"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
୯ କ ଧାଡ଼ି: ୯ କ ଧାଡ଼ି:
| death_date = <!--{{death date and age|df=yes|2075|2|23|1946|10|16}}-->
| death_date = <!--{{death date and age|df=yes|2075|2|23|1946|10|16}}-->
| death_place =
| death_place =
| constituency = [[ହିଞ୍ଜିଳି (ବିଧାନସଭା ନିର୍ବାଚନମଣ୍ଡଳୀ)|ହିଞ୍ଜିଳି]]<ref>{{cite web |url= http://indiatoday.intoday.in/story/Naveen+Patnaik+wins+from+Hinjili+in+Orissa/1/42348.html |title=Naveen Patnaik wins from Hinjili in Orissa : Orissa, News - India Today |first= |last=|work=indiatoday.intoday.in |year=2009 |quote=Naveen Patnaik has won from the Hinjili Assembly constituency |accessdate=30 December 2012}}</ref>
| constituency = [[ହିଞ୍ଜିଳି (ବିଧାନ ସଭା ନିର୍ବାଚନମଣ୍ଡଳୀ)|ହିଞ୍ଜିଳି]]<ref>{{cite web |url= http://indiatoday.intoday.in/story/Naveen+Patnaik+wins+from+Hinjili+in+Orissa/1/42348.html |title=Naveen Patnaik wins from Hinjili in Orissa : Orissa, News - India Today |first= |last=|work=indiatoday.intoday.in |year=2009 |quote=Naveen Patnaik has won from the Hinjili Assembly constituency |accessdate=30 December 2012}}</ref>
| occupation = ରାଜନୀତି
| occupation = ରାଜନୀତି
| profession =
| profession =

୧୪:୩୫, ୨୯ ଜାନୁଆରୀ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ନବୀନ ପଟ୍ଟନାୟକ
ଫାଇଲ:Odisha CM Naveen Patnaik in New Delhi.jpg
ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
ନିର୍ବାଚନ ମଣ୍ଡଳୀହିଞ୍ଜିଳି[୧]
କାର୍ଯ୍ୟକାଳ
୫ ମାର୍ଚ୍ଚ ୨୦୦୦ – ଏପର୍ଯ୍ୟନ୍ତ
ପୂର୍ବ ଅଧିକାରୀହେମାନନ୍ଦ ବିଶ୍ଵାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1946-10-16) ୧୬ ଅକ୍ଟୋବର ୧୯୪୬ (ବୟସ ୭୭)
କଟକ, ଓଡ଼ିଶା, ଭାରତ
ଜାତୀୟତାଭାରତ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତି
ୱେବସାଇଟOfficial website
ଓଡ଼ିଶାର ମୁଖ୍ୟମନ୍ତ୍ରୀ
21 May, 2010 ସୁଦ୍ଧା
ଆଧାର: [୧]

ନବୀନ ପଟ୍ଟନାୟକ (୧୬ ଅକଟୋବର ୧୯୪୬) ଓଡ଼ିଶାର ମୂଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ମୁଖ୍ୟ । ସେ କ୍ରମାଗତ ଭାବେ ଚତୁର୍ଥ ଥର ନିର୍ବାଚିତ ହୋଇ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି।

ଜୀବନ

ନବୀନ ପଟ୍ଟନାୟକ କଟକ ଠାରେ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକ ଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ ।

ଆଇ.ଆଇ.ଟି. ଭୁବନେଶ୍ଵରରେ ନବୀନ ପଟ୍ଟନାୟକ

ରାଜନୀତିକ ଜୀବନ

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

ଲେଖକ ଜୀବନ

ନବୀନଙ୍କ ଲିଖିତ ତିନୋଟି ବହି ହେଲା:

ଆଧାର

  1. "Naveen Patnaik wins from Hinjili in Orissa : Orissa, News - India Today". indiatoday.intoday.in. 2009. Retrieved 30 December 2012. Naveen Patnaik has won from the Hinjili Assembly constituency

ଅଧିକ ତଥ୍ୟ