"ପ୍ରଶାନ୍ତ ମହାସାଗର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧ କ ଧାଡ଼ି: ୧ କ ଧାଡ଼ି:
'''ପ୍ରଶାନ୍ତ ମହାସାଗର''' ('''Pacific Ocean''') ପୃଥିବୀର ବୃହତ୍ତମ ଓ ଗଭୀରତମ [[ମହାସାଗର]] । ଏହାର ପଶ୍ଚିମରେ [[ଏସିଆ]] ଓ [[ଅଷ୍ଟ୍ରେଲିଆ]] [[ମହାଦେଶ]] ରହିଅଛି । ପୂର୍ବରେ [[ଉତ୍ତର ଆମେରିକା]] ଓ [[ଦକ୍ଷିଣ ଆମେରିକା]] ଅଛି । ଏହାର ଦକ୍ଷିଣରେ [[ଦକ୍ଷିଣ ମହାସାଗର]] ([[Antarctic Ocean]]) ତ‌ଥା [[ଆଣ୍ଟାର୍କଟିକା ମହାଦେଶ]] ଏବଂ ଉତ୍ତରରେ [[ଉତ୍ତର ମହାସାଗର]] ([[Arctic Ocean]]) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି [[ମହାସାଗର]]ରେ [[ଗୁଆମ]] ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ [[ମ୍ୟାରିଆନା ଖାତ]] ([[Mariana Trench]]) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନ‌ଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:
'''ପ୍ରଶାନ୍ତ ମହାସାଗର''' ('''Pacific Ocean''') ପୃଥିବୀର ବୃହତ୍ତମ ଓ ଗଭୀରତମ [[ମହାସାଗର]] । ଏହାର ପଶ୍ଚିମରେ [[ଏସିଆ]] ଓ [[ଅଷ୍ଟ୍ରେଲିଆ]] [[ମହାଦେଶ]] ରହିଅଛି । ପୂର୍ବରେ [[ଉତ୍ତର ଆମେରିକା]] ଓ [[ଦକ୍ଷିଣ ଆମେରିକା]] ଅଛି । ଏହାର ଦକ୍ଷିଣରେ [[ଦକ୍ଷିଣ ମହାସାଗର]] ([[Antarctic Ocean]]<ref>{{cite web|last=How many oceans are there|first=Oceans|title=ଦକ୍ଷିଣ ମହାସାଗର|url=http://oceanservice.noaa.gov/facts/howmanyoceans.html}}</ref> ) ତ‌ଥା [[ଆଣ୍ଟାର୍କଟିକା ମହାଦେଶ]] ଏବଂ ଉତ୍ତରରେ [[ଉତ୍ତର ମହାସାଗର]] ([[Arctic Ocean]]) ରହିଛି ।<ref>{{cite book|last=ପ୍ରଥମ ଭାଗ|first=ଭୂଗୋଳ ଓ ଅର୍ଥନୀତି|title=ବାରିମଣ୍ଡଳ (Hydrosphere)|publisher=ମାଧ୍ୟମିକ ଶିକ୍ଷା ପରିଷଦ|location=ଓଡ଼ିଶା}}</ref> ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି [[ମହାସାଗର]]ରେ [[ଗୁଆମ]] ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ [[ମ୍ୟାରିଆନା ଖାତ]] ([[Mariana Trench]]) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନ‌ଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:
:* [[ଆଲ୍ୟୁସିଆନ୍]] ଦ୍ୱୀପପୁଞ୍ଜ
:* [[ଆଲ୍ୟୁସିଆନ୍]] ଦ୍ୱୀପପୁଞ୍ଜ
:* [[ଜାପାନ]]<ref>{{cite web|last=The country of Japan|first=Japanese Archeology|title=ଜାପାନ ଦ୍ୱୀପ‌ପୁଞ୍ଜ|url=https://en.wikipedia.org/wiki/Japanese_archipelago}}</ref>
:* [[ଜାପାନ]]
:* [[ନିଉଜିଲାଣ୍ଡ]]
:* [[ନିଉଜିଲାଣ୍ଡ]]
:* [[ଫିଲିପାଇନ୍‌ସ୍]]
:* [[ଫିଲିପାଇନ୍‌ସ୍]]

୦୮:୩୦, ୨୯ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ପ୍ରଶାନ୍ତ ମହାସାଗର (Pacific Ocean) ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆଅଷ୍ଟ୍ରେଲିଆ ମହାଦେଶ ରହିଅଛି । ପୂର୍ବରେ ଉତ୍ତର ଆମେରିକାଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର (Antarctic Ocean[୧] ) ତ‌ଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର (Arctic Ocean) ରହିଛି ।[୨] ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ (Mariana Trench) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନ‌ଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:

  1. How many oceans are there, Oceans. "ଦକ୍ଷିଣ ମହାସାଗର".
  2. ପ୍ରଥମ ଭାଗ, ଭୂଗୋଳ ଓ ଅର୍ଥନୀତି. ବାରିମଣ୍ଡଳ (Hydrosphere). ଓଡ଼ିଶା: ମାଧ୍ୟମିକ ଶିକ୍ଷା ପରିଷଦ.
  3. The country of Japan, Japanese Archeology. "ଜାପାନ ଦ୍ୱୀପ‌ପୁଞ୍ଜ".