"ଚିକିତ୍ସା ବିଜ୍ଞାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB |
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ (2) using AWB |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Medicine}} |
|||
'''ଚିକିତ୍ସା''' ଏକ [[ବିଜ୍ଞାନ]] ଏବଂ ଆରୋଗ୍ୟଲାଭ କରାଇବାର ଏକ କଳା । ଏହାକୁ ବ୍ୟବହାର କରି ସ୍ଵାସ୍ଥ୍ୟର ଯତ୍ନ, ରୋଗର ପ୍ରତିକାର ଏବଂ ଉପଶମ କରାଯାଇ ପାରିବ । |
|||
ଏହି ମେଡିସିନ ବିଷୟଟି ଚିକିତ୍ସାର କଳା ଓ ବିଜ୍ଞାନ ବିଷୟରେ ଲିଖିତ । ଔଷଧ ଅର୍ଥରେ ଜାଣିବାକୁ ହେଲେ [[ଔଷଧ ତତ୍ତ୍ଵ]] ପଢ଼ିବାକୁ ଅନୁରୋଧ । |
|||
[[File:Asklepios.3.jpg|thumb|Statue of [[Asclepius]], the [[Greek God|Greek god]] of medicine, holding the symbolic [[Rod of Asclepius]] with its coiled [[snake|serpent]]]] |
|||
'''ମେଡିସିନ''' {{IPAc-en|ˈ|m|ɛ|d|s|ɨ|n|audio=En-uk-medicine.ogg}}, US English {{IPAc-en|ˈ|m|ɛ|d|ɨ|s|ɨ|n|audio=En-us-medicine.ogg}}) ବା ଭେଷଜ ବିଜ୍ଞାନରେ ରୋଗ ବିଷୟରେ ବିଶଦ ବିବରଣୀ ସହ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ପ୍ରତିରୋଧର ବ୍ୟାଖ୍ୟା ଥାଏ<ref>[http://oxforddictionaries.com/ Oxford English Dictionary] definition of "[http://oxforddictionaries.com/definition/medicine?q=medicine medicine]"</ref> । ଜନ ସାଧାରଣ ମେଡିସିନ ଶବ୍ଦର ଅର୍ଥ [[ଔଷଧ]] ବୁଝନ୍ତି, କିନ୍ତୁ ମେଡିସିନ ବିଷୟର ଅର୍ଥ [[ଚିକିତ୍ସା ବିଜ୍ଞାନ]] ବା [[ଭେଷଜ ବିଜ୍ଞାନ]] । ଏହାର ଅନ୍ୟ ଏକ ଅର୍ଥ ଔଷଧ । ଇଂରାଜୀରେ ଏହାକୁ କନ୍ଭେନ୍ସନାଲ୍ (conventional) , ଅର୍ଥୋଡକ୍ସ (orthodox), ସାଇଣ୍ଟିଫିକ୍ (scientific) କିମ୍ଵା ମେନ୍ସ୍ଟ୍ରିମ ମେଡିସିନ (mainstream) ନାମ ଦିଆଯାଏ । ମାନବର ସ୍ଵାସ୍ଥ୍ୟ ରକ୍ଷା, ସ୍ଵାସ୍ଥ୍ୟ ସୁବିଧା, ସ୍ଵାସ୍ଥ୍ୟ ପୁନରୁଦ୍ଧାର, ପ୍ରତିରୋଧ, ପ୍ରତିଷେଧ ଓ ରୋଗ ଚିକିତ୍ସା ଏହାର ପରିସର ମଧ୍ୟରେ ଆସେ । [[ଅଲ୍ଟରନେଟ ମେଡିସିନ]] ([[alternative medicine]]) ନାମକ ଅନ୍ୟ ଏକ ବିଭାଗ ମଧ୍ୟରେ ମେଡିସିନ ବ୍ୟତୀତ ଆହୁରି ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଅଛି। <br /> |
|||
ପ୍ରଚଳିତ ମେଡିସିନ ବିଜ୍ଞାନରେ ବାୟୋମେଡିକାଲ ବିଜ୍ଞାନ ଓ ରିସର୍ଚ୍ଚ, ଜେନେଟିକ୍ସ, ବିଭିନ୍ନ ଟେକ୍ନୋଲୋଜି ସହାୟତାରେ ରୋଗ ନିର୍ଣ୍ଣୟ, ଔଷଧ, ଅପରେଶନ, ରାଡିଏସନ ଇତ୍ୟାଦିର ବିବରଣୀ ଥାଏ <ref>{{cite web | url=http://dictionary.reference.com/browse/medicine | title=Dictionary, medicine | accessdate=December 2, 2013}}</ref> |
|||
। ଏହା ସହ [[ଫିଜିଓଥେରାପି]] ଅଙ୍ଗାଙ୍ଗୀ ବାବେ ଜଡ଼ିତ । <br /> |
|||
[[ଲାଟିନ]] ଭାଷାର ଅର୍ସ ମେଡିସିନା (ars medicina) ଶବ୍ଦରୁ ଆଧୁନିକ ମେଡିସିନ ଶବ୍ଦ ଆସିଛି <ref>Etymology: [[Latin language|Latin]]: ''medicina'', from ''ars medicina'' "the medical art", from ''medicus'' "physician". ([http://www.etymonline.com/index.php?term=medicine Etym.Online]) Cf. ''mederi'' "to heal", etym. "know the best course for," from [[Proto-Indo-European language|PIE]] base *med- "to measure, limit. Cf. [[Greek language|Greek]] ''medos'' "counsel, plan", [[Avestan language|Avestan]] ''vi-mad'' "physician")</ref><ref>[http://www.etymonline.com/index.php?term=medicine "Medicine"] ''Online Etymology Dictionary''</ref>। |
|||
== ଶାଖା == |
|||
ଚିକିତ୍ସା ବିଜ୍ଞାନର ମୂଖ୍ୟ ଶାଖା ସମୂହର ନାମ - |
|||
* ମୌଳିକ ବିଜ୍ଞାନ (Basic science); ଏହି ଶାଖାକୁ ସମସ୍ତେ ପାଠ କରିବାକୁ ହୁଏ । |
|||
* ବିଶିଷ୍ଠ ଚିକିତ୍ସା ବିଜ୍ଞାନ |
|||
* ସହଯୋଗୀ ବିଷୟ |
|||
=== ମୌଳିକ ବିଜ୍ଞାନ (Basic science) === |
|||
* ଶରୀର ଗଠନ ବିଜ୍ଞାନ (Anatomy) |
|||
* ଜୀବରସାୟନ (Biochemistry) |
|||
* ବାୟୋମେକାନିକ୍ସ (Biomechanics) |
|||
* ବାୟୋସ୍ଟାଟିସ୍ଟିକ୍ସ (Biostatistics) |
|||
* ବାୟୋଫିଜିକ୍ସ (Biophysics) |
|||
* ସାଇଟୋଲୋଜି (citology) |
|||
* ଏମ୍ଵ୍ରିଓଲୋଜି (Embryology) |
|||
* ଏଣ୍ଡୋକ୍ରିଇନୋଲୋଜି (Endocrinology) |
|||
* ଏପିଡେମିଓଲୋଜି (Epidemiology) |
|||
* ଜେନେଟିକ୍ସ (Genetics) |
|||
* ହିସ୍ଟୋଲୋଜି (Histology) |
|||
* ଇମ୍ମ୍ୟୁନୋଲୋଜି (Immunology) |
|||
* ମେଡିକାଲ ଫିଜିକ୍ସ (Medical phsics) |
|||
* ମାଇକ୍ରୋବାୟୋଲୋଜି (Microbiology) |
|||
* ମୋଲିକ୍ୟୁଲାର ବାୟୋଲୋଜି (Molecular biology) |
|||
* ନିଉରୋସାଇନ୍ସ (Neuroscience) |
|||
* ନ୍ୟୁଟ୍ରିସନ ସାଇନ୍ସ (Nutrition science) |
|||
* ପାଥୋଲୋଜି (Pathology) |
|||
* ଫର୍ମାକୋଲୋଜି (Pharmacology) |
|||
* ଫୋଟୋବାୟୋଲୋଜି (Photobiology) |
|||
* ଫିଜିଓଲୋଜି (Physiology) |
|||
* ରେଡିଓବାୟୋଲୋଜି (Radio-biology) |
|||
* ଟକ୍ସିକୋଲୋଜି (Toxicology) |
|||
=== ବିଶିଷ୍ଠ ଶାଖା === |
|||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
||
== ବାହାର ଆଧାର == |
|||
{{Sister project links |
|||
|n = Health |
|||
|s = Category:Medicine |
|||
|b = Health science bookshelf |
|||
|wikt = Category:Medicine}} |
|||
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]] |
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]] |
୨୦:୪୨, ୨୩ ଅଗଷ୍ଟ ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଏହି ମେଡିସିନ ବିଷୟଟି ଚିକିତ୍ସାର କଳା ଓ ବିଜ୍ଞାନ ବିଷୟରେ ଲିଖିତ । ଔଷଧ ଅର୍ଥରେ ଜାଣିବାକୁ ହେଲେ ଔଷଧ ତତ୍ତ୍ଵ ପଢ଼ିବାକୁ ଅନୁରୋଧ ।
ମେଡିସିନ /ˈmɛds[invalid input: 'ɨ']n/ (listen), US English /ˈmɛd[invalid input: 'ɨ']s[invalid input: 'ɨ']n/ (listen)) ବା ଭେଷଜ ବିଜ୍ଞାନରେ ରୋଗ ବିଷୟରେ ବିଶଦ ବିବରଣୀ ସହ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ପ୍ରତିରୋଧର ବ୍ୟାଖ୍ୟା ଥାଏ[୧] । ଜନ ସାଧାରଣ ମେଡିସିନ ଶବ୍ଦର ଅର୍ଥ ଔଷଧ ବୁଝନ୍ତି, କିନ୍ତୁ ମେଡିସିନ ବିଷୟର ଅର୍ଥ ଚିକିତ୍ସା ବିଜ୍ଞାନ ବା ଭେଷଜ ବିଜ୍ଞାନ । ଏହାର ଅନ୍ୟ ଏକ ଅର୍ଥ ଔଷଧ । ଇଂରାଜୀରେ ଏହାକୁ କନ୍ଭେନ୍ସନାଲ୍ (conventional) , ଅର୍ଥୋଡକ୍ସ (orthodox), ସାଇଣ୍ଟିଫିକ୍ (scientific) କିମ୍ଵା ମେନ୍ସ୍ଟ୍ରିମ ମେଡିସିନ (mainstream) ନାମ ଦିଆଯାଏ । ମାନବର ସ୍ଵାସ୍ଥ୍ୟ ରକ୍ଷା, ସ୍ଵାସ୍ଥ୍ୟ ସୁବିଧା, ସ୍ଵାସ୍ଥ୍ୟ ପୁନରୁଦ୍ଧାର, ପ୍ରତିରୋଧ, ପ୍ରତିଷେଧ ଓ ରୋଗ ଚିକିତ୍ସା ଏହାର ପରିସର ମଧ୍ୟରେ ଆସେ । ଅଲ୍ଟରନେଟ ମେଡିସିନ (alternative medicine) ନାମକ ଅନ୍ୟ ଏକ ବିଭାଗ ମଧ୍ୟରେ ମେଡିସିନ ବ୍ୟତୀତ ଆହୁରି ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଅଛି।
ପ୍ରଚଳିତ ମେଡିସିନ ବିଜ୍ଞାନରେ ବାୟୋମେଡିକାଲ ବିଜ୍ଞାନ ଓ ରିସର୍ଚ୍ଚ, ଜେନେଟିକ୍ସ, ବିଭିନ୍ନ ଟେକ୍ନୋଲୋଜି ସହାୟତାରେ ରୋଗ ନିର୍ଣ୍ଣୟ, ଔଷଧ, ଅପରେଶନ, ରାଡିଏସନ ଇତ୍ୟାଦିର ବିବରଣୀ ଥାଏ [୨]
। ଏହା ସହ ଫିଜିଓଥେରାପି ଅଙ୍ଗାଙ୍ଗୀ ବାବେ ଜଡ଼ିତ ।
ଲାଟିନ ଭାଷାର ଅର୍ସ ମେଡିସିନା (ars medicina) ଶବ୍ଦରୁ ଆଧୁନିକ ମେଡିସିନ ଶବ୍ଦ ଆସିଛି [୩][୪]।
ଶାଖା
ଚିକିତ୍ସା ବିଜ୍ଞାନର ମୂଖ୍ୟ ଶାଖା ସମୂହର ନାମ -
- ମୌଳିକ ବିଜ୍ଞାନ (Basic science); ଏହି ଶାଖାକୁ ସମସ୍ତେ ପାଠ କରିବାକୁ ହୁଏ ।
- ବିଶିଷ୍ଠ ଚିକିତ୍ସା ବିଜ୍ଞାନ
- ସହଯୋଗୀ ବିଷୟ
ମୌଳିକ ବିଜ୍ଞାନ (Basic science)
- ଶରୀର ଗଠନ ବିଜ୍ଞାନ (Anatomy)
- ଜୀବରସାୟନ (Biochemistry)
- ବାୟୋମେକାନିକ୍ସ (Biomechanics)
- ବାୟୋସ୍ଟାଟିସ୍ଟିକ୍ସ (Biostatistics)
- ବାୟୋଫିଜିକ୍ସ (Biophysics)
- ସାଇଟୋଲୋଜି (citology)
- ଏମ୍ଵ୍ରିଓଲୋଜି (Embryology)
- ଏଣ୍ଡୋକ୍ରିଇନୋଲୋଜି (Endocrinology)
- ଏପିଡେମିଓଲୋଜି (Epidemiology)
- ଜେନେଟିକ୍ସ (Genetics)
- ହିସ୍ଟୋଲୋଜି (Histology)
- ଇମ୍ମ୍ୟୁନୋଲୋଜି (Immunology)
- ମେଡିକାଲ ଫିଜିକ୍ସ (Medical phsics)
- ମାଇକ୍ରୋବାୟୋଲୋଜି (Microbiology)
- ମୋଲିକ୍ୟୁଲାର ବାୟୋଲୋଜି (Molecular biology)
- ନିଉରୋସାଇନ୍ସ (Neuroscience)
- ନ୍ୟୁଟ୍ରିସନ ସାଇନ୍ସ (Nutrition science)
- ପାଥୋଲୋଜି (Pathology)
- ଫର୍ମାକୋଲୋଜି (Pharmacology)
- ଫୋଟୋବାୟୋଲୋଜି (Photobiology)
- ଫିଜିଓଲୋଜି (Physiology)
- ରେଡିଓବାୟୋଲୋଜି (Radio-biology)
- ଟକ୍ସିକୋଲୋଜି (Toxicology)
ବିଶିଷ୍ଠ ଶାଖା
ଆଧାର
- ↑ Oxford English Dictionary definition of "medicine"
- ↑ "Dictionary, medicine". Retrieved December 2, 2013.
- ↑ Etymology: Latin: medicina, from ars medicina "the medical art", from medicus "physician". (Etym.Online) Cf. mederi "to heal", etym. "know the best course for," from PIE base *med- "to measure, limit. Cf. Greek medos "counsel, plan", Avestan vi-mad "physician")
- ↑ "Medicine" Online Etymology Dictionary