"ସମ୍ବଲପୁରୀ ନାଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ clean up, replaced: ମାନେ → ମାନେ using AWB
୮ କ ଧାଡ଼ି: ୮ କ ଧାଡ଼ି:
{{ଓଡ଼ିଶା ପ୍ରସଙ୍ଗ}}
{{ଓଡ଼ିଶା ପ୍ରସଙ୍ଗ}}


[[ଶ୍ରେଣୀ:ନାଚ]]
[[ଶ୍ରେଣୀ:ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ]]
[[ଶ୍ରେଣୀ:ନୃତ୍ୟ]]
[[ଶ୍ରେଣୀ:ନୃତ୍ୟ]]

୧୦:୪୮, ୧ ଫେବୃଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଆଇ.ଆଇ.ଟି. ଖଡ଼ଗପୁରରେ ଉତ୍କଳ ଦିବସ ୨୦୧୨ ରେ ହୋଇଥିବା ନୃତ୍ୟ

ସମ୍ବଲପୁରୀ ନାଚ ମୁଖ୍ୟତ ଓଡ଼ିଶାର ପଶ୍ଚିମାଞ୍ଚଳରେ ଆଦୃତ ଏକ ଲୋକ ନୃତ୍ୟ । ସେହି ଅଞ୍ଚଳରେ ବାସ କରୁଥିବା ଆଦିବାସୀ ତଥା ଅନ୍ୟ ସମ୍ପ୍ରଦାୟର ଲୋକମାନେ ପୂଜା ପାର୍ବଣ ଓ ଅନ୍ୟ ମେଳା ମଉଛବରେ ଏହି ନାଚ କରିଥାନ୍ତି । ବିଶେଷ ଭାବେ ଏହି ନାଚ ଶୈଳୀରେ ଦେହ ଓ ମୁଖର ବିଭିନ୍ନ ଭଙ୍ଗୀ ଉପରେ ଗୁରୁତ୍ୱ ଦିଆ ହୋଇଥାଏ । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନେ ସାଧାରଣତ ଜହ୍ନରାତିରେ ମୁକ୍ତଭାବେ ଏହା ପ୍ରଦର୍ଶନ କରିଥାନ୍ତି । [୧]

ଆଧାର