"ଉପେନ୍ଦ୍ର କିଶୋର ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Satya Sarangi (ଆଲୋଚନା | ଅବଦାନ) No edit summary |
Hellohappy (ଆଲୋଚନା | ଅବଦାନ) ଆଧାର, ତଥ୍ୟପେଟି, ସଜାଣି |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Unreferenced}} |
{{Unreferenced}} |
||
{{ଛୋଟ|Barendra Krushna Dhal}} |
|||
{{Infobox person |
|||
| name = ଉପେନ୍ଦ୍ର କିଶୋର ଦାସ |
|||
| image = |
|||
| image_size = 250px |
|||
| alt = |
|||
| caption = |
|||
| birth_name = |
|||
| birth_date = {{Birth date|df=yes|1901|02|21}} |
|||
| birth_place = କୁମୁଡା ଜୟପୁର, [[କଟକ ଜିଲ୍ଲା|କଟକ]] |
|||
| death_date = {{Death date and age|df=yes|1972|04|20|1901|02|21}}<ref>{{cite book|title=The Indian P.E.N.|url=http://books.google.com/books?id=Sr9jAAAAMAAJ|year=1972|publisher=P.E.N. All-India Centre.}}</ref> |
|||
| death_place = |
|||
| death_cause = |
|||
| body_discovered = |
|||
| resting_place = |
|||
| resting_place_coordinates = |
|||
| monuments = |
|||
| residence = |
|||
| nationality = ଭାରତୀୟ |
|||
| other_names = |
|||
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]] |
|||
| citizenship = [[ଭାରତ|ଭାରତୀୟ]] |
|||
| education = |
|||
| alma_mater = |
|||
| occupation = ସାହିତ୍ୟିକ |
|||
| years_active = |
|||
| employer = |
|||
| organization = |
|||
| agent = |
|||
| known_for = |
|||
| notable_works = |
|||
| style = |
|||
| home_town = |
|||
| spouse = |
|||
| partner = |
|||
| children = |
|||
| parents = ରାଜକିଶୋର ଦାସ |
|||
| relatives = |
|||
| callsign = |
|||
| awards = |
|||
| signature = |
|||
| signature_alt = |
|||
| signature_size = |
|||
| module = |
|||
| module2 = |
|||
| module3 = |
|||
| module4 = |
|||
| module5 = |
|||
| module6 = |
|||
| website = |
|||
| footnotes = |
|||
}} |
|||
'''ଉପେନ୍ଦ୍ର କିଶୋର ଦାସ''' ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା |
'''ଉପେନ୍ଦ୍ର କିଶୋର ଦାସ''' ଜଣେ ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ । ସେ ୧୯୦୧ ମସିହା ଫେବୃୟାରୀ ୨୧ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୭୨ ଅପ୍ରେଲ ୨୦ରେ ମୃତ୍ୟୁ ବରଣ କରିଥିଲେ ।<ref name="Datta1987">{{cite book|author=Amaresh Datta|title=Encyclopaedia of Indian Literature: A-Devo|url=http://books.google.com/books?id=ObFCT5_taSgC&pg=PA880|year=1987|publisher=Sahitya Akademi|isbn=978-81-260-1803-1|pages=880–}}</ref> |
||
== ଜୀବନୀ == |
== ଜୀବନୀ == |
||
ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ |
ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର । 'ଭୀମାଭୂୟାଁ' ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସଙ୍କର ସେ ପୋଷ୍ୟପୁତ୍ର। । [[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜରେ]] ଅଧ୍ୟୟନ କାଳରେ ସେ [[ମହାତ୍ମା ଗାନ୍ଧୀ|ମହାତ୍ମା ଗାନ୍ଧୀଙ୍କ]] [[ଅସହଯୋଗ ଆନ୍ଦୋଳନ|ଅସହଯୋଗ ଆନ୍ଦୋଳନରେ]] (୧୯୨୧) ଯୋଗ ଦେଇଥିଲେ । ଫଳରେ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡିଥିଲା । ଅବଶିଷ୍ଟ ଜୀବନ ସେ ଦେଶସେବା ଓ ସାହିତ୍ୟ ସାଧନାରେ ଅତିବାହିତ କରିଥିଲେ । ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ । |
||
'ମଲାଜହ୍ନ'’ ( |
'ମଲାଜହ୍ନ'’ (୧୯୨୨) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ।<ref>http://odisha.gov.in/e-magazine/Orissareview/2014/mar/engpdf/19-23.pdf</ref> ଏହା ତାଙ୍କର ଏକମାତ୍ର ଉପନ୍ୟାସ । ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ । ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି । ସମାଜ କେବଳ ବାହାର ଦେଖେ । ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ । ସତୀ ତାହାହିଁ ଦେଖାଇଛି ।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬) |
||
ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ |
ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ ହୋଇଛି । ସିନେମାର ନାମ ମଧ୍ୟ [[ମଲାଜହ୍ନ]] ।<ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=http://books.google.com/books?id=QwGgF-rDucEC&pg=PT141|date=17 April 2013|publisher=Routledge|isbn=978-1-136-77291-7|pages=141–}}</ref> |
||
== ଆଧାର == |
|||
{{ଆଧାର}} |
{{ଆଧାର}} |
||
== ଅଧିକ ତଥ୍ୟ == |
|||
* {{imdb name|4234573}} |
୧୦:୨୧, ୨୨ ଅଗଷ୍ଟ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ଉପେନ୍ଦ୍ର କିଶୋର ଦାସ | |
---|---|
ଜନ୍ମ | କୁମୁଡା ଜୟପୁର, କଟକ | ୨୧ ଫେବୃଆରୀ ୧୯୦୧
ମୃତ୍ୟୁ | ୨୦ ଅପ୍ରେଲ ୧୯୭୨[୧] | (ବୟସ ୭୧)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି | ସାହିତ୍ୟିକ |
ପିତାମାତା | ରାଜକିଶୋର ଦାସ |
ଉପେନ୍ଦ୍ର କିଶୋର ଦାସ ଜଣେ ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ । ସେ ୧୯୦୧ ମସିହା ଫେବୃୟାରୀ ୨୧ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୭୨ ଅପ୍ରେଲ ୨୦ରେ ମୃତ୍ୟୁ ବରଣ କରିଥିଲେ ।[୨]
ଜୀବନୀ
ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର । 'ଭୀମାଭୂୟାଁ' ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସଙ୍କର ସେ ପୋଷ୍ୟପୁତ୍ର। । ରେଭେନ୍ସା କଲେଜରେ ଅଧ୍ୟୟନ କାଳରେ ସେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ (୧୯୨୧) ଯୋଗ ଦେଇଥିଲେ । ଫଳରେ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡିଥିଲା । ଅବଶିଷ୍ଟ ଜୀବନ ସେ ଦେଶସେବା ଓ ସାହିତ୍ୟ ସାଧନାରେ ଅତିବାହିତ କରିଥିଲେ । ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା । ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ ।
'ମଲାଜହ୍ନ'’ (୧୯୨୨) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ।[୩] ଏହା ତାଙ୍କର ଏକମାତ୍ର ଉପନ୍ୟାସ । ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ । ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି । ସମାଜ କେବଳ ବାହାର ଦେଖେ । ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ । ସତୀ ତାହାହିଁ ଦେଖାଇଛି ।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬)
ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ ହୋଇଛି । ସିନେମାର ନାମ ମଧ୍ୟ ମଲାଜହ୍ନ ।[୪]
ଆଧାର
- ↑ The Indian P.E.N. P.E.N. All-India Centre. 1972.
- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 880–. ISBN 978-81-260-1803-1.
- ↑ http://odisha.gov.in/e-magazine/Orissareview/2014/mar/engpdf/19-23.pdf
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 141–. ISBN 978-1-136-77291-7.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ଉପେନ୍ଦ୍ର କିଶୋର ଦାସ