"ଫ୍ରାଙ୍କଲିନ ଡି ରୁଜଭେଲଟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ →External links |
ଟିକେ MKar ପୃଷ୍ଠାଟିକୁ ଫ୍ରାଙ୍କଲିନ ଡି॰ରୁଜଭେଲଟରୁ ଫ୍ରାଙ୍କଲିନ ଡି ରୁଜଭେଲଟକୁ ଘୁଞ୍ଚାଇଲେ: ଠିକ ବନାନ |
(କିଛି ବଦଳିନାହିଁ)
|
୨୩:୪୩, ୨୭ ସେପ୍ଟେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଫ୍ରାଙ୍କଲିନ ଡି॰ରୁଜଭେଲଟ ( ଜାନୁୟାରୀ ୩୦ , ୧୮୮୨-ଏପ୍ରିଲ ୧୨, ୧୯୪୫ ) , ଜଣେ ଆମେରିକୀୟ ନାଗରିକ ତଥା ରାଜନୈତିକ ନେତା , ଯିଏ ଆମେରିକା ଯୁକ୍ତରାଷ୍ଟ୍ର ର ୩୨ ତମ ରାଷ୍ଟ୍ରପତି ଭାବରେ ୧୯୩୩ ରୁ ୧୯୪୫ ପର୍ଯ୍ୟନ୍ତ ଥିଲେ । ଜେନ ଗଣତନ୍ତ୍ର ବାଦୀ ଭାବରେ ରେ ରେକର୍ଡ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ରେ ବିଜୟୀ ହେଇଥିଲେ ଏବଂ ୧୯୩୨ ପରେ ସେ ତାଙ୍କ ଦଳ ର ଅପ୍ରତିଦ୍ଵନ୍ଦୀ ନେତା ଭାବରେ ରହିବା ସହ ବିଂଶ ଶତାବ୍ଦୀ ର ମଧ୍ୟ ଭାଗ ରେ ସାରା ପୃଥିବୀ ର ଜେନ କେନ୍ଦ୍ରୀୟ ବ୍ୟକ୍ତିତ୍ବ ରହିଥିଲେ । ସେହି ସମୟ ମଧ୍ୟ ରେ ବିଶ୍ୱବ୍ୟାପି ଅର୍ଥନୈତିକ ମାନ୍ଦା ଅବସ୍ଥା ତଥା ସମ୍ପୂର୍ଣ ଯୁଦ୍ଧ ପରିସ୍ଥିତି ରେ ଯୁକ୍ତରାଷ୍ଟ୍ର ଆମେରିକା କୁ ଦୃଢ ନେତୃତ୍ଵ ଦେଇ ପାରିଥିଲେ । ତାଙ୍କ ପ୍ରାୟୋଜିତ ଉପଶମ , ପୁନରୁଦ୍ଧାର ଏବଂ ସଂସ୍କାର କାର୍ଯ୍ୟକ୍ରମ ଯାହା " ନୂତନ ବ୍ୟବସ୍ଥା " ଭାବରେ ପରିଚିତ ଥିଲା , ସେଥିରେ ସାଯୁକ୍ତ ସରକାର ରାଷ୍ଟ୍ର ର ଅର୍ଥନୀତି ସହିତ ବିସୃତ ଭାବରେ ଜଡିତ କରି ଥିଲେ । ଡେମୋକ୍ରାଟ ଦଳ ର ଜଣେ ପ୍ରଭାବଶାଳି ନେତା ହିସାବ ରେ ସେ ମିଳିତ ଶ୍ରମିକ ସଂଘ , ଗୋରା ମୂଳ ଅଧିବାସୀ , ଆଫ୍ରିକୀୟ ଆମେରିକାନ , ଉତ୍ତରାଞ୍ଚଳ ଆମେରିକା ର ଗ୍ରାମୀଣ ଗୋରା ଅଧିବାସୀ ସମସ୍ତଙ୍କୁ ଏକଜୁଟ କରି ଏକ ' ନୂତନ ବ୍ୟବସ୍ଥାପିତ ସଂଘ ' ଗଠନ କରିଥିଲେ , ଯାହାକି ଡେମୋକ୍ରାଟ ଦଳ ର ପୂର୍ଣା ସମର୍ଥନ ହାସଲ କରିଥିଲା । ତାଙ୍କ ସମୟକାଳ ମଧ୍ୟରେ ଆମେରିକୀୟ ରାଜନୀତି ରେ ପୁନଃ - ସମୀକରଣ ଘଟି ' ପଞ୍ଚମ ଦଳୀୟ ବ୍ୟବସ୍ଥା ' ର ଅୟମାରମ୍ଭ ହେଇ ବିଂଶ ଶତାବ୍ଦୀ ର ତୃତୀଯାଂଶ ରେ ଆମେରିକୀୟ ଉଦରବାଦୀତ୍ଵ ର ବିସ୍ତାର ହେଇଥିଲା ।
- Anna Eleanor Roosevelt (May 3, 1906 – December 1, 1975)
- James Roosevelt II (December 23, 1907 – August 13, 1991)
- Franklin Roosevelt (March 18, 1909 – November 7, 1909)
- Elliott Roosevelt (September 23, 1910 – October 27, 1990)
- Franklin Delano Roosevelt, Jr. (August 17, 1914 – August 17, 1988)
- John Aspinwall Roosevelt II (March 13, 1916 – April 27, 1981)
-
The birthplace of FDR at Springwood.
-
Roosevelt sailing with half-niece Helen and father James, 1899.
-
Franklin and Eleanor at Campobello Island, Canada, in 1904.
-
Franklin and Eleanor Statues at FDR National Historic Site in Hyde Park, New York.
-
Franklin (left) with nephew Tadd (middle) and niece Helen (right) in January 1889.
ପୂର୍ବ ରାଜନୈତିକ ଜୀବନ
ରାଜ୍ୟ ସିନେଟର ଓ ତାମ୍ମ୍ନି ପ୍ରତିପକ୍ଷ୍ୟ
ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରଚାର
Polio
ନ୍ୟୁୟର୍କ ର ଗଭର୍ଣର ( ୧୯୨୯-୩୨)
ପ୍ରଥମ କାର୍ଯ୍ୟକାଳ , ୧୯୩୩-୩୭
Second New Deal, 1935–36
Foreign policy, 1937–41
.[୨]
Post-war planning
Election of 1944
Appendix
Cabinet
Media
Endmatter
Notes
References
- ↑ "When Did Girls Start Wearing Pink?". Smithsonian. 2011-04-17.
- ↑ Dallek 1995, p. 273.
- ↑
{{cite web}}
: Empty citation (help)
Bibliography
Biographical
Scholarly topical studies
Foreign policy and World War II
Criticism
FDR's rhetoric
Primary sources
External links
- Finding Aid to Franklin Delano Roosevelt Collection, 1914-1945 at the New York State Library, accessed May 18, 2016.
- Franklin Delano Roosevelt: A Resource Guide from the Library of Congress
- "Life Portrait of Franklin D. Roosevelt", from C-SPAN's American Presidents: Life Portraits, October 11, 1999
- The Presidents: FDR – an American Experience documentary
- ଫ୍ରାଙ୍କଲିନ ଡି ରୁଜଭେଲଟ at Curlie
- Works by Franklin Delano Roosevelt at Project Gutenberg
Project Gutenberg
- Works by or about ଫ୍ରାଙ୍କଲିନ ଡି ରୁଜଭେଲଟ at Internet ArchiveInternet Archive