"ଟାର୍ଗେଟ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Removing from ଓଡ଼ିଆ ସିନେମା
No edit summary
୧ କ ଧାଡ଼ି: ୧ କ ଧାଡ଼ି:
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଟାର୍ଗେଟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ ଚଲଚ୍ଚିତ୍ରର ଜଣାଶୁଣା ଅଭିନେତା [[ମିହିର ଦାସ]]ଙ୍କ ପୁଅ [[ଅମ୍ଳାନ]] ଏହି ଚଳଚ୍ଚିତ୍ର ଜରିଆରେ [[ଓଡ଼ିଆ କଥାଚିତ୍ର ଜଗତ]]ରେ ନାୟକ ଭୂମିକାରେ ପାଦ ରଖିଥିଲେ ।<ref name=target>{{cite web|title=Target oriya movie mahurat|url=http://incredibleorissa.com/oriyafilms/target-oriya-movie-mahurat/|publisher=Incredible Odisha|accessdate=23 August 2016}}</ref> ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା [[ଝିଲିକ୍ ଭଟ୍ଟାଚାର୍ଯ୍ୟ]] । [[ଅଭିଜିତ ମଜୁମଦାର]] ଏବଂ [[ରବି ନାରାୟଣ ନନ୍ଦ]] ଉଭୟ ସଂଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପ୍ରଥମ ଥର ପାଇଁ [[ଅପରାଜିତା ମହାନ୍ତି]] ଏବଂ [[ମହେଶ୍ୱତା ରାୟ]] ଏକା ସଙ୍ଗରେ ଗୋଟିଏ ଚଳଚ୍ଚିତ୍ରରେ କାମ କରଥିଲେ ।<ref name=target></ref> ମାଆ ତାରିଣୀ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।<ref>{{cite news|title=Amlan’s debut released allover odisha|url=http://odialive.com/amlans-debut-released-allover-odisha/|accessdate=23 August 2016|newspaper=Odia Live|date=12 April 2013}}</ref>
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶନାରେ ନିର୍ମିତ [[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର ଟାର୍ଗେଟ <ref>{{imdb title|2928118}}</ref> ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ।

{{Infobox film
{{Infobox film
| name = ଟାର୍ଗେଟ
| name = ଟାର୍ଗେଟ
୯ କ ଧାଡ଼ି: ୧୦ କ ଧାଡ଼ି:
| producer = [[ନିରଞ୍ଜନ ରଣା]]
| producer = [[ନିରଞ୍ଜନ ରଣା]]
| writer = (ସଂଳାପ): [[ଦେବୀଦତ୍ତ ମହାନ୍ତି]]
| writer = (ସଂଳାପ): [[ଦେବୀଦତ୍ତ ମହାନ୍ତି]]
| screenplay =
| screenplay = [[ଏସ୍ କେ ମୁରଲୀଧରନ୍‌]]
| story = [[ଗୀତାଞ୍ଜଳୀ ରଣା]]
| story = [[ଗୀତାଞ୍ଜଳୀ ରଣା]]
| based on =
| based on =
| narrator =
| narrator =
| starring = [[ଝିଲିକ୍ ଭଟ୍ଟାଚାର୍ଯ୍ୟ]], [[ଅମ୍ଳାନ ଦାସ]], [[ମିହିର ଦାସ]], [[ମିନ‌କେତନ ଦାସ]], [[ନମ୍ରତା ଦାସ]], [[ଅପରାଜିତା ମହାନ୍ତି]], [[ସସ୍ମିତା ପ୍ରଧାନ]], [[ମହେଶ୍ୱତା ରାୟ]]
| starring = [[ଝିଲିକ୍ ଭଟ୍ଟାଚାର୍ଯ୍ୟ]], [[ଅମ୍ଳାନ]], [[ମିହିର ଦାସ]], [[ମୀନ‌କେତନ]], [[ନମ୍ରତା ଦାସ]], [[ଅପରାଜିତା ମହାନ୍ତି]], [[ପିଙ୍କି ପ୍ରଧାନ]], [[ମହେଶ୍ୱତା ରାୟ]]
| music = [[ଅଭିଜିତ ମଜୁମଦାର]], [[ରବି ନାରାୟଣ ନନ୍ଦ]]
| music = [[ଅଭିଜିତ ମଜୁମଦାର]], [[ରବି ନାରାୟଣ ନନ୍ଦ]]
| cinematography = [[ରବିନ୍ଦ୍ର ବେହେରା]]
| cinematography = [[ରବିନ୍ଦ୍ର ବେହେରା]]
୨୭ କ ଧାଡ଼ି: ୨୮ କ ଧାଡ଼ି:
}}
}}


==ଅଭିନୟ==
==ଅଭିନୟରେ==
ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ [[ଓଡ଼ିଆ କଥାଚିତ୍ର ଜଗତ]]ର ଦୁଇ ଜଣାଶୁଣା ଅଭିନେତ୍ରୀ [[ଅପରାଜିତା ମହାନ୍ତି]] ଏବଂ [[ମହେଶ୍ୱତା ରାୟ]] ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ [[ଅମ୍ଳାନ]] ଏବଂ ଝିଲିକ୍ ଓଡ଼ିଆ ଚଳଚ୍ଚିତ୍ର ଜଗରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।
[[ଓଡ଼ିଆ ଭାଷା|ଓଡ଼ିଆ]]ଚଳଚ୍ଚିତ୍ର 'ଟାର୍ଗେଟ' ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:


'''ଟାର୍ଗେଟ''' ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
*[[ଝିଲିକ୍ ଭଟ୍ଟାଚାର୍ଯ୍ୟ]]- ସ୍ନେହା
*[[ଝିଲିକ୍ ଭଟ୍ଟାଚାର୍ଯ୍ୟ]]- ସ୍ନେହା
*[[ଅମ୍ଳାନ ଦାସ]]- ବିବେକ
*[[ଅମ୍ଳାନ ଦାସ]]- ବିବେକ
୩୫ କ ଧାଡ଼ି: ୩୭ କ ଧାଡ଼ି:
*[[ମିନ‌କେତନ ଦାସ]]- ନୁରୁ ଭାଇ
*[[ମିନ‌କେତନ ଦାସ]]- ନୁରୁ ଭାଇ
*[[ନମ୍ରତା ଦାସ]]- ନୁରୁ ଭାଇର ପତ୍ନୀ
*[[ନମ୍ରତା ଦାସ]]- ନୁରୁ ଭାଇର ପତ୍ନୀ
*[[ସୁବାଶିଷ ଶର୍ମା]]- ସ୍ନେହାର ସାଙ୍ଗ
*[[ହାଡ଼ୁ]]- ଓକିଲ
*[[ହାଡ଼ୁ]]- ଓକିଲ
*[[ଅପରାଜିତା ମହାନ୍ତି]]- ବିବେକର ମାଆ
*[[ଅପରାଜିତା ମହାନ୍ତି]]- ବିବେକର ମାଆ
*[[ସସ୍ମିତା ପ୍ରଧାନ]]- ଏସ୍.ପି.
*[[ପିଙ୍କି ପ୍ରଧାନ]]- ଏସ୍.ପି.
*[[ମହେଶ୍ୱତା ରାୟ]]
*[[ମହେଶ୍ୱତା ରାୟ]]


==ଗୀତ ଓ ସଙ୍ଗୀତ==
==ଗୀତ ଓ ସଙ୍ଗୀତ==
[[ଅଭିଜିତ ମଜୁମଦାର]], [[ରବି ନାରାୟଣ ନନ୍ଦ]]
ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ [[ଅଭିଜିତ ମଜୁମଦାର]] ଏବଂ [[ରବି ନାରାୟଣ ନନ୍ଦ]] ଥିଲେ ।


===ଗୀତ===
#ଏଇକି ସେ ପ୍ରେମ
#କିଏ ଛୁଇଁଲା
#ପଁ ପଁ ପଁ
#ଟାର୍ଗେଟ୍
#ଟେନସନ୍ କାଇଁ ଲେବୁ
#ତୁମେ ମୋ ନୟନ ତାରା
==ଆଧାର==
==ଆଧାର==
{{ଆଧାର}}
{{ଆଧାର}}
== ବାହାର ଆଧାର ==
== ବାହାର ଆଧାର ==
*{{imdb title|2928118}}


{{ଓଡ଼ିଆ ସିନେମା}}
{{ଓଡ଼ିଆ ସିନେମା}}

୧୯:୦୬, ୨୩ ଅଗଷ୍ଟ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଟାର୍ଗେଟ ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଓଡ଼ିଆ ଚଲଚ୍ଚିତ୍ରର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭୂମିକାରେ ପାଦ ରଖିଥିଲେ ।[୧] ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟଅଭିଜିତ ମଜୁମଦାର ଏବଂ ରବି ନାରାୟଣ ନନ୍ଦ ଉଭୟ ସଂଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ପ୍ରଥମ ଥର ପାଇଁ ଅପରାଜିତା ମହାନ୍ତି ଏବଂ ମହେଶ୍ୱତା ରାୟ ଏକା ସଙ୍ଗରେ ଗୋଟିଏ ଚଳଚ୍ଚିତ୍ରରେ କାମ କରଥିଲେ ।[୧] ମାଆ ତାରିଣୀ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲା ।[୨]

ଟାର୍ଗେଟ
ନିର୍ଦ୍ଦେଶକଏସ୍ କେ ମୁରଲୀଧରନ୍‌
ପ୍ରଯୋଜକନିରଞ୍ଜନ ରଣା
ସଂଳାପ(ସଂଳାପ): ଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟଏସ୍ କେ ମୁରଲୀଧରନ୍‌
କାହାଣୀଗୀତାଞ୍ଜଳୀ ରଣା
କଳାକାରଝିଲିକ୍ ଭଟ୍ଟାଚାର୍ଯ୍ୟ, ଅମ୍ଳାନ, ମିହିର ଦାସ, ମୀନ‌କେତନ, ନମ୍ରତା ଦାସ, ଅପରାଜିତା ମହାନ୍ତି, ପିଙ୍କି ପ୍ରଧାନ, ମହେଶ୍ୱତା ରାୟ
ସଙ୍ଗୀତଅଭିଜିତ ମଜୁମଦାର, ରବି ନାରାୟଣ ନନ୍ଦ
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକମାନସ ରଞ୍ଜନ ପାତ୍ର
ମୁକ୍ତିଲାଭ ତାରିଖ
୧୨ ଅପ୍ରେଲ୍ ୨୦୧୩
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟ

ଏସ୍ କେ ମୁରଲୀଧରନ୍‌ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତର ଦୁଇ ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ମହେଶ୍ୱତା ରାୟ ଏକାଠି ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଅମ୍ଳାନ ଏବଂ ଝିଲିକ୍ ଓଡ଼ିଆ ଚଳଚ୍ଚିତ୍ର ଜଗରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ।

ଟାର୍ଗେଟ ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

ଗୀତ ଓ ସଙ୍ଗୀତ

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏବଂ ରବି ନାରାୟଣ ନନ୍ଦ ଥିଲେ ।

ଗୀତ

  1. ଏଇକି ସେ ପ୍ରେମ
  2. କିଏ ଛୁଇଁଲା
  3. ପଁ ପଁ ପଁ
  4. ଟାର୍ଗେଟ୍
  5. ଟେନସନ୍ କାଇଁ ଲେବୁ
  6. ତୁମେ ମୋ ନୟନ ତାରା

ଆଧାର

  1. ୧.୦ ୧.୧ "Target oriya movie mahurat". Incredible Odisha. Retrieved 23 August 2016.
  2. "Amlan's debut released allover odisha". Odia Live. 12 April 2013. Retrieved 23 August 2016.

ବାହାର ଆଧାର