"ସ୍ୱପ୍ନ ସାଗର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Removing from ଓଡ଼ିଆ ସିନେମା ଜଗତ |
ଟିକେ Bot: Removing from ଓଡ଼ିଆ ସିନେମା |
||
୬୩ କ ଧାଡ଼ି: | ୬୩ କ ଧାଡ଼ି: | ||
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା--> |
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା--> |
||
[[ଶ୍ରେଣୀ:ଓଡ଼ିଆ ସିନେମା]] |
|||
[[ଶ୍ରେଣୀ:୧୯୮୩ର ଓଡ଼ିଆ କଥାଚିତ୍ର]] |
[[ଶ୍ରେଣୀ:୧୯୮୩ର ଓଡ଼ିଆ କଥାଚିତ୍ର]] |
୨୦:୩୧, ୧ ଜୁଲାଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ସ୍ଵପ୍ନ ସାଗର | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
ପ୍ରଯୋଜକ | ପ୍ରଶାନ୍ତ ନନ୍ଦ |
ସଂଳାପ | ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଅନିତା ଦାସ, ହେମନ୍ତ ଦାସ, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଭାନୁ କୁମାର |
ମୁକ୍ତିଲାଭ ତାରିଖ | ୧୯୮୩ |
ସ୍ଵପ୍ନ ସାଗର (English: Swapna Sagara) ଏକ ଓଡ଼ିଆ ଚଳଚ୍ଚିତ୍ର । ଏହା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓ ୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା । ପ୍ରଶାନ୍ତ ନନ୍ଦ ଏହାର ପ୍ରଯୋଜନା, ନିର୍ଦ୍ଦେଶନା, କାହାଣୀ ରଚନା କରିଥିବା ବେଳେ ଓ ଚିତ୍ରନାଟ୍ୟ ଓ ସଂଗୀତ ସଂଯୋଜନା ଅକ୍ଷୟ ମହାନ୍ତି କରିଥିଲେ । ଓଡ଼ିଆ ସିନେମା ଇତିହାସରେ ଏହା ପ୍ରଥମ ଓଡ଼ିଆ ୭୦ ଏମ.ଏମ. ଚଳଚ୍ଚିତ୍ର ।[୧]
ଅଭିନୟରେ
ଓଡ଼ିଆଚଳଚ୍ଚିତ୍ର ‘ସ୍ଵପ୍ନ ସାଗର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ପ୍ରଶାନ୍ତ ନନ୍ଦ
- ଶ୍ରୀରାମ ପଣ୍ଡା
- ଅନିତା ଦାସ
- ଧୀର ବିଶ୍ଵାଳ
- ହେମନ୍ତ ଦାସ
- ବିଜୟ ମହାନ୍ତି
- ପ୍ରଶାନ୍ତ ନନ୍ଦ
- ମହାଶ୍ୱେତା ରାୟ
- ଜୟୀରାମ ସାମଲ
- ଦୁଃଖୀରାମ ସ୍ଵାଇଁ
- ପୀର ମିଶ୍ର
- ଶ୍ୟାମଳେନ୍ଦୁ
ଗୀତ
- ଚିଠି ମୋର ଟିକି ଚଢେଇ
- ସେଇ ଦୀପ ଅଛି, ସେଇ ଫୁଲ ଅଛି
- ଏଇ ପାଣିରେ ପାଣିରେ
- ବାଟୋଇ ଭାଇ
- ଶୀକାରି ଶିକାରି
ଆଧାର
- ↑ "Orissa Cinema :: History of Orissa Cinema, Chronology of Orissa Films". orissacinema.com. Retrieved 2009-02-27.
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ୱପ୍ନ ସାଗର
ଆହୁରି ଦେଖନ୍ତୁ