"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୫ କ ଧାଡ଼ି: ୪୫ କ ଧାଡ଼ି:
ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ସମ୍ଭିଧାନ ଉଲ୍ଲଂଘନ ଅଭିଯୋଗ ପାଇଁ ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି । ଏହି ମହାଭିଯୋଗ ପ୍ରସ୍ତାବ ସଂସଦର ଯେ କୈଣସି ଗୃହରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଗତ କରାଯାଇଥାଏ । ମହାଭିଯୋଗ ପ୍ରସ୍ତାବଟି ସଂସଦର ପ୍ରତି ସଦନରେ ସର୍ବମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସମର୍ଥନ ପାଇ ଗୃହିତ ହେଲେ,ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି ।

* ଶପଥ ପାଠ :
* ଶପଥ ପାଠ :
ନବ-ନିର୍ବାଚିତ ରାଷ୍ଟ୍ରପତି ଈଶ୍ଵରଙ୍କ ନାମରେ ବା ଦୃଢ଼ ସଂକଳ୍ପ କରି ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସୁରକ୍ଷା ପାଇଁ ଭାରତର ମୂଖ୍ୟ ବିଚାରପତିଙ୍କ ନିକଟରେ ଶପଥ ପାଠ କରିବା ପୂର୍ବକ ନୂତନ ଦାୟିତ୍ଵ ଗ୍ରହଣ କରନ୍ତି ।
ନବ-ନିର୍ବାଚିତ ରାଷ୍ଟ୍ରପତି ଈଶ୍ଵରଙ୍କ ନାମରେ ବା ଦୃଢ଼ ସଂକଳ୍ପ କରି ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସୁରକ୍ଷା ପାଇଁ ଭାରତର ମୂଖ୍ୟ ବିଚାରପତିଙ୍କ ନିକଟରେ ଶପଥ ପାଠ କରିବା ପୂର୍ବକ ନୂତନ ଦାୟିତ୍ଵ ଗ୍ରହଣ କରନ୍ତି ।

== କ୍ଷମତା ==
== କ୍ଷମତା ==
ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ ସ୍ଵୀକୃତି ମିଳିଥିବା ପାଞ୍ଚଟି କ୍ଷମତାଗୁଡିକ ହେଲା :
ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ ସ୍ଵୀକୃତି ମିଳିଥିବା ପାଞ୍ଚଟି କ୍ଷମତାଗୁଡିକ ହେଲା :

୧୫:୧୫, ୨୨ ଅଗଷ୍ଟ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ରାଷ୍ଟ୍ରପତି of ଭାରତ
ଭାରତର ରାଷ୍ଟ୍ରପତି
Presidential Standard
Incumbent
ପ୍ରଣବ ମୁଖାର୍ଜୀ

since 25 July 2012
StyleHon'ble President
(Within India)
His Excellency
(Outside India)[୧]
Residenceରାଷ୍ଟ୍ରପତି ଭବନ
Term lengthFive years (renewable)
Inaugural holderRajendra Prasad
26 January 1950
FormationIndian Constitution
26 January 1950
SalaryIndian Rupee ₹1.5 lakh (US$୩,୩୦୦) (monthly)[୨]
WebsitePresident of India

ରାଷ୍ଟ୍ରପତି ହେଉଛନ୍ତି ଭାରତର ନିର୍ବାଚନ ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ। ସମ୍ବିଧାନ ତାଙ୍କ ହାତରେ କେନ୍ଦ୍ର ସରକାରର କାର୍ଯ୍ୟପାଳିକ କ୍ଷମତା ନ୍ୟସ୍ତ କରିଛି । ସେ ହେଉଛନ୍ତି ସମଗ୍ର ଦେଶର ଐକ୍ୟର ପ୍ରତୀକ ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ ।

ରାଷ୍ଟ୍ରପତି ନିର୍ବାଚନ

ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ସଂସଦ ଓ ରାଜ୍ୟ ବିଧାନସଭାର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ ନିର୍ବାଚକ ମଣ୍ଡଳୀ ଦ୍ଵାରା ଆନୁପାତିକ ପ୍ରତିନିଧିତ୍ଵ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦ ଭୋଟଦାନ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ (କୋଟା) ବା ମିଳିଥିବା ସମସ୍ତ ସଠିକ ଭୋଟର ୫୦ ପ୍ରତିଶତରୁ ଏକ ଅଧିକ (୫୦%+୧) ସମର୍ଥନ ପାଇବା ବାଞ୍ଛନୀୟ ।

ଯୋଗ୍ୟତା

  1. ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିଲେ ।
  2. ତାଙ୍କୁ ଅନ୍ୟୁନ ୩୫ ବର୍ଷ ବୟସ ହୋଇଥିବ ।
  3. ସେ କେନ୍ଦ୍ର ବା ରାଜ୍ୟ ସରକାର ବା ସେହି ସରକାର ଅଧୀନରେ ଥିବା କୈଣସି ସଂସ୍ଥାରେ ଲାଭଜନକ ପଦବୀରେ ଅଧୀଷ୍ଠିତ ହୋଇନଥିବେ ।
  4. ସେ ଜଣେ ବିକୃତ ମସ୍ତିଷ୍କ ଏବଂ ଦେବାଳିଆ ବ୍ୟକ୍ତି ହୋଇନଥିବେ ।
  5. ସଂସଦ ବା କୈଣସି ରାଜ୍ୟ ବିଧାନମଣ୍ଡଳର ସେ ସଦସ୍ୟ ନ ଥିବେ । ଯଦି ବା ସେ ସଦସ୍ୟ ହୋଇଥିବେ, ତେବେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେହି ସଦସ୍ୟ ପଦ ତ୍ୟାଗ କରିବେ । [୩][୪]

  • ନିର୍ବାଚନ ମଣ୍ଡଳୀ :
  • ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ବ୍ୟବସ୍ଥା :

ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ

ରାଷ୍ଟ୍ରପତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ସେହି ପଦବୀରେ ସେ ପୁନଃ ନିର୍ବାଚିତ ହେବାର କୈଣସି ସାମ୍ବିଧାନିକ ବାଧା ନାହିଁ । ତେବେ ଆମର ପ୍ରଥମ ରାଷ୍ଟ୍ରପରି ରାଜେନ୍ଦ୍ର ପ୍ରସାଦଙ୍କ ବ୍ୟତିତ ଅନ୍ୟ କୈଣସି ରାଷ୍ଟ୍ରପତି ଏ ଅବଧି ପୁନଃ ନିର୍ବାଚିତ ହୋଇନାହାନ୍ତି ।

ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ଇଛା କଲେ, ଉପରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ନିଜର ଇସ୍ତଫା ଜରିଆରେ ନିଜ ପଦବୀରୁ ଅବ୍ୟାହତ ନେଇପାରିବେ ।

ଯଦି ମୃତ୍ୟୁ,ଇସ୍ତଫା ଓ ମହାଅଭିଯୋଗ କାରଣରୁ ରାଷ୍ଟ୍ରପତି ପଦ ଖାଲି ପଡେ,ତେବେ ଉପରାଷ୍ଟ୍ରପତି ସର୍ବାଧିକ ଛଅ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି ଏହି ଛଅ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପାଞ୍ଚ ବର୍ଷରୁ ଅଧିକ ସମୟ ବୃଦ୍ଧି କରାଯାଇପାରିବ ନାହିଁ ।

  • ପଦଚ୍ୟୁତି ବା ମହାଭିଯୋଗ ପ୍ରସ୍ତାବ :

ମହାଭିଯୋଗ ପ୍ରସ୍ତାବ ମାଧ୍ୟମରେ ସମ୍ଭିଧାନ ଉଲ୍ଲଂଘନ ଅଭିଯୋଗ ପାଇଁ ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି । ଏହି ମହାଭିଯୋଗ ପ୍ରସ୍ତାବ ସଂସଦର ଯେ କୈଣସି ଗୃହରେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆଗତ କରାଯାଇଥାଏ । ମହାଭିଯୋଗ ପ୍ରସ୍ତାବଟି ସଂସଦର ପ୍ରତି ସଦନରେ ସର୍ବମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସମର୍ଥନ ପାଇ ଗୃହିତ ହେଲେ,ରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି ।

  • ଶପଥ ପାଠ :

ନବ-ନିର୍ବାଚିତ ରାଷ୍ଟ୍ରପତି ଈଶ୍ଵରଙ୍କ ନାମରେ ବା ଦୃଢ଼ ସଂକଳ୍ପ କରି ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସୁରକ୍ଷା ପାଇଁ ଭାରତର ମୂଖ୍ୟ ବିଚାରପତିଙ୍କ ନିକଟରେ ଶପଥ ପାଠ କରିବା ପୂର୍ବକ ନୂତନ ଦାୟିତ୍ଵ ଗ୍ରହଣ କରନ୍ତି ।

କ୍ଷମତା

ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ ସ୍ଵୀକୃତି ମିଳିଥିବା ପାଞ୍ଚଟି କ୍ଷମତାଗୁଡିକ ହେଲା :

କାର୍ଯ୍ୟପାଳିକା କ୍ଷମତା

କେନ୍ଦ୍ରସରକାର ସମସ୍ତ କାର୍ଯ୍ୟପାଳିକା ଦାୟିତ୍ଵ ରାଷ୍ଟ୍ରପତିଙ୍କ ହାତରେ ସମ୍ବିଧାନ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ମନ୍ତ୍ରୀ ମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ଲୋକ ସଭାରେ ସଂଖ୍ୟା ଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଥମେ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି । ପରେ ପରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ମନ୍ତ୍ରୀପରିଷଦରେ ଥିବା ତିନି ଶ୍ରେଣୀର ମନ୍ତ୍ରୀ, ଯଥା: କ୍ୟାବିନେଟ ପାହ୍ୟା ମନ୍ତ୍ରୀ ,ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ସେ ନିଯୁକ୍ତ ପ୍ରଦାନ କରନ୍ତି ଓ ସମସ୍ତଙ୍କ ପଦ ଓ ଗୋପନୀୟତାର ଶପଥ ଦିଅନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ମନ୍ତ୍ରୀପରିଷଦ ରାଷ୍ଟ୍ରପତିଙ୍କ ଇଛାଅନୁସାରେ ସେମାନଙ୍କର ପଦବୀରେ ରହିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି; ମାତ୍ର ବାସ୍ତବତା ହେଲା ଲୋକ ସଭାର ଇଛା ହିଁ ରାଷ୍ଟ୍ରପତିଙ୍କ ଇଛା । କୌଣସି ପ୍ରକାର ଅସ୍ଵାଭାବିକ ପରିସ୍ଥିତିରେ ଯଦି କୈଣସି ଦଳ ଲୋକସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇନଥାନ୍ତି ଓ ଗୋଟିଏ ଝୁଲା ସଂସଦ ସୃଷ୍ଟି ହୋଇଥାଏ, ତେବେ ସେ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଚୟନ ଏକ କଷ୍ଟକର ବ୍ୟାପାର ହୋଇଥାଏ । କିନ୍ତୁ ନିଜର ଅଭିଜ୍ଞତା, ନିରପେକ୍ଷ ବିଚାରଶକ୍ତି ଓ ବିବେକାନୁସାରେ ରାଷ୍ଟ୍ରପତି ଏପରି ଏକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି କରନ୍ତି ଯେ କି ତାଙ୍କ (ରାଷ୍ଟ୍ରପତି) ମତରେ , ଦେଶରେ ଏକ ସୁସ୍ଥ ଓ ସୁଦୃଢ଼ ଶାସନ ପ୍ରତିଷ୍ଠା କରିପାରିବେ । ତେବେ ନବନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକସଭାରେ ଆସ୍ଥା ଭୋଟ୍ ଲୋଡିବାକୁ ହୁଏ ।

ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ, ସେ ଇସ୍ତଫା ପ୍ରଦାନ କରିବା ବାଧ୍ୟ । ଯଦି ପ୍ରଧାନମନ୍ତ୍ରୀ ସ୍ଵତଃ ଇସ୍ତଫା ନଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରିପାରିବେ ।

ବ୍ୟବସ୍ଥାପିକା ବା ବୈଧାନିକ କ୍ଷମତା

ଆର୍ଥିକ କ୍ଷମା

ନ୍ୟାୟପାଳିକ କ୍ଷମତା

ଜରୁରୀକାଳୀନ କ୍ଷମତା

ଆଧାର

  1. "'His Excellency' to Go: Prez Approves New Protocol". Outlook India. 9 October 2012. Retrieved 9 October 2012.
  2. "President okays her own salary hike by 300 per cent". The Indian Express. 3 January 2009. Retrieved 6 May 2012.
  3. "Eligibility for President of India". Retrieved 2 May 2012.
  4. Rom8Fsss%289%29.pdf "Article 54 (election of president)" (PDF). Retrieved 2 May 2012. {{cite web}}: Check |url= value (help)

ବାହାର ତଥ୍ୟ