"ସବ୍ୟସାଚୀ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ →‎ଅଧିକ ତଥ୍ୟ: DEFAULTSORT replacement, replaced: {{DEFAULTSORT: → {{Hide text|
୪୭ କ ଧାଡ଼ି: ୪୭ କ ଧାଡ଼ି:


{{ଅଧାଗଢା}}
{{ଅଧାଗଢା}}

{{Hide text|Mishra, Sabyasachi}}


{{Persondata <!-- Metadata: see [[Wikipedia:Persondata]]. -->
{{Persondata <!-- Metadata: see [[Wikipedia:Persondata]]. -->
୫୭ କ ଧାଡ଼ି: ୫୯ କ ଧାଡ଼ି:
| PLACE OF DEATH =
| PLACE OF DEATH =
}}
}}
{{DEFAULTSORT:Mishra, Sabyasachi}}
[[ଶ୍ରେଣୀ:୧୯୮୪ ଜନ୍ମ]]
[[ଶ୍ରେଣୀ:୧୯୮୪ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]

୧୮:୦୮, ୨୨ ଅପ୍ରେଲ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ସବ୍ୟସାଚୀ ମିଶ୍ର
ଜନ୍ମ (1984-10-06) ୬ ଅକ୍ଟୋବର ୧୯୮୪ (ବୟସ ୩୯)
ଜାତୀୟତା ଭାରତୀୟ
ବୃତ୍ତିଓଡ଼ିଆ କଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ2002–2007 As an Album Actor
2007-Present as an Film Hero
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା
ଉଚ୍ଚତା5 ft 11 in (1.80 m)
ପିତାମାତା(s)Surendra Prasad Mishra, IAS
Dr Susama Mishra, Writer

ସବ୍ୟସାଚୀ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ।

ପ୍ରାରମ୍ଭିକ ଜୀବନ

ସବ୍ୟସାଚୀ ଓଡ଼ିଶାର ଭୁବନେଶ୍ଵର ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । [୧]

ସିନେମା ଜୀବନ

୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[୨] ବର୍ତ୍ତମାନ ସୁଦ୍ଧା ୨୧ଟି ଓଡ଼ିଆ କଥାଚିତ୍ର ରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଛାତିରେ ଲେଖିଛି ତୋରି ନାଁ ୨୦୧୧ ସଞ୍ଜୟ ନାୟକ
ଡ୍ରିମ୍ ଗାର୍ଲ ୨୦୦୯ ଅଶୋକ ପତି
ମୁଁ ସପନ ର ସୌଦାଗର ୨୦୦୮ ସଞ୍ଜୟ ନାୟକ
ପାଗଳ ପ୍ରେମୀ ୨୦୦୭ ହର ପଟ୍ଟନାୟକ

ପୁରସ୍କାର

ଆଧାର

  1. incredibleorissa.com
  2. Sampad, Shilpi (2012). "Hara conquers cancer, directs life". telegraphindia.com. Retrieved 21 January 2013. Actor Sabyasachi, who was inducted into the Odia moviedom by Patnaik in Pagala Premi in 2007

ଅଧିକ ତଥ୍ୟ