"ଖେଚେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଦଳା ଖେଚୁଡି ପ୍ରସଙ୍ଗର ତଥ୍ୟ ମିଶାଗଲା
୧ କ ଧାଡ଼ି: ୧ କ ଧାଡ଼ି:
{{prettyurl|khechudi}}
{{ଛୋଟ|Khechudi}}
{{Infobox Prepared Food
{{Infobox Prepared Food
| name = ଖେଚେଡ଼ି
| name = ଖେଚେଡ଼ି
୧୮ କ ଧାଡ଼ି: ୧୮ କ ଧାଡ଼ି:
'''ଖେଚେଡ଼ି''' ଏକ ପାରମ୍ପାରିକ [[ଓଡ଼ିଆ ଖାଦ୍ୟ]], ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । [[ଓଡ଼ିଶା]]ରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ [[ଚିନି]]ର ବ୍ୟବହାର ହୋଇଥାଏ ।

== ଉପାଦାନ ==
=== ଉପାଦାନ ===
* [[ଚାଉଳ]]
* [[ଚାଉଳ]]
* [[ପରିବା]]
* [[ପରିବା]]
୨୪ କ ଧାଡ଼ି: ୨୪ କ ଧାଡ଼ି:
* [[ଚିନି]]
* [[ଚିନି]]
* [[ମସଲା]]
* [[ମସଲା]]
=== ପ୍ରଣାଳୀ ===
ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।

== ପ୍ରକାର ==
== ପ୍ରକାର ==
୩୦ କ ଧାଡ଼ି: ୩୨ କ ଧାଡ଼ି:
{{Main|ଜଗନ୍ନାଥଙ୍କ ଧୂପ}}
{{Main|ଜଗନ୍ନାଥଙ୍କ ଧୂପ}}

[[ଜଗନ୍ନାଥଙ୍କ ଧୂପ#ସକାଳ ଧୂପ|ସକାଳ ଧୂପ]]ରେ, ଷୋଡ଼ଶପଚାର ବିଧିରେ [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]] ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:
ଶ୍ରୀମନ୍ଦିରରେ ସକାଳ ଧୂପରେ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:
* ନୁଖୁରା ଖେଚୁଡ଼ି
* ନୁଖୁରା ଖେଚୁଡ଼ି
* ସାନ ଖେଚୁଡ଼ି
* ସାନ ଖେଚୁଡ଼ି
୪୨ କ ଧାଡ଼ି: ୪୪ କ ଧାଡ଼ି:
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
* ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
* ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
*ଦଳା ଖେଚୁଡ଼ି ତିଆରି ପାଇଁ ଅରୁଆ ଚାଉଳ ଓ ମୁଗ ଡାଲି ମିଶାଇ ଧୋଇ ଶୁଖାଇ, ତା ସହିତ ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ନଡିଆ କୋରା ଓ ଘିଅ ଦେଇ ଦଳାଯାଏ । ତା ପରେ ପାଣିରେ ତେଜପତ୍ର ପକାଇ ଫୁଟାଇ ସେଥିରା ଦଳା ଚାଉଳ ଓ ଡାଲି ପକାଯାଏ । ଡାଲି ଓ ଚାଉଳ ଫୁଟି ନରମ ହୋଇଗଲେ ଓହ୍ଲାଇ ଘିଅର ଛୁଙ୍କ ଦିଆଗଲେ ଦଳା ଖେଚୁଡି ତିଆରି ସମ୍ପୂର୍ଣ ହୁଏ ।<ref>ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।</ref>

== ପ୍ରଣାଳୀ ==
ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।

== ପରଷା ==
== ପରଷା ==
ପଞ୍ଚୁବର୍ଣ ଖେଚେଡ଼ିକୁ [[ଘୁଗୁନି]], [[ଆଳୁଦମ]] ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।
ପଞ୍ଚୁବର୍ଣ ଖେଚେଡ଼ିକୁ [[ଘୁଗୁନି]], [[ଆଳୁଦମ]] ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।
==ଆଧାର==

{{Odia cuisine}}
{{ଆଧାର}}
{{ଓଡ଼ିଆ ଖାଦ୍ୟ}}

[[ଶ୍ରେଣୀ:ଓଡ଼ିଆ ରାନ୍ଧଣା]]
[[ଶ୍ରେଣୀ:ଓଡ଼ିଆ ରାନ୍ଧଣା]]

୧୯:୩୭, ୨୨ ଡିସେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଖେଚେଡ଼ି
କାଦୁଆ ଖେଚେଡ଼ି
ଆରମ୍ଭ
ମୂଳ ଜାଗାଭାରତୀୟ ଉପମହାଦେଶ
ଅଞ୍ଚଳଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗଳା, ପଞ୍ଜାବ
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ, ଡାଲି, ମସଲା

ଖେଚେଡ଼ି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ, ତେବେ ଭାରତର ବାକି ଜାଗାରେ ମଧ୍ୟ ଏହା ଖିଆଯାଇଥାଏ । ତିଆରି କରିବାର ପ୍ରଣାଳୀ ଅଲଗା ଅଲଗା ଜାଗାରେ ଅଲଗା ପ୍ରକାର ହୋଇଥାଏ ଓ ନାମ ମଧ୍ୟ ଅଲଗା ହୋଇଥାଏ । ଓଡ଼ିଶାରେ ତିଆରି ଖେଚେଡ଼ି ଶୁଖିଲା ହୋଇଥାଏ ଓ ଏଥିରେ ଚିନିର ବ୍ୟବହାର ହୋଇଥାଏ ।

ଉପାଦାନ

ପ୍ରଣାଳୀ

ପରିବା (ବିନ, ଗାଜର, ବିଟ ଆଦି)କୁ ଧୋଇ ତେଲ/ଘିଅରେ ଭାଜି ଦିଆଯାଏ । ଚାଉଳକୁ ଧୋଇ ଘିଅ/ତେଲରେ ଭାଜି ପରିବା, ଘିଅରେ ମସଲା ଭାଜି ଡାଲି ସହ ମିଶାଇ ପାଣି ଦେଇ ସିଝାଇ ଦିଆଯାଏ । ପରଷିବା ପୂର୍ବରୁ କିଛି ଚିନି ପକାନ୍ତୁ ।

ପ୍ରକାର

ସିମେଇ ଖେଚେଡ଼ି

ଜଗନ୍ନାଥ ମନ୍ଦିରରେ ଭୋଗରେ ଲାଗୁଥିବା ଖେଚେଡ଼ି

ଶ୍ରୀମନ୍ଦିରରେ ସକାଳ ଧୂପରେ, ଷୋଡ଼ଶପଚାର ବିଧିରେ ରତ୍ନବେଦିରେ ଅର୍ପଣ କରାଯାଉଥିବା ବିଭିନ୍ନ ପ୍ରକାର ଖେଚେଡ଼ି ହେଲା:

  • ନୁଖୁରା ଖେଚୁଡ଼ି
  • ସାନ ଖେଚୁଡ଼ି
  • ଶ୍ରୀ ବଳଭଦ୍ର ଖେଚୁଡ଼ି
  • ତୈଳ ଖେଚୁଡ଼ି

ଅନ୍ୟାନ୍ୟ

  • ପଞ୍ଚୁବର୍ଣ୍ଣ ଖେଚେଡ଼ି
ନାନା ପ୍ରକାରର ପରିବାକୁ ଡାଲି ଓ ଚାଉଳ ସହ ମିଶାଇ ଏହା ତିଆରି କରାଯାଏ । ଏହା ଶୁଖିଲା ହୋଇଥାଏ । ପଞ୍ଚୁବର୍ଣ୍ଣ ଖେଚେଡ଼ି ପର୍ବ ପର୍ବାଣୀରେ ତିଆରି କରାଯାଇଥାଏ ।
  • କାଦୁଆ ଖେଚେଡ଼ି
ଏହା ସାଧାରଣତଃ ବହଳିଆ ହୋଇଥାଏ ।
  • ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
  • ଦଳା ଖେଚୁଡ଼ି ତିଆରି ପାଇଁ ଅରୁଆ ଚାଉଳ ଓ ମୁଗ ଡାଲି ମିଶାଇ ଧୋଇ ଶୁଖାଇ, ତା ସହିତ ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ନଡିଆ କୋରା ଓ ଘିଅ ଦେଇ ଦଳାଯାଏ । ତା ପରେ ପାଣିରେ ତେଜପତ୍ର ପକାଇ ଫୁଟାଇ ସେଥିରା ଦଳା ଚାଉଳ ଓ ଡାଲି ପକାଯାଏ । ଡାଲି ଓ ଚାଉଳ ଫୁଟି ନରମ ହୋଇଗଲେ ଓହ୍ଲାଇ ଘିଅର ଛୁଙ୍କ ଦିଆଗଲେ ଦଳା ଖେଚୁଡି ତିଆରି ସମ୍ପୂର୍ଣ ହୁଏ ।[୧]

ପରଷା

ପଞ୍ଚୁବର୍ଣ ଖେଚେଡ଼ିକୁ ଘୁଗୁନି, ଆଳୁଦମ ଓ ବାକି ଅନେକ ତରକାରି ସହ ପରଷାଯାଇପାରେ ।

ଆଧାର

  1. ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।