"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ନିର୍ବାଚନ ମଣ୍ଡଳି +ନିର୍ବାଚନ ମଣ୍ଡଳୀ)
+ ଆଧାର
୨୦ କ ଧାଡ଼ି: ୨୦ କ ଧାଡ଼ି:
| named_for =
| named_for =
| seat_type = [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ|ବିଧାନ ସଭା]]
| seat_type = [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ|ବିଧାନ ସଭା]]
| seat = ୨ଟି ଆସନ{{collapsible list|title={{nbsp}}|୧. ବୀରମହାରାଜପୁର (୬୪)</br>୨. [[ସୋନପୁର]] (୬୫)}}
| seat = ୨ଟି ଆସନ{{collapsible list|title={{nbsp}}|୧. [[ବୀରମହାରାଜପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବୀରମହାରାଜପୁର (୬୪)]]</br>୨. [[ସୋନପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ସୋନପୁର (୬୫)]]}}
|subdivision_type = ଦେଶ
|subdivision_type = ଦେଶ
|subdivision_name = [[ଭାରତ]]
|subdivision_name = [[ଭାରତ]]
୫୬ କ ଧାଡ଼ି: ୫୬ କ ଧାଡ଼ି:
| registration_plate = OD-31
| registration_plate = OD-31
|blank_name_sec1 = ଜିଲ୍ଲାପାଳ
|blank_name_sec1 = ଜିଲ୍ଲାପାଳ
|blank_info_sec1= ଗଗନ ବିହାରୀ ସ୍ଵାଇଁ
|blank_info_sec1= ଦାଶରଥି ଶତପଥୀ
| website = {{official|subarnapur.nic.in}}
| website = {{official|subarnapur.nic.in}}
}}
}}


'''ସୁବର୍ଣ୍ଣପୁର ଜିଲ୍ଲା''' ବା '''ସୋନପୁର ଜିଲ୍ଲା''' [[ଓଡ଼ିଶା|ଓଡ଼ିଶାର]] ଏକ ପ୍ରଶାସନିକ ଜିଲ୍ଲା । [[ସୋନପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ସୋନପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
'''ସୁବର୍ଣ୍ଣପୁର ଜିଲ୍ଲା''' ବା '''ସୋନପୁର ଜିଲ୍ଲା''' [[ଓଡ଼ିଶା]] ଏକ ପ୍ରଶାସନିକ ଜିଲ୍ଲା । [[ସୁବର୍ଣ୍ଣପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ସୋନପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।


== ଭୂଗୋଳ ==
== ଭୂଗୋଳ ==
୯୨ କ ଧାଡ଼ି: ୯୨ କ ଧାଡ଼ି:


== ପର୍ଯ୍ୟଟନ ସ୍ଥଳ ==
== ପର୍ଯ୍ୟଟନ ସ୍ଥଳ ==
* ଲଙ୍କେଶ୍ଵରୀ ମନ୍ଦିର
[[ଫାଇଲ:Lankeswari Thakurani Sonepur Subarnapur Odisha.jpg |thumb|150px|alt=Alt text|ଲଙ୍କେଶ୍ଵରୀ ଠାକୁରାଣୀ]]
:ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
* ଲଙ୍କେଶ୍ଵରୀ ମନ୍ଦିର: ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
* ସୁବର୍ଣ୍ଣମେରୁ ମନ୍ଦିର
* ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
* [[ପାତାଳୀ ଶ୍ରୀକ୍ଷେତ୍ର]], କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
:ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
* ମହିମା ପୀଠ, ଖଲିଆପାଲି
* ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
:ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
* [[ମେଟାକାନୀ]], ଉଲୁଣ୍ଡା
* [[ମେଟାକାନୀ]], ଉଲୁଣ୍ଡା
* [[ପାତାଳୀ ଶ୍ରୀକ୍ଷେତ୍ର]], କୋଟସମଲାଏ
:କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
* ପାପକ୍ଷୟ ଘାଟ, ବିନିକା
* ପାପକ୍ଷୟ ଘାଟ, ବିନିକା
* କପିଳେଶ୍ଵର ମନ୍ଦିର, ଚରଦା
* କପିଳେଶ୍ଵର ମନ୍ଦିର, ଚରଦା
* ନବଗ୍ରହ କୁଣ୍ଡ
* [[ଦିଗଶୀରା]]ର ଅଙ୍ଗନଦୀ


== ପର୍ବପର୍ବାଣୀ ==
== ଆହୁରି ଦେଖନ୍ତୁ ==
[[ଫାଇଲ:Hanumana Podi Sonepur Subarnapur Odisha.jpg|thumb|150px|alt=Alt text|ଲଙ୍କାପୋଡ଼ି]]
* [[ହନୁମାନ ପୋଡ଼ି]]
:ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।
* ଲଙ୍କା ପୋଡ଼ି: ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଲଙ୍କା ପୋଡ଼ି ଉତ୍ସବ ପାଳନ କରାଯାଇଥାଏ<ref>{{cite news|title=ସୁବର୍ଣ୍ଣପୁରରେ ଲଙ୍କାପୋଡ଼ି ଉତ୍ସବ|url=http://www.dharitri.com/Sambalpur/020916/p5.htm|accessdate=2 September 2016|newspaper=ଧରିତ୍ରୀ}}</ref> ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।


== ଗ୍ୟାଲେରି ==
== ଗ୍ୟାଲେରି ==
{|
{|
| [[File:Subarnameru Sonepur Subarnapur district Odisha.jpg|thumb|180px|left|alt=Alt text|ସୁବର୍ଣ
| [[File:Subarnameru Sonepur Subarnapur district Odisha.jpg|thumb|180px|left|alt=Alt text|ସୁବର୍ଣ୍ଣମେରୁ ମନ୍ଦିର]]
ମେରୁ ମନ୍ଦିର]]
| [[ଫାଇଲ:Kotsamalae_Sonepur_Patali_Srikhetra_Odisha.jpg|thumb|180px|left|alt=Alt text|କୋଟସମଲାଏର [[ପାତାଳୀ ଶ୍ରୀକ୍ଷେତ୍ର]]]]
| [[ଫାଇଲ:Kotsamalae_Sonepur_Patali_Srikhetra_Odisha.jpg|thumb|180px|left|alt=Alt text|କୋଟସମଲାଏର [[ପାତାଳୀ ଶ୍ରୀକ୍ଷେତ୍ର]]]]
| [[ଫାଇଲ:Bali_jata_Lankeswari_Temple_Sonepur_Odisha.jpg|thumb|left|150px|alt=Alt text|ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର]]
| [[ଫାଇଲ:Bali_jata_Lankeswari_Temple_Sonepur_Odisha.jpg|thumb|left|150px|alt=Alt text|ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର]]
|}
|}
{|
| [[ଫାଇଲ:Lankeswari Thakurani Sonepur Subarnapur Odisha.jpg |thumb|150px|left|alt=Alt text|ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର]]
| [[ଫାଇଲ:Tanta buna Sambalpuri Saree Weaving Sonepur Odisha1.jpg|thumb|left|150px|alt=Alt text|ସମ୍ବଲପୁରୀ ଶାଢ଼ି]]
| [[ଫାଇଲ:Tanta buna Sambalpuri Saree Weaving Sonepur Odisha.jpg|thumb|left|150px|alt=Alt text|ସମ୍ବଲପୁରୀ ଶାଢ଼ି ବୁଣା]]
| [[ଫାଇଲ:Hanumana Podi Sonepur Subarnapur Odisha.jpg|thumb|left|150px|alt=Alt text|ହନୁମାନ ପୋଡ଼ି]]
|}[[File:BAIDYANATH TEMPLE SONEPUR.JPG|thumb|left|150px|alt=Alt text|ବୈଦ୍ୟନାଥ ମନ୍ଦିର]]

== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}
୧୪୬ କ ଧାଡ଼ି: ୧୩୩ କ ଧାଡ଼ି:
}}
}}
{{ଓଡ଼ିଶା}}
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->


[[ଶ୍ରେଣୀ:ସୁବର୍ଣ୍ଣପୁର ଜିଲ୍ଲା]]
[[ଶ୍ରେଣୀ:ସୁବର୍ଣ୍ଣପୁର ଜିଲ୍ଲା]]

୧୮:୨୮, ୨ ସେପ୍ଟେମ୍ବର ୨୦୧୬ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁବର୍ଣ୍ଣପୁର
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବଲାଙ୍ଗୀର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୨ଟି ଆସନ
Area
 • ଜିଲ୍ଲା2284.4 km2 (882�0 sq mi)
Population
 (୨୦୧୧)
 • ଜିଲ୍ଲା୬୫୨୧୦୭
 • Density279/km2 (720/sq mi)
 • Urban
୪୯୯୩୨
 • Rural
୬୦୨୧୭୫
 • ୬ ବର୍ଷରୁ କମ ଶିଶୁ
୭୬୫୩୬
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬x
ଯାନବାହାନ ପଞ୍ଚୀକରଣOD-31
ଜିଲ୍ଲାପାଳଦାଶରଥି ଶତପଥୀ
WebsiteOfficial website

ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୁବର୍ଣ୍ଣପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ସୋନପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ଭୂଗୋଳ

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୧]

ମୁଖ୍ୟ ନଦୀ

ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।[୩]

  • ପୁରୁଷ: ୩,୩୨,୮୯୭
  • ମହିଳା: ୩,୧୯,୨୧୦
    • ଛ ବର୍ଷରୁ କମ: ୭୬,୫୩୬
  • ପଢୁଆ ହାର: ୭୪.୪୨%
    • ପୁରୁଷ: ୭୮.୪୧%
    • ମହିଳା: ୮୪.୭୮%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର ।
  • ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
  • ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
  • ଗ୍ରାମ ପଞ୍ଚାୟତ: ୯୬
  • ଗ୍ରାମ: ୯୫୯

ପର୍ଯ୍ୟଟନ ସ୍ଥଳ

Alt text
ଲଙ୍କେଶ୍ଵରୀ ଠାକୁରାଣୀ
  • ଲଙ୍କେଶ୍ଵରୀ ମନ୍ଦିର: ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
  • ପାତାଳୀ ଶ୍ରୀକ୍ଷେତ୍ର, କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
  • ମେଟାକାନୀ, ଉଲୁଣ୍ଡା
  • ପାପକ୍ଷୟ ଘାଟ, ବିନିକା
  • କପିଳେଶ୍ଵର ମନ୍ଦିର, ଚରଦା

ପର୍ବପର୍ବାଣୀ

Alt text
ଲଙ୍କାପୋଡ଼ି
  • ଲଙ୍କା ପୋଡ଼ି: ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଲଙ୍କା ପୋଡ଼ି ଉତ୍ସବ ପାଳନ କରାଯାଇଥାଏ ।[୪] ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

ଗ୍ୟାଲେରି

Alt text
ସୁବର୍ଣ୍ଣମେରୁ ମନ୍ଦିର
Alt text
କୋଟସମଲାଏର ପାତାଳୀ ଶ୍ରୀକ୍ଷେତ୍ର
Alt text
ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର

ଆଧାର

  1. ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା
  2. Census 2011: Odisha: Provisional Population Totals
  3. Census 2011: Odisha: Rural Urban Distribution
  4. "ସୁବର୍ଣ୍ଣପୁରରେ ଲଙ୍କାପୋଡ଼ି ଉତ୍ସବ". ଧରିତ୍ରୀ. Retrieved 2 September 2016.

ଅଧିକ ତଥ୍ୟ