"ମାର୍ଗଶିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Maargasheersha}}
{{ଛୋଟ|Maargasheersha}}


ମୃଗଶୀରା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡୁଥିବା [[ମାସ|ଚାନ୍ଦ୍ରମାସକୁ]] 'ମାର୍ଗଶିର' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[କାର୍ତ୍ତିକ]] ଓ ପରବର୍ତ୍ତୀ ମାସ [[ପୌଷ]] । ମାର୍ଗଶିର ଓ ଏହାର ପରବର୍ତ୍ତୀ ମାସ ପୌଷ ହେମନ୍ତ ଋତୁ ।
ମୃଗଶୀରା ନକ୍ଷତ୍ର ଯୁକ୍ତ [[ପୂର୍ଣ୍ଣିମା]] ପଡୁଥିବା [[ମାସ|ଚାନ୍ଦ୍ରମାସକୁ]] '''ମାର୍ଗଶିର''' ବା '''ମଗୁଶିର''' ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ [[କାର୍ତ୍ତିକ]] ଓ ପରବର୍ତ୍ତୀ ମାସ [[ପୌଷ]] । ମାର୍ଗଶିର ଓ ଏହାର ପରବର୍ତ୍ତୀ ମାସ ପୌଷ ହେମନ୍ତ ଋତୁ ।


== ପର୍ବପର୍ବାଣୀ ==
== ପର୍ବପର୍ବାଣୀ ==

୦୮:୫୩, ୪ ମଇ ୨୦୧୬ ଅନୁସାରେ କରାଯାଇଥିବା ବଦଳ


ମୃଗଶୀରା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ ମାର୍ଗଶିର ବା ମଗୁଶିର ମାସ କୁହାଯାଏ । ଏହାର ପୂର୍ବବର୍ତ୍ତୀ ମାସ କାର୍ତ୍ତିକ ଓ ପରବର୍ତ୍ତୀ ମାସ ପୌଷ । ମାର୍ଗଶିର ଓ ଏହାର ପରବର୍ତ୍ତୀ ମାସ ପୌଷ ହେମନ୍ତ ଋତୁ ।

ପର୍ବପର୍ବାଣୀ

ଆଧାର