀବନ

୨୫ ମଇ ୧୯୫୫ରେ ସିଂହ ରାଜସ୍ଥାନର ଦେଉଗଡ଼ର ରାଜକୁମାରି ଶିତା କୁମାରିଙ୍କୁ ବିବାହ କରିଥିଲେ।[୪]

ଆଧାର

  1. Community Warriors: State, Peasants and Caste Armies in Bihar Ashwani Kumar Anthem Press, 2008 [୧]
  2. "V.P. Singh".
  3. "V.P. Singh".
  4. Singh, Khushwant (11 April 2013). "Plane to Pakistan". Malicious Gossip. HarperCollins Publishers India. Retrieved 26 August 2014.