"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ରେଜିଆ ସୁଲତାନ ପ୍ରସଙ୍ଗରେ ସମ୍ପାଦନା କରନ୍ତୁ , ଅଯଥା ସମୟ ନଷ୍ଟ ନ ହେଉ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Razia Sultana}}
#ଲେଉଟାଣି [[ରେଜିଆ ସୁଲତାନ]]
{{Infobox monarch
|Name=ରଜିୟା ସୁଲତାନ
|title=ଦିଲ୍ଲୀ ର ସୁଲତାନ
|image= [[File:Tomb of Razia Begum.JPG|thumb|]]
| caption = ରଜିୟା ସୁଲତାନଙ୍କ ସମାଧି/କବର ,<br />
ମୋହଲ୍ଲା ବୁଲବୁଲୀ ଖାନ , ତୁର୍କମାନ ଗେଟ , ଦିଲ୍ଲୀ<ref>[http://www.thehindu.com/features/friday-review/history-and-culture/a-forgotten-tomb/article5007006.ece अ फ़ॉर्गॉट्टन टॉम्ब], [[द हिन्दू]], ९ अगस्त, २०१३। अभिगमन तिथि: ३ मार्च, २०१५</ref><ref>[http://www.delhiinformation.in/tourism/tombs/raziasultanstomb.html देल्हीइन्फ़ॉर्मेशन.इन] ରଜିୟା ସୁଲତାନ୍ସ ଟାଂମ୍ବ । ଅଭିଗମନ ତିଥି : ୩ ମାର୍ଚ୍ଚ , ୨୦୧୫</ref>
|reign= ୧୦ ନଭେମ୍ୱର, ୧୨୩୬ – ୧୩ ଅକ୍ଟୋବର, ୧୨୪୦
|coronation= ୧୦ ନଭେମ୍ବର ୧୨୩୬
|predecessor= [[ରୂକୁନୁ୍ଦ୍ଦୀନ ଫିରୋଜଶାହା]]
|successor= [[ମୁଈଜୁ୍ଦ୍ଦୀନ ବହରାମଶାହା]]
|spouse= ରଖତିଆର ଉଦ୍ ଦିନ ମିରଜା ଆଲତୁନିଆ
|issue= ଜୁବୃଦିନ ମିର୍ଜା ରଶିଲ (୧୨୩୭-୧୨୩୮)_ପୋଷ୍ୟ ପୁତ୍ର
|royal house=[[ଗୁଲାମ ବଂଶ (ଦିଲ୍ଲୀ)]]
|father= ସସ୍ମ-ଉଦ-ଦିନ ଇଲତୁତମିଶ
|mother= କୁତୁବ ବେଗମ
|religion= ଇସ୍ଲାମୀ
|birth_date= ୧୨୦୫
|birth_place=[[ଦିଲ୍ଲୀ]]
|death_date= ୧୩ ଅକ୍ଟୋବର, ୧୨୪୦
|death_place= କୈଥଳ , [[ଦିଲ୍ଲୀ]] - ହରିୟାଣା
|place of burial= ମୋହଲ୍ଲା ବୁଲବୁଲୀ ଖାନ, ତୁର୍କମାନ ଗେଟ୍, [[ଦିଲ୍ଲୀ]]
}}

''ରଜିୟା ଅଲ-ଦିନ'' (୧୨୦୫-୧୨୪୦)रज़िया अल-दिन(१२०५-१२४०) ([[ଫରାସୀ ଭାଷା|ଫରାସୀ]] / [[ଉର୍ଦ୍ଧୁ ଭାଷା|ଉର୍ଦ୍ଧୁ]] : '''رضیہ سلطانہ''') ,
ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :'''جلالۃ الدین رضیہ'''), ଇତିହାସରେ ଯେପରି ସମାନ୍ୟତଃ ''ରଜିୟା ସୁଲତାନ'' କିମ୍ବା ''ରଜିୟା ସୁଲତାନା'' ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ''ଇଲତୁତମିଶ''ଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ [[ରାଜକୁମାରୀ]]ଙ୍କ ପରି ସେନାଙ୍କର ନେତୃତ୍ବ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।<ref name="herstory">[http://www.crescentlife.com/thisthat/feminist%20muslims/razia.htm ग्लोरिया स्टीनिम (परिचय), ''हर स्टोरी: वुमेन हू चेन्ज्ड द वर्ल्ड,'' eds. डेबोरह जी. ओह्र्न एण्ड रुथ ऐश्बाय, वाइकिंग, (१९९५) पृ०. 34-36. ISBN 978-0sex670854349]</ref> ରଜିୟା ସୁଲତାନ ମୁସଲିମ ଏବଂ [[ତୁର୍କୀ ଇତିହାସ]]ର ପ୍ରଥମ ମହିଳା ଶାସକ ଥିଲେ ।

==ଶାସକର ଭୂମିକା==

୧୬:୫୫, ୭ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ରଜିୟା ସୁଲତାନ
ଦିଲ୍ଲୀ ର ସୁଲତାନ
[[File:
|frameless|alt=]]
ରଜିୟା ସୁଲତାନଙ୍କ ସମାଧି/କବର ,
ମୋହଲ୍ଲା ବୁଲବୁଲୀ ଖାନ , ତୁର୍କମାନ ଗେଟ , ଦିଲ୍ଲୀ[୧][୨]
ଶାସନ କାଳ୧୦ ନଭେମ୍ୱର, ୧୨୩୬ – ୧୩ ଅକ୍ଟୋବର, ୧୨୪୦
ରାଜ୍ୟାଭିଷେକ୧୦ ନଭେମ୍ବର ୧୨୩୬
ଜନ୍ମ୧୨୦୫
ଜନ୍ମସ୍ଥାନଦିଲ୍ଲୀ
ମୃତ୍ୟୁ୧୩ ଅକ୍ଟୋବର, ୧୨୪୦
ମୃତ୍ୟୁସ୍ଥାନକୈଥଳ , ଦିଲ୍ଲୀ - ହରିୟାଣା
Buriedମୋହଲ୍ଲା ବୁଲବୁଲୀ ଖାନ, ତୁର୍କମାନ ଗେଟ୍, ଦିଲ୍ଲୀ
ପୂର୍ବାଧିକାରୀରୂକୁନୁ୍ଦ୍ଦୀନ ଫିରୋଜଶାହା
ଉତ୍ତରାଧିକାରୀମୁଈଜୁ୍ଦ୍ଦୀନ ବହରାମଶାହା
Consort toରଖତିଆର ଉଦ୍ ଦିନ ମିରଜା ଆଲତୁନିଆ
Offspringଜୁବୃଦିନ ମିର୍ଜା ରଶିଲ (୧୨୩୭-୧୨୩୮)_ପୋଷ୍ୟ ପୁତ୍ର
ରାଜବଂଶଗୁଲାମ ବଂଶ (ଦିଲ୍ଲୀ)
ପିତାସସ୍ମ-ଉଦ-ଦିନ ଇଲତୁତମିଶ
ମାତାକୁତୁବ ବେଗମ
ଧର୍ମଇସ୍ଲାମୀ

ରଜିୟା ଅଲ-ଦିନ (୧୨୦୫-୧୨୪୦)रज़िया अल-दिन(१२०५-१२४०) (ଫରାସୀ / ଉର୍ଦ୍ଧୁ : رضیہ سلطانہ) , ପ୍ରକୃତ ନାମ "ଜଲାଁଲାତ ଉଦ-ଦିନ ରଜିୟାଁ" (ଫରାସୀ / ଉର୍ଦ୍ଧୁ :جلالۃ الدین رضیہ), ଇତିହାସରେ ଯେପରି ସମାନ୍ୟତଃ ରଜିୟା ସୁଲତାନ କିମ୍ବା ରଜିୟା ସୁଲତାନା ନାମରେ ଜଣାଯାଉଥିଲା । ସେ ଦିଲ୍ଲୀ ସଲତନତର ସୁଲତାନ ଥିଲେ । ରଜିୟା ୧୨୩୬ ରୁ ୧୨୪୦ ପର୍ଯ୍ୟନ୍ତ ଦିଲ୍ଲୀ ସଲତନତରେ ଶାସନ କରିଥିଲେ । ସେ ଇଲତୁତମିଶଙ୍କ ପୁତ୍ରୀ ଥିଲେ । ତୁର୍କୀ ମୂଳର ରଜିୟାଙ୍କୁ ଅନ୍ୟ ମୁସଲିମ ରାଜକୁମାରୀଙ୍କ ପରି ସେନାଙ୍କର ନେତୃତ୍ବ ତଥା ପ୍ରଶାସନର କାର୍ଯ୍ୟରେ ଅଭ୍ୟାସ କରାଯାଇଥିଲା , ଯାହାଫଳରେ କି ଦରକାର ପଡିଲେ ତାହାର ବ୍ୟବହାର କରାଯାଇପାରେ ।[୩] ରଜିୟା ସୁଲତାନ ମୁସଲିମ ଏବଂ ତୁର୍କୀ ଇତିହାସର ପ୍ରଥମ ମହିଳା ଶାସକ ଥିଲେ ।

ଶାସକର ଭୂମିକା

  1. अ फ़ॉर्गॉट्टन टॉम्ब, द हिन्दू, ९ अगस्त, २०१३। अभिगमन तिथि: ३ मार्च, २०१५
  2. देल्हीइन्फ़ॉर्मेशन.इन ରଜିୟା ସୁଲତାନ୍ସ ଟାଂମ୍ବ । ଅଭିଗମନ ତିଥି : ୩ ମାର୍ଚ୍ଚ , ୨୦୧୫
  3. ग्लोरिया स्टीनिम (परिचय), हर स्टोरी: वुमेन हू चेन्ज्ड द वर्ल्ड, eds. डेबोरह जी. ओह्र्न एण्ड रुथ ऐश्बाय, वाइकिंग, (१९९५) पृ०. 34-36. ISBN 978-0sex670854349