"ଜଗନ୍ନାଥ ମନ୍ଦିର, ରାୟଗଡ଼ା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ଗ୍ୟାଲେରୀ |
Hpsatapathy (ଆଲୋଚନା | ଅବଦାନ) ଟିକେ →ଗ୍ୟାଲେରୀ |
||
୪୧ କ ଧାଡ଼ି: | ୪୧ କ ଧାଡ଼ି: | ||
== ଗ୍ୟାଲେରୀ == |
== ଗ୍ୟାଲେରୀ == |
||
<gallery> |
<gallery mode=packed> |
||
Jagannath temple, Rayagada.JPG|ମନ୍ଦିର ସମ୍ମୁଖ ଦୃଶ୍ୟ |
Jagannath temple, Rayagada.JPG|ମନ୍ଦିର ସମ୍ମୁଖ ଦୃଶ୍ୟ |
||
Car ready for Car Festival at Rayagada.JPG|[[ରଥଯାତ୍ରା]] ପାଇଁ ରଥ ପ୍ରସ୍ତୁତ |
Car ready for Car Festival at Rayagada.JPG|[[ରଥଯାତ୍ରା]] ପାଇଁ ରଥ ପ୍ରସ୍ତୁତ |
୧୩:୫୦, ୨୩ ଜୁଲାଇ ୨୦୧୫ ଅନୁସାରେ କରାଯାଇଥିବା ବଦଳ
ଜଗନ୍ନାଥ ମନ୍ଦିର, ରାୟଗଡ଼ା | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ରାୟଗଡ଼ା |
Location | |
ସ୍ଥାନ | ରାୟଗଡ଼ା |
State | ଓଡ଼ିଶା |
Country | ଭାରତ |
ଏହି ଜଗନ୍ନାଥ ମନ୍ଦିର ରାୟଗଡ଼ା ଜିଲ୍ଲା, (ଓଡ଼ିଶା)ର ରାୟଗଡ଼ାଠାରେ ଅବସ୍ଥିତ ।[୧][୨] ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା । ଶ୍ରଦ୍ଧା ଶ୍ରୀକ୍ଷେତ୍ର ନାମରେ ମଧ୍ୟ ଏହା ପରିଚିତ ।[୩][୪]
ଇତିହାସ
ମୂଳ ମନ୍ଦିରଟି ପଚାଶ ବର୍ଷରୁ ଅଧିକ ପୁରୁଣା । ନୂତନ ମନ୍ଦିରଟି ଜୁନ୍ ୨୦, ୨୦୦୭ ରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ଗଣେଶ, ହନୁମାନ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।
ପାର୍ବଣ
ଏଠାରେ ପାଳିତ ସମସ୍ତ ପାର୍ବଣ ମଧ୍ୟରେ ରଥଯାତ୍ରା ଅନ୍ୟତମ ।
ଗ୍ୟାଲେରୀ
-
ମନ୍ଦିର ସମ୍ମୁଖ ଦୃଶ୍ୟ
-
ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ
-
ମୁଖ୍ୟ ମନ୍ଦିର ସହ ଲକ୍ଷ୍ମୀ ମନ୍ଦିର
-
ମନ୍ଦିର ମୁଖ୍ୟ ଦ୍ଵାର
-
ମୁଖ୍ୟ ମନ୍ଦିରକୁ ପ୍ରବେଶ ଦ୍ଵାର
-
ରଥ ଉପରେ ତିନି ଦିଅଁ
-
Jagannath, Balabhadra & Subhadra
-
Jagannath in Nrusingha Avatar in Mausima Temple
ଆହୁରି ଦେଖନ୍ତୁ
ଆଧାର
- ↑ "Jagannath Temple". ixigo.com. Retrieved 2 July 2015.
- ↑ "Shree Jagannath Temple". jagannath.nic.in. Retrieved 2 July 2015.
- ↑ "Temples in Rayagada". onefivenine.com. Retrieved 2 July 2015.
- ↑ Mahalika, Er. Nirakar. "Cultural Heritage of Undivided Koraput District of Odisha" (PDF) (Apr–May, 2014): 102–105. Retrieved 2 July 2015.
{{cite journal}}
: Cite journal requires|journal=
(help)