"ଗୁଣପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 19°05′N 83°49′E / 19.08°N 83.82°E / 19.08; 83.82
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ MKar ପୃଷ୍ଠାଟିକୁ ଗୁଣୁପୁରରୁ ଗୁଣପୁରକୁ ଘୁଞ୍ଚାଇଲେ: ଆଲୋଚନା ପୃଷ୍ଠାର ମତ ଅନୁସାରେ ଘୁଞ୍ଚାଗଲା ।
ଟିକେ →‎ବନାନ: ଗୁଣୁପୁର > ଗୁଣପୁର
୨ କ ଧାଡ଼ି: ୨ କ ଧାଡ଼ି:
<!-- See [[Wikipedia:WikiProject Indian cities]] for details -->
<!-- See [[Wikipedia:WikiProject Indian cities]] for details -->
{{Infobox Indian jurisdiction
{{Infobox Indian jurisdiction
| native_name = ଗୁଣୁପୁର
| native_name = ଗୁଣପୁର
| type = ସହର
| type = ସହର
| latd = 19.08 | longd = 83.82
| latd = 19.08 | longd = 83.82
୨୪ କ ଧାଡ଼ି: ୨୪ କ ଧାଡ଼ି:
| }}
| }}


'''ଗୁଣୁପୁର''',[[ରାୟଗଡ଼ା ଜିଲ୍ଲା]]ର ଏକ ପ୍ରମୁଖ ସହର ଓ ଗୁଣୁପୁର ଉପଖଣ୍ଡର (''ସବ୍‌ ଡିଭିଜନ୍'') ସଦର ମହକୁମା ଅଟେ ।
'''ଗୁଣପୁର''',[[ରାୟଗଡ଼ା ଜିଲ୍ଲା]]ର ଏକ ପ୍ରମୁଖ ସହର ଓ ଗୁଣୁପୁର ଉପଖଣ୍ଡର (''ସବ୍‌ ଡିଭିଜନ୍'') ସଦର ମହକୁମା ଅଟେ ।


== ଇତିହାସ ==
== ଇତିହାସ ==
ଗୁଣୁପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣୁପୁରର [[ସରକାରୀ ହାଇସ୍କୁଲ,ଗୁଣୁପୁର|ସରକାରୀ ହାଇସ୍କୁଲ]] ଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ [[ଗୁଣୁପୁର ମହାବିଦ୍ୟାଳୟ]] ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।
ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣପୁରର [[ସରକାରୀ ହାଇସ୍କୁଲ,ଗୁଣୁପୁର|ସରକାରୀ ହାଇସ୍କୁଲ]]ଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ [[ଗୁଣୁପୁର ମହାବିଦ୍ୟାଳୟ]] ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।


==ଭୂଗୋଳ==
==ଭୂଗୋଳ==
ଗୁଣୁପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।<ref>[http://www.fallingrain.com/world/IN/21/Gunupur.html Falling Rain Genomics, Inc - Gunupur " ଗୁଣୁପୁରର ଅକ୍ଷାଂଶ ଓ ଦ୍ରାଘିମା]</ref> ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡଗେଜ ଲାଇନରେ ଗୁଣୁପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।<ref>[http://www.fallingrain.com/world/IN/21/Gunupur.html Falling Rain Genomics, Inc - Gunupur " ଗୁଣୁପୁରର ଅକ୍ଷାଂଶ ଓ ଦ୍ରାଘିମା]</ref> ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।


==ଦର୍ଶନୀୟ ସ୍ଥାନ==
==ଦର୍ଶନୀୟ ସ୍ଥାନ==
[[File:Jagannath temple at Gunupur,Rayagada.jpg|thumb|ଜଗନ୍ନାଥ ମନ୍ଦିର, ଗୁଣୁପୁର]]
[[File:Jagannath temple at Gunupur,Rayagada.jpg|thumb|ଜଗନ୍ନାଥ ମନ୍ଦିର, ଗୁଣପୁର]]
ଗୁଣୁପୁର ନିକଟରେ ଥିବା [[ପଦ୍ମପୁର,ରାୟଗଡ଼ା|ପଦ୍ମପୁର]]ର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣୁପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
ଗୁଣପୁର ନିକଟରେ ଥିବା [[ପଦ୍ମପୁର,ରାୟଗଡ଼ା|ପଦ୍ମପୁର]]ର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣୁପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
* ପୁଲିଗୁମିର ପିକନିକ ଜାଗା
* ପୁଲିଗୁମିର ପିକନିକ ଜାଗା
* ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା
* ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା

୧୦:୫୬, ୧୪ ମଇ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଗୁଣପୁର
—  ସହର  —
ଗୁଣପୁର
ଗୁଣପୁରର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 19°05′N 83°49′E / 19.08°N 83.82°E / 19.08; 83.82
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ରାୟଗଡ଼ା
ଲୋକସଂଖ୍ୟା ୨୪,୭୦୬
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା


83 metres (272 ft)

କୋଡ଼

ଗୁଣପୁର,ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ସହର ଓ ଗୁଣୁପୁର ଉପଖଣ୍ଡର (ସବ୍‌ ଡିଭିଜନ୍) ସଦର ମହକୁମା ଅଟେ ।

ଇତିହାସ

ଗୁଣପୁର ସହରଟି ପ୍ରଥମେ ଛୋଟ ଏକ ଗାଁ କାମ୍ପଗୁଡା ନାମରେ ପରିଚିତ ଥିଲା । ବର୍ତ୍ତମାନ ସହରରେ ସଂଖ୍ୟାଧିକ ଲୋକ ମୂଖ୍ୟତଃ ଓଡ଼ିଆ ଏବଂ ତେଲୁଗୁ କହନ୍ତି । ଆଦିବାସୀ ସଂପ୍ରଦାୟ ସୌରା ଏବଂ କୁଇ ଭାଷା ବ୍ୟବହାର କରନ୍ତି । ଗୁଣପୁରର ସରକାରୀ ହାଇସ୍କୁଲଟି ଜିଲ୍ଲାର ସର୍ବପ୍ରାଚୀନ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ସ୍ଥାନୀୟ ଗୁଣୁପୁର ମହାବିଦ୍ୟାଳୟ ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିଲା ।

ଭୂଗୋଳ

ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।[୧] ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।

ଦର୍ଶନୀୟ ସ୍ଥାନ

ଜଗନ୍ନାଥ ମନ୍ଦିର, ଗୁଣପୁର

ଗୁଣପୁର ନିକଟରେ ଥିବା ପଦ୍ମପୁରର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣୁପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-

ଆଧାର

ବାହାର ଲିଙ୍କ