"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ଅଧିକ ତ‌ଥ୍ୟ ଦିଆଗଲା
(ଅଧିକ ତ‌ଥ୍ୟ ଦିଆଗଲା)
(ଅଧିକ ତ‌ଥ୍ୟ ଦିଆଗଲା)
| Name = ରକ୍ତହୀନତା<br /><small>''Anemias''</small>
| Image = Iron deficiency anemia blood film.jpg
| Caption = Humanଲୌହ bloodଅଭାବ fromଜନିତ aମାନବ caseଆନିମିଆ ofରୋଗୀର iron-deficiencyରକ୍ତ । anemia
| DiseasesDB = 663
| ICD10 = {{ICD10|D|50||d|50}}-{{ICD10|D|64||d|60}}
 
== ଚିହ୍ନ ଓ ଲକ୍ଷଣ ==
[[File:Symptoms of anemia.png|thumb|240px|Mainଆନିମିଆ symptomsରୋଗର thatମୂଖ୍ୟ mayଲକ୍ଷଣ appearସମୂହ in anemia<ref>[http://www.emedicinehealth.com/anemia/page3_em.htm eMedicineHealth > anemia article] Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009</ref>]]
 
ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।<br />
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ [[ସ୍ନାୟୁ]] ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବ‌ହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।<br />
== କାରଣ ==
[[File:Modified sickle cell 01.jpg|thumb|ଚିତ୍ରରେ ରକ୍ତନଳୀ ମଧ୍ୟରେ ସାଧାରଣ ଲୋହିତ ରକ୍ତ କଣିକା ବାଧାହୀନ ଭାବରେ ବୋହିଚାଲିଛି । ଭିତର ଚିତ୍ରରେ ସାଧାରଣ ହେମୋଗ୍ଲୋବିନ ଥିବା ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଉଛି । <ref>{{Cite web|url = http://www.ncbi.nlm.nih.gov/pubmedhealth/PMHT0022014/|title = Red Blood Cells (Erythrocytes)|date = |accessdate = |website = PubMed Health Glossary
- PubMedHealth|publisher = NIH - National Cancer Institute|last = |first = }}</ref>]]
ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି [[ହେମୋଲାଇଟିକ ଆନିମିଆ]]ରେ ହୁଏ ।), ୩. [[ରକ୍ତ କ୍ଷୟ]] ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା [[ଲୌହ ଅଭାବ] ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।<ref>[http://www.nhlbi.nih.gov/health/dci/Diseases/anemia/anemia_causes.html National Heart Lung and Blood Institute > What Causes Anemia?] Retrieved on June 9, 2010</ref>)<br />
 
୧୧,୩୭୭

ଗୋଟି ସମ୍ପାଦନା

ଦିଗବାରେଣି ମେନୁ