"ଟୁଇଟର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
AskSnehasish (ଆଲୋଚନା | ଅବଦାନ) |
AskSnehasish (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୪୧ କ ଧାଡ଼ି: | ୪୧ କ ଧାଡ଼ି: | ||
===ସୃଷ୍ଟି=== |
===ସୃଷ୍ଟି=== |
||
[[File:Twttr sketch-Dorsey-2006.jpg|upright|thumb|A blueprint sketch, c. 2006, by [[Jack Dorsey]], envisioning an [[SMS]]-based [[social network]].]] |
[[File:Twttr sketch-Dorsey-2006.jpg|upright|thumb|A blueprint sketch, c. 2006, by [[Jack Dorsey]], envisioning an [[SMS]]-based [[social network]].]] |
||
ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorsey ଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ [[ସର୍ଟ ମେସେଜିଙ୍ଗ ସେବା]] ଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ<ref>{{cite news|author=Miller, Claire Cain|url=http://www.nytimes.com/2010/10/31/technology/31ev.html|title=Why Twitter's C.E.O. Demoted Himself|date=October 30, 2010|work=[[The New York Times]]|accessdate=October 31, 2010}}</ref><ref name=origins>{{cite web|title=Co-founder of Twitter receives key to St. Louis with 140 character proclamation|url=http://www.ksdk.com/news/local/story.aspx?storyid=185395&catid=3|date=September 19, 2009|work=ksdk.com|publisher=[[KSDK]]|accessdate= September 29, 2009|quote=After high school in St. Louis and some time at the [[University of Missouri-Rolla]], Jack headed east to New York University.}}</ref> । ଏହି ପ୍ରୋଜେକ୍ଟର ଅନ୍ୟନାମ ଥିଲା '''"Twttr"'''<ref>{{cite web|author=Williams, Evan|url=https://twitter.com/#!/ev/status/58275072011542529|title=It's true...|date=April 13, 2011|publisher=Twitter|accessdate=April 26, 2011}}</ref> । |
ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorsey ଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ [[ସର୍ଟ ମେସେଜିଙ୍ଗ ସେବା]] ଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ<ref>{{cite news|author=Miller, Claire Cain|url=http://www.nytimes.com/2010/10/31/technology/31ev.html|title=Why Twitter's C.E.O. Demoted Himself|date=October 30, 2010|work=[[The New York Times]]|accessdate=October 31, 2010}}</ref><ref name=origins>{{cite web|title=Co-founder of Twitter receives key to St. Louis with 140 character proclamation|url=http://www.ksdk.com/news/local/story.aspx?storyid=185395&catid=3|date=September 19, 2009|work=ksdk.com|publisher=[[KSDK]]|accessdate= September 29, 2009|quote=After high school in St. Louis and some time at the [[University of Missouri-Rolla]], Jack headed east to New York University.}}</ref> । ଏହି ପ୍ରୋଜେକ୍ଟର ଅନ୍ୟନାମ ଥିଲା '''"Twttr"'''<ref>{{cite web|author=Williams, Evan|url=https://twitter.com/#!/ev/status/58275072011542529|title=It's true...|date=April 13, 2011|publisher=Twitter|accessdate=April 26, 2011}}</ref> । ଏହି ପ୍ରୋଜେକ୍ଟ ଆରମ୍ଭ ହେବାର ୬ ମାସ ପର୍ଯ୍ୟନ୍ତ twitter.com ଡୋମେନଟି ଉପଲବ୍ଧ ନଥିଲା । ଏହା ଉପଲବ୍ଧ ହେବାପରେ ଏହାକୁ କିଣି ଟୁଇଟର ସେବାର ନାମ ପରିବର୍ତ୍ତନ କରାଯାଇଥିଲା । |
||
==ନେତୃତ୍ୱ== |
==ନେତୃତ୍ୱ== |
୦୧:୫୭, ୨୯ ଡିସେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
ଫାଇଲ:Twitter bird logo 2012.svg | |
Type | Public |
---|---|
ତିଆରି କରାଯାଇଥିଲା | ମାର୍ଚ୍ଚ 21, 2006 |
ପ୍ରତିଷ୍ଠାତା | Jack Dorsey, Noah Glass, Biz Stone, Evan Williams |
ମୂଖ୍ୟସ୍ଥାନ | San Francisco, California, United States[୧] |
ସେବା ପରିସର | Worldwide |
କେଉଁ ପ୍ରକାରର କମ୍ପାନୀ | Internet |
ଲାଭ | US$1.4 billion (2014)[୨] |
କର୍ମଚାରୀ | 3,900 (2015)[୩] |
ସାହାଯ୍ୟକାରୀ | Vine |
ବେବସାଇଟ | twitter |
ଆଲେକ୍ସା ସ୍ଥାନ | 9 (December 2015[update])[୪] |
ସାଇଟର ପ୍ରକାର | Social network service |
ଖାତାଖୋଲା | Required to post, follow, or be followed |
ବ୍ୟବହାରକାରୀ | 302 million active (May 2015)[୫] |
ମିଳୁଥିବା ସଂସ୍କରଣ | Multilingual |
ପ୍ରଥମେ ଆସିଥିଲା | ଜୁଲାଇ 15, 2006 |
ଏବେକାର ସ୍ଥିତି | Active |
Screenshot
Twitter homepage.png Twitter's homepage as of August 2015 (only in select countries) |
ଟୁଇଟର (/ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ "ଟୁଇଟ୍" ବୋଲି କୁହାଯାଏ ।
ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି[୬] । Twitter Inc. ଏକ ସାନ଼୍ ଫ୍ରନ୍ସିସ୍କୋ ସ୍ଥିତ କମ୍ପନି ଯାହର ୨୫ରୁ ଉର୍ଧ କାର୍ୟାଳଯ୍ ରହିଅଛି[୭] ।
ମର୍ଚ୍ ୨୦୦୬ରେ ଜ୍ୟାକ୍ ଡୋର୍ସେ, ଇଭାନ୍ ଉଇଲିୟମ୍, ବିଜ୍ ସ୍ଟୋନ୍ ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା ।
ଇତିହାସ
ସୃଷ୍ଟି
ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorsey ଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ ସର୍ଟ ମେସେଜିଙ୍ଗ ସେବା ଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ[୮][୯] । ଏହି ପ୍ରୋଜେକ୍ଟର ଅନ୍ୟନାମ ଥିଲା "Twttr"[୧୦] । ଏହି ପ୍ରୋଜେକ୍ଟ ଆରମ୍ଭ ହେବାର ୬ ମାସ ପର୍ଯ୍ୟନ୍ତ twitter.com ଡୋମେନଟି ଉପଲବ୍ଧ ନଥିଲା । ଏହା ଉପଲବ୍ଧ ହେବାପରେ ଏହାକୁ କିଣି ଟୁଇଟର ସେବାର ନାମ ପରିବର୍ତ୍ତନ କରାଯାଇଥିଲା ।
ନେତୃତ୍ୱ
ବ୍ୟବହାର
ଟେକ୍ନୋଲୋଜି
ସାମାଜିକ ମୂଲ୍ୟ
ଦୁରଦର୍ଶନ ଏବଂ ଟୁଇଟର
ଆଧାର
- ↑ "About Twitter, Inc".
- ↑ Jeremy Quittner (October 3, 2013). "Twitter Balance Sheet". Google. Retrieved November 14, 2013.
- ↑ "Twitter Company Info". Twitter. February 6, 2015. Retrieved May 2, 2014.
- ↑ "Twitter.com Site Info". Alexa Internet. Retrieved December 12, 2015.
- ↑ "Twitter MAU Were 302M For Q1, Up 18% YoY - Twitter (NYSE:TWTR) | Benzinga]". April 28, 2015. Retrieved May 2, 2015.
- ↑ "Twitter via SMS FAQ" Retrieved April 13, 2012.
- ↑ "About Twitter" Retrieved April 24, 2014.
- ↑ Miller, Claire Cain (October 30, 2010). "Why Twitter's C.E.O. Demoted Himself". The New York Times. Retrieved October 31, 2010.
- ↑ "Co-founder of Twitter receives key to St. Louis with 140 character proclamation". ksdk.com. KSDK. September 19, 2009. Retrieved September 29, 2009.
After high school in St. Louis and some time at the University of Missouri-Rolla, Jack headed east to New York University.
- ↑ Williams, Evan (April 13, 2011). "It's true..." Twitter. Retrieved April 26, 2011.