"ପ୍ରଶାନ୍ତ ମହାସାଗର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Rajmishra757 (ଆଲୋଚନା | ଅବଦାନ) "'''ପ୍ରଶାନ୍ତ ମହାସାଗର''' ('''Pacific Ocean''') ପୃଥିବୀର ବୃହତ୍ତମ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
Rajmishra757 (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
'''ପ୍ରଶାନ୍ତ ମହାସାଗର''' ('''Pacific Ocean''') ପୃଥିବୀର ବୃହତ୍ତମ ଓ ଗଭୀରତମ [[ମହାସାଗର]] । ଏହାର ପଶ୍ଚିମରେ [[ଏସିଆ]] ଓ [[ଅଷ୍ଟ୍ରେଲିଆ]] [[ମହାଦେଶ]] ରହିଅଛି । ପୂର୍ବରେ [[ଉତ୍ତର ଆମେରିକା]] ଓ [[ଦକ୍ଷିଣ ଆମେରିକା]] ଅଛି । ଏହାର ଦକ୍ଷିଣରେ [[ଦକ୍ଷିଣ ମହାସାଗର]] ([[ |
'''ପ୍ରଶାନ୍ତ ମହାସାଗର''' ('''Pacific Ocean''') ପୃଥିବୀର ବୃହତ୍ତମ ଓ ଗଭୀରତମ [[ମହାସାଗର]] । ଏହାର ପଶ୍ଚିମରେ [[ଏସିଆ]] ଓ [[ଅଷ୍ଟ୍ରେଲିଆ]] [[ମହାଦେଶ]] ରହିଅଛି । ପୂର୍ବରେ [[ଉତ୍ତର ଆମେରିକା]] ଓ [[ଦକ୍ଷିଣ ଆମେରିକା]] ଅଛି । ଏହାର ଦକ୍ଷିଣରେ [[ଦକ୍ଷିଣ ମହାସାଗର]] ([[Antarctic Ocean]]) ତଥା [[ଆଣ୍ଟାର୍କଟିକା ମହାଦେଶ]] ଏବଂ ଉତ୍ତରରେ [[ଉତ୍ତର ମହାସାଗର]] ([[Arctic Ocean]]) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି [[ମହାସାଗର]]ରେ [[ଗୁଆମ]] ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ [[ମ୍ୟାରିଆନା ଖାତ]] ([[Mariana Trench]]) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି: |
||
:* [[ଆଲ୍ୟୁସିଆନ୍]] ଦ୍ୱୀପପୁଞ୍ଜ |
:* [[ଆଲ୍ୟୁସିଆନ୍]] ଦ୍ୱୀପପୁଞ୍ଜ |
||
:* [[ଜାପାନ]] |
:* [[ଜାପାନ]] |
୦୮:୨୪, ୨୯ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ପ୍ରଶାନ୍ତ ମହାସାଗର (Pacific Ocean) ପୃଥିବୀର ବୃହତ୍ତମ ଓ ଗଭୀରତମ ମହାସାଗର । ଏହାର ପଶ୍ଚିମରେ ଏସିଆ ଓ ଅଷ୍ଟ୍ରେଲିଆ ମହାଦେଶ ରହିଅଛି । ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅଛି । ଏହାର ଦକ୍ଷିଣରେ ଦକ୍ଷିଣ ମହାସାଗର (Antarctic Ocean) ତଥା ଆଣ୍ଟାର୍କଟିକା ମହାଦେଶ ଏବଂ ଉତ୍ତରରେ ଉତ୍ତର ମହାସାଗର (Arctic Ocean) ରହିଛି । ପୃଥିବୀ ପୃଷ୍ଠର କ୍ଷେତ୍ରଫଳର ପ୍ରାୟ ଏକ ତୃତୀୟାଂଶ ଏହାର ଅନ୍ତର୍ଗତ । ଏହାର ହାରାହାରି ଗଭୀରତା ପ୍ରାୟ ୩୯୪୦ ମିଟର । ଏହି ମହାସାଗରରେ ଗୁଆମ ଦ୍ୱୀପ ନିକଟରେ ପୃଥିବୀର ଗଭୀରତମ ମ୍ୟାରିଆନା ଖାତ (Mariana Trench) ଅବସ୍ଥିତ । ଏହି ଖାତର ଗଭୀରତା ୧୧୦୩୫ ମିଟର । ପ୍ରଶାନ୍ତ ମହାସାଗରରେ (Pacific Ocean) ଛୋଟ ବଡ଼ ଅନେକଗୁଡ଼ିଏ ଦ୍ୱୀପ ରହିଛି । ଏମାନଙ୍କ ମଧ୍ୟରୁ ମୁଖ୍ୟ ଦ୍ୱୀପଗୁଡ଼ିକ ହେଉଛି:
- ଆଲ୍ୟୁସିଆନ୍ ଦ୍ୱୀପପୁଞ୍ଜ
- ଜାପାନ
- ନିଉଜିଲାଣ୍ଡ
- ଫିଲିପାଇନ୍ସ୍
- ଇଣ୍ଡିନେସିଆ