"ପାପିଲୋମାଭୁତାଣୁ ସଂକ୍ରମଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
 
୨୧ କ ଧାଡ଼ି: ୨୧ କ ଧାଡ଼ି:
== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}

[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]

୧୦:୫୮, ୨୯ ଅଗଷ୍ଟ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ମାନବ ପାପିଲୋମାଭୁତାଣୁ ସଂକ୍ରମଣ
ପ୍ରତିଶବ୍ଦ - ମାନବ ପାପିଲୋମାଭୁତାଣୁ (Human papillomavirus)
ପାପିଲୋମାଭୁତାଣୁ ବଡ଼ ଟି ଆଣ୍ଟିଜେନ ହେଲିକେଶ ଡୋମେନ (Papillomavirus large T antigen helicase domain)
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease, gynecology
ଆଇସିଡ଼ି-୧୦B97.7
ଆଇସିଡ଼ି-୯-ସିଏମ୍078.1 079.4
ରୋଗ ଡାଟାବେସ6032
ଇ-ମେଡ଼ିସିନmed/1037
MeSHD030361

ପାପିଲୋମାଭୁତାଣୁ ସଂକ୍ରମଣ ବା ମାନବ ପାପିଲୋମାଭୁତାଣୁ ସଂକ୍ରମଣ (ଇଂରାଜୀ ଭାଷାରେ Human papillomavirus infection ଏକ ସଂକ୍ରାମକ ରୋଗ (infection) ଯାହା ମାନବ ପାପିଲୋମାଭୁତାଣୁଦ୍ୱାରା (human papillomavirus ବା ଏଚପିଭି/HPV) ହୁଏ ।[୧] ଅଧିକାଂଶ ଏଚପିଭି ରୋଗରେ କୌଣସି ଲକ୍ଷଣ ନ ଥାଏ ଓ ସ୍ୱୟଂ ଉପଶମ ହୋଇଯାଏ ।[୨] କେତେକ କ୍ଷେତ୍ରରେ ଏହା ରହି ଭାତୁଡ଼ି (wart) ବା ପ୍ରାକ୍‌କର୍କଟ ବିକୃତିରେ (precancerous lesions) ପରିଣତ ହୁଏ ।[୩] ଏହି ପ୍ରାକ୍‌କର୍କଟ ବିକୃତି ସମୟ କ୍ରମେ ଗର୍ଭଶୟ ଗ୍ରୀବା କର୍କଟ, ଯୋନୀ କର୍କଟ (vulva), ଯୋନୀପଥ କର୍କଟ (vagina), ଲିଙ୍ଗ କର୍କଟ (penis), ମଳଦ୍ୱାର କର୍କଟ (anus), ପାଟି ଓ ଗଳା କର୍କଟ (mouth, or throat) ଇତ୍ୟାଦି ରୋଗ ସଙ୍କଟ ସୃଷ୍ଟି କରିପାରେ ।[୨][୩] ପ୍ରାୟ ୭୦% ଗର୍ଭଶୟ ଗ୍ରୀବା କର୍କଟ ରୋଗ ଦୁଇ ପ୍ରକାର ଏଚପିଭି (ଏଚପିଭି ୧୬ ଓ ଏଚପିଭି ୧୮) ଯୋଗୁ ହୁଏ ।[୨][୪] ଅନ୍ୟାନ୍ୟ କର୍କଟ ରୋଗ ମଧ୍ୟରୁ ୬୦ରୁ ୯୦% ରୋଗ ସ‌ହିତ ଏଚପିଭି ଲିଙ୍କ ହୋଇଥାଏ ।[୪] ଯୌନାଙ୍ଗ ଭାତୁଡ଼ି (genital wart) ଓ ରେସପିରେଟୋରି ପାପିଲୋମାଟୋସିସ (respiratory papillomatosis) ରୋଗମାନଙ୍କର ସାଧାରଣ କାରଣ ଏଚପିଭି୬ ଓ ଏଚପିଭି୧୧ ହୋଇଥିବା ଜଣାଯାଏ ।[୨]


ଆଧାର

  1. Milner, Danny A. (2015). Diagnostic Pathology: Infectious Diseases (in ଇଂରାଜୀ). Elsevier Health Sciences. p. 40. ISBN 9780323400374.
  2. ୨.୦ ୨.୧ ୨.୨ ୨.୩ "Human papillomavirus (HPV) and cervical cancer". WHO. June 2016. Retrieved 10 August 2016.
  3. ୩.୦ ୩.୧ Ljubojevic, Suzana; Skerlev, Mihael (2014). "HPV-associated diseases". Clinics in Dermatology. 32 (2): 227–234. doi:10.1016/j.clindermatol.2013.08.007. ISSN 0738-081X. PMID 24559558.
  4. ୪.୦ ୪.୧ "The Link Between HPV and Cancer". CDC. September 30, 2015. Retrieved 11 August 2016.