"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
→‎ତୃଟିଯୁକ୍ତ ତିଆରି: ଅଧିକ ତ‌ଥ୍ୟ ଦିଆଗଲା
୩୬ କ ଧାଡ଼ି: ୩୬ କ ଧାଡ଼ି:
ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି [[ହେମୋଲାଇଟିକ ଆନିମିଆ]]ରେ ହୁଏ ।), ୩. [[ରକ୍ତ କ୍ଷୟ]] ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ । ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା [[ଲୌହ ଅଭାବ ]]<ref>[http://www.nhlbi.nih.gov/health/dci/Diseases/anemia/anemia_causes.html National Heart Lung and Blood Institute > What Causes Anemia?] Retrieved on June 9, 2010</ref>) ଯୋଗୁ ଅଧିକାଂଶ ଆନିମିଆ ହୁଏ ।

ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି [[ହେମୋଲାଇଟିକ ଆନିମିଆ]]ରେ ହୁଏ ।), ୩. [[ରକ୍ତ କ୍ଷୟ]] ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ । ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା [[ଲୌହ ଅଭାବ ]]<ref>[http://www.nhlbi.nih.gov/health/dci/Diseases/anemia/anemia_causes.html National Heart Lung and Blood Institute > What Causes Anemia?] Retrieved on June 9, 2010</ref>) ଯୋଗୁ ଅଧିକାଂଶ ଆନିମିଆ ହୁଏ ।

=== ତୃଟିଯୁକ୍ତ ତିଆରି ===
=== ତୃଟିଯୁକ୍ତ ତିଆରି ===
*ସ୍ଟେମ ସେଲ ସଂଖ୍ୟା ବଢେଇବା ବେଳେ ଓ ଭିନ୍ନ କୋଷ ତିଆରି ବେଳେ ହେଉଥିବା ରୋଗ ସମୂହ ।

*ସ୍ଟେମ ସେଲ ବିକାଶ ବେଳେ ଓ ଭିନ୍ନ କୋଷ ତିଆରି ବେଳେ ହେଉଥିବା ରୋଗ ସମୂହ ।

** ବିଶୁଦ୍ଧ ତୃଟି ପୂର୍ଣ୍ଣ ଲୋହିତ ରକ୍ତ କଣିକା<ref name=Robbins12-1>Table 12-1 in: {{cite book |author=Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson |title=Robbins Basic Pathology|publisher=Saunders|location=Philadelphia |year= |pages= |isbn=1-4160-2973-7 |oclc= |doi=}} 8th edition.</ref>

** ବିଶୁଦ୍ଧ ତୃଟି ସମ୍ପର୍ଣ୍ଣ ଲୋହିତ ରକ୍ତ କଣିକା<ref name=Robbins12-1>Table 12-1 in: {{cite book |author=Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson |title=Robbins Basic Pathology|publisher=Saunders|location=Philadelphia |year= |pages= |isbn=1-4160-2973-7 |oclc= |doi=}} 8th edition.</ref>

** [[ଆପ୍ଲାସ୍ଟିକ ଆନିମିଆ]]<ref name=Robbins12-1/>: ଏହା ସବୁ ପ୍ରକାର ରକ୍ତ କଣିକା କ୍ଷତି କରେ । [[ଫାଙ୍କୋନି ସିଣ୍ଡ୍ରୋମ]]ରେ ଆପ୍ଲାସ୍ଟିକ ଆନିମିଆ ସହ ଅନ୍ୟାନ୍ୟ ଲକ୍ଷଣ ଥାଏ ।

** [[ଆପ୍ଲାସ୍ଟିକ ଆନିମିଆ]]<ref name=Robbins12-1/>: ଏଥିରେ ସବୁ ପ୍ରକାର ରକ୍ତ କଣିକାରେ ତୃଟି ଥାଏ । [[ଫାଙ୍କୋନି ସିଣ୍ଡ୍ରୋମ]] ଏକ ବଂଶଗତ ରୋଗ ଓ ଏଥିରେ ରେ ଆପ୍ଲାସ୍ଟିକ ଆନିମିଆ ସହ ଅନ୍ୟାନ୍ୟ ଲକ୍ଷଣ ଥାଏ ।

** ବୃକ୍‌କ ବିଫଳତା<ref name=Robbins12-1/> (Kidney failure): ସ୍ଵଳ୍ପ [[ଏରିଥ୍ରୋପଏଟିନ]] ତିଆରି ଯୋଗୁ ।

** ବୃକ୍‌କ ବିଫଳତା ଆନିମିଆ<ref name=Robbins12-1/> (Kidney failure): ସ୍ଵଳ୍ପ [[ଏରିଥ୍ରୋପଏଟିନ]] ତିଆରି ଯୋଗୁ ।

** ଅନ୍ତସ୍ରାବୀ ଗ୍ରନ୍ଥି ତୃଟି
** ଅନ୍ତସ୍ରାବୀ ଗ୍ରନ୍ଥି ତୃଟି
** ବିନ୍ଦୁ ଦିଆ ତାଲିକା ବସ୍ତୁ
*[[ଏରିଥ୍ରୋବ୍ଲାଷ୍ଟ]] ସଂଖ୍ୟ ବୃଦ୍ଧି ଓ ପୂର୍ଣ୍ଣାଙ୍ଗ ପ୍ରାପ୍ତି ସମୟରେ ତୃଟି ।

*[[ଏରିଥ୍ରୋବ୍ଲାଷ୍ଟ]] ସଂଖ୍ୟ ବୃଦ୍ଧି ଓ ପୂର୍ଣ୍ଣାଙ୍ଗ ପ୍ରାପ୍ତି ସମୟରେ ତୃଟି ।

** [[ପର୍ଣ୍ଣିସିଅସ ଆନିମିଆ]] (ଭିଟାମିନ ବି୧୨ ଅଭାବ)

** [[ପର୍ଣ୍ଣିସିଅସ ଆନିମିଆ]] (ଭିଟାମିନ ବି୧୨ ଅଭାବ)

୪୯ କ ଧାଡ଼ି: ୪୮ କ ଧାଡ଼ି:
** [[ଥାଲାସେମିଆ]]

** [[ଥାଲାସେମିଆ]]

** [[କନଜେନିଟାଲ ଡିସଏରିଥ୍ରୋପଏଟିକ ଆନିମିଆ]]

** [[କନଜେନିଟାଲ ଡିସଏରିଥ୍ରୋପଏଟିକ ଆନିମିଆ]]

** ବୃକ୍‌କ ବିଫଳତା : ସ୍ଟେମ ସେଲ ତୃଟି ପୂର୍ଣ୍ଣ କାମ

** ବୃକ୍‌କ ବିଫଳତା ଆନିମିଆ: ତୃଟି ପୂର୍ଣ୍ଣ ସ୍ଟେମ ସେଲ ତିଆରି ହୁଏ

* ତୃଟିପୂର୍ଣ୍ଣ ଲୋହିତ ରକ୍ତ କଣିକା ତିଆରିର ଅନ୍ୟାନ୍ୟ ଅସୁବିଧା

* ତୃଟିପୂର୍ଣ୍ଣ ଲୋହିତ ରକ୍ତ କଣିକା ତିଆରି

** [[ମାଏଲଫଥିସିକ ଆନିମିଆ]] ଏକ ଗମ୍ଭୀର ଧରଣର ଆନିମିଆ ଯାହା ମାଲିଗନାଣ୍ଟ ଅର୍ବୁଦ ବା ଗ୍ରାନୁଲୋମା ଦ୍ୱାରା ଅସ୍ଥିମଜ୍ଜା ନଷ୍ଟ ହେବା ଯୋଗୁ ହୁଏ ।

** [[ମାଏଲଫଥିସିକ ଆନିମିଆ]]

**[[ମାଏଲୋବ୍ଳାସ୍ଟିକ ସିଣ୍ଡ୍ରୋମ]]

**[[ମାଏଲୋଡିସପ୍ଲାସ୍ଟିକ୍ ସିଣ୍ଡ୍ରୋମ]]

**[[ସ୍ଥାୟୀ ପ୍ରଦାହ ଆନିମିଆ]]

**[[ସ୍ଥାୟୀ ପ୍ରଦାହ ଜନିତ ଆନିମିଆ]]

=== ଅତ୍ୟଧିକ ନଷ୍ଟ ===
=== ଅତ୍ୟଧିକ ନଷ୍ଟ ===
ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ [[ହେମୋଲାଇଟିକ ଆନିମିଆ]] କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା [[କାମଳ]] ସହ [[ଲାକ୍ଟେଟ ଡିହାଡ୍ରୋଜେଜେନ]] ପରିମାଣ ବୃଦ୍ଧି ପାଏ ।

ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ [[ହେମୋଲାଇଟିକ ଆନିମିଆ]] କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା [[କାମଳ]] ସହ [[ଲାକ୍ଟେଟ ଡିହାଡ୍ରୋଜେଜେନ]] ପରିମାଣ ବୃଦ୍ଧି ପାଏ ।

୧୬:୫୦, ୧୧ ନଭେମ୍ବର ୨୦୧୫ ଅନୁସାରେ କରାଯାଇଥିବା ବଦଳ

ରକ୍ତହୀନତା
Anemias
Human blood from a case of iron-deficiency anemia
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିhematology[*]
ଆଇସିଡ଼ି-୧୦D50.-D64.
ଆଇସିଡ଼ି-୯-ସିଏମ୍280-285
ରୋଗ ଡାଟାବେସ663
ମେଡ଼ିସିନ-ପ୍ଲସ000560
ଇ-ମେଡ଼ିସିନmed/132 emerg/808 emerg/734
MeSHD000740

ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।[୧][୨]>[୩] ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।[୪] ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । [୫]

ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, [[ଭିଟାମିନ ବି୧୨]] ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । [୫][୬] ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।[୫]

ଗର୍ଭବତୀ ମହିଳା ମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ ।[୫][୭] ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । [୫] ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL) ରୁ କମ ଥିଲେ ଦିଆଯାଏ ।[୫][୮] ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । [୫] ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ ।[୫] ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।[୮]

ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । [୫] ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । [୯] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି,[୯] ପିଲା ବୟସ୍କ ଓ ଗର୍ଭାବତୀ ମହିଳା ମାନଙ୍କଠାରେ ଅଧିକ ଦେଖାଯାଏ ।[୫] ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।[୬] ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।[୧୦]

ଚିହ୍ନ ଓ ଲକ୍ଷଣ

Main symptoms that may appear in anemia[୧୧]

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ଵାସି (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ଵଳ୍ପ ଅମ୍ଳଜାନ ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ ଆଞ୍ଜିନା ହୁଏ ରହି ରହି କ୍ଲଡିକେସନ ହୁଏ ଓ ହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ରୋଗୀର ଚମ, ମ୍ୟୁକୋସା(Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।
ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍‌ମର୍ (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ ସ୍ନାୟୁ ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବ‌ହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।

କାରଣ

ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି ହେମୋଲାଇଟିକ ଆନିମିଆରେ ହୁଏ ।), ୩. ରକ୍ତ କ୍ଷୟ ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ । ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା ଲୌହ ଅଭାବ [୧୨]) ଯୋଗୁ ଅଧିକାଂଶ ଆନିମିଆ ହୁଏ ।

ତୃଟିଯୁକ୍ତ ତିଆରି

ଅତ୍ୟଧିକ ନଷ୍ଟ

ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ ହେମୋଲାଇଟିକ ଆନିମିଆ କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା କାମଳ ସହ ଲାକ୍ଟେଟ ଡିହାଡ୍ରୋଜେଜେନ ପରିମାଣ ବୃଦ୍ଧି ପାଏ ।

• ଲୋହିତ ରକ୍ତ କଣିକା ଆଭ୍ୟନ୍ତରିଣ ଅବ୍ୟବସ୍ଥା[୧୪]: ଏହା ଦ୍ଵାରା କଣିକାଗୁଡିକ ସମୟ ପୂର୍ବରୁ ନଷ୍ଟ ହୋଇଯାଏ । ପାରୋକ୍ସିମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ ବ୍ୟତିତ ଅନ୍ୟ ରୋଗ ସବୁ ବଂଶାନୁକ୍ରମିକ ଜେନେଟିକ ରୋଗ[୧୫]
• ହେରେଡିଟାରି ସ୍ଫିରୋସାଇଟୋସିସ: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ୍ ଥାଏ, ଏଣୁ ପ୍ଲିହା ଦ୍ଵାରା କଣିକା ସମସ୍ତ ନଷ୍ଟ ହୋଇଯାଏ ।
• ହେରେଡିଟାରି ଏଲିପ୍ଟୋସାଇଟୋସିସ: ଆସ୍ତରଣ ପ୍ରୋଟିନ ଠିକ ନ ଥାଏ ।
• ଆବିଟାଲାପୋପ୍ରିଟିନେମିଆ: ଆସ୍ତରଣ ଲିପିଡ ଖରାପ ଥାଏ ।
• ଏଞ୍ଜାଇମ ଅଭାବ
• ପାଇରୁଭେଟ କାଇନେଜ ଓ ହେକ୍ସୋକାଇନେଜ ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।
• ଗ୍ଲୁକୋଜ ୬ ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଓ ଗ୍ଲୁଟାଥାୟୋନିନ୍ ସିନଥେଟେଜ୍ ଅଭାବ ଯୋଗୁ ଅକ୍ସିଡେଟିଭ ସ୍ଟ୍ରେସ ଅଧିକ ହୁଏ ।
• ହେମୋଗ୍ଲୋବିନୋପାଥିଜ
• ସିକ୍ଲ ସେଲ ଆନିମିଆ
• ହେମୋଗ୍ଲୋବିନୋପାଥିଜ୍
• ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲିନୁରିଆ

ଆଧାର

1. MedicineNet.com --> Definition of Anemia Last Editorial Review: 12/9/2000 8:31:00 AM
2. merriam-webster dictionary --> anemia Retrieved on May 25, 2009
3. Stedman's medical dictionary (28th ed. ed.). Philadelphia: Lippincott Williams & Wilkins. 2006. p. Anemia. ISBN 9780781733908. {{cite book}}: |edition= has extra text (help)
4. Hematology : clinical principles and applications (3. ed. ed.). Philadelphia: Saunders. 2007. p. 220. ISBN 9781416030065. {{cite book}}: |edition= has extra text (help); |first1= has generic name (help); |first1= missing |last1= (help)
5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ Janz, TG; Johnson, RL; Rubenstein, SD (Nov 2013). "Anemia in the emergency department: evaluation and treatment". Emergency medicine practice. 15 (11): 1–15, quiz 15-6. PMID 24716235.
6. ୬.୦ ୬.୧ Smith RE, Jr (Mar 2010). "The clinical and economic burden of anemia". The American journal of managed care. 16 SupplIssues: S59-66. PMID 20297873.
7. Bhutta, ZA; Das, JK; Rizvi, A; Gaffey, MF; Walker, N; Horton, S; Webb, P; Lartey, A; Black, RE; Lancet Nutrition Interventions Review, Group; Maternal and Child Nutrition Study, Group (Aug 3, 2013). "Evidence-based interventions for improvement of maternal and child nutrition: what can be done and at what cost?". Lancet. 382 (9890): 452–77. doi:10.1016/S0140-6736(13)60996-4. PMID 23746776.
8. ୮.୦ ୮.୧ Qaseem, A; Humphrey, LL; Fitterman, N; Starkey, M; Shekelle, P; Clinical Guidelines Committee of the American College of, Physicians (Dec 3, 2013). "Treatment of anemia in patients with heart disease: a clinical practice guideline from the American College of Physicians". Annals of internal medicine. 159 (11): 770–9. doi:10.7326/0003-4819-159-11-201312030-00009. PMID 24297193.
9. ୯.୦ ୯.୧ Vos, T; Flaxman, AD; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, JA; et al. (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2163–96. doi:10.1016/S0140-6736(12)61729-2. PMID 23245607.
10. "anaemia". Dictionary.com. Retrieved 7 July 2014.
11. eMedicineHealth > anemia article Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009
12. National Heart Lung and Blood Institute > What Causes Anemia? Retrieved on June 9, 2010
13. ୧୩.୦ ୧୩.୧ ୧୩.୨ Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7.{{cite book}}: CS1 maint: multiple names: authors list (link) 8th edition.
14. Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.
15. Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). Robbins Basic Pathology (8th ed.). Saunders Elsevier. p. 432 ISBN 978-1-4160-2973-1