"ସୀତାକାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
Hellohappy (ଆଲୋଚନା | ଅବଦାନ) ସାହିତ୍ୟ ସର୍ଜନା |
||
୨୦ କ ଧାଡ଼ି: | ୨୦ କ ଧାଡ଼ି: | ||
== ସାହିତ୍ୟ ସର୍ଜନା == |
== ସାହିତ୍ୟ ସର୍ଜନା == |
||
=== କବିତା === |
=== କବିତା === |
||
* |
* ଦୀପ୍ତି ଓ ଦ୍ୟୁତି (୧୯୬୩) |
||
* ଅଷ୍ଟପଦୀ (୧୯୬୭) |
|||
* |
* ଶବଦର ଆକାଶ (୧୯୭୧) |
||
* ସମୁଦ୍ର (୧୯୭୭) |
|||
* ଚିତ୍ରନଦୀ (୧୯୭୯) |
|||
* ଆର ଦୃଶ୍ୟ (୧୯୮୧) |
* ଆର ଦୃଶ୍ୟ (୧୯୮୧) |
||
* ସମୟର ଶେଷ ନାମ (୧୯୮୪) |
|||
⚫ | |||
* କାହାକୁ ପୁଚ୍ଛିବା କୁହ (୧୯୮୭) |
|||
* ଚଢେଇରେ ତୁ କି ଜାଣୁ (୧୯୯୦) |
|||
* ଫେରି ଆସିବାର ବେଳ (୧୯୯୧) |
|||
⚫ | |||
* ବର୍ଷା ସକାଳ (୧୯୯୩) |
|||
* ପାଦ ଚିହ୍ନ ( ୧୯୯୬) |
|||
* ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭) |
|||
* ନିର୍ବାଚିତ କବିତା (୧୯୯୮) |
|||
* କପଟ ପାସ (୨୦୦୦) |
|||
* ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ) |
|||
* ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ) |
|||
* ପ୍ରଦକ୍ଷିଣା ( ୨୦୦୨) |
|||
=== ପ୍ରବନ୍ଧ === |
=== ପ୍ରବନ୍ଧ === |
||
* ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮) |
|||
* ନିଶଙ୍ଗ ମଣିଷ (୧୯୮୦) |
|||
* ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦) |
* ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦) |
||
* ଅନ୍ଧାରର ଝୋଟି ଚିତ୍ର (୧୯୯୦) |
|||
* ସମୟର ଆରପାରି (୧୯୯୮) |
|||
=== ଭ୍ରମଣକାହାଣୀ === |
=== ଭ୍ରମଣକାହାଣୀ === |
||
* [[ଅନେକ ଶରତ]] (୧୯୮୧) |
* [[ଅନେକ ଶରତ]] (୧୯୮୧) |
||
=== ''ତାଳପତ୍ର ଉପରେ'' === |
=== ''ତାଳପତ୍ର ଉପରେ'' === |
||
* ଉଷାବିଳାସ |
* ଉଷାବିଳାସ |
||
=== ଇଂରାଜୀ === |
=== ଇଂରାଜୀ === |
||
* The curve of meaning (୧୯୭୪) |
|||
* Bare foot in two reality (୧୯୭୫) |
|||
* Gestures of Intimacy (୧୯୭୬) |
|||
* Bhima Bhoi (୧୯୮୩) |
|||
* Modernisation & Ritual (୧୯୮୬) |
|||
* Tradition & Modern Artist (୧୯୮୭) |
|||
* Mohabharat & Modern India Literature (୧୯୮୮) |
|||
* Jagannath Dash (୧୯୯୦) |
|||
* Tribal Wall Paintings of Orissa (୧୯୯୧) |
|||
* Tribal Life and Culture of Orissa (୧୯୯୨) |
|||
* The ruined Temple and other poems, 1996 (କବିତା, ଅନୁବାଦ) |
* The ruined Temple and other poems, 1996 (କବିତା, ଅନୁବାଦ) |
||
* Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)<!--Oral poetry of Indian Tribals in translation).--> |
* Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)<!--Oral poetry of Indian Tribals in translation).--> |
||
୪୩ କ ଧାଡ଼ି: | ୭୧ କ ଧାଡ଼ି: | ||
* ନ୍ୟାସନାଲ ବୁକ ଟ୍ରଷ୍ଟ, [[ଦିଲ୍ଲୀ]]ର ସଭାପତି <!--Chairman of National Book Trust, New Delhi--> |
* ନ୍ୟାସନାଲ ବୁକ ଟ୍ରଷ୍ଟ, [[ଦିଲ୍ଲୀ]]ର ସଭାପତି <!--Chairman of National Book Trust, New Delhi--> |
||
=== ସମ୍ମାନ === |
=== ସମ୍ମାନ === |
||
* ଜ୍ଞାନପୀଠ ସମ୍ମାନ (୧୯୯୩) |
* ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ |
||
* [[ସାରଳା ପୁରସ୍କାର]]<ref>[http://www.imfa.in/csr/saralaaward.htm ସାରଳା ପୁରସ୍କାର ବିଜେତାଙ୍କ ତାଲିକା]</ref> (୧୯୮୫) |
* [[ସାରଳା ପୁରସ୍କାର]]<ref>[http://www.imfa.in/csr/saralaaward.htm ସାରଳା ପୁରସ୍କାର ବିଜେତାଙ୍କ ତାଲିକା]</ref> (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ |
||
* ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪) |
* ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪) - ଅଷ୍ଟପଦୀ ପୁସ୍ତକ ପାଇଁ |
||
* କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪) |
* କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ<ref>http://odisha.gov.in/e-magazine/orissaannualreference/ORA-2011/pdf/87-89.pdf</ref> |
||
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.--> |
* ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, [[ଟୋକିଓ]] (୨୦୦୧) <!--‘Award of the Highest Honour' by Soka University of Tokyo, 2001.--> |
||
* ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକ ମାନଙ୍କ ମଧ୍ୟରୁ ଜଣେ)<ref>http://www.limcabookofrecords.in/peopleoftheyear.aspx?id=16</ref> |
* ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକ ମାନଙ୍କ ମଧ୍ୟରୁ ଜଣେ)<ref>http://www.limcabookofrecords.in/peopleoftheyear.aspx?id=16</ref> |
୧୬:୪୫, ୧୩ ମଇ ୨୦୧୫ ଅନୁସାରେ କରାଯାଇଥିବା ବଦଳ
ସୀତାକାନ୍ତ ମହାପାତ୍ର | |
---|---|
ଜନ୍ମ | |
ବୃତ୍ତି | ପ୍ରଶାସନିକ ଅଧିକାରୀ |
ପ୍ରସିଦ୍ଧି | କବି, ସାହିତ୍ୟ ସମାଲୋଚକ |
ଉଲ୍ଲେଖନୀୟ କୃତି | ଶବର ଆକାଶ (୧୯୭୧) ସମୁଦ୍ର (୧୯୭୭) |
ସୀତାକାନ୍ତ ମହାପାତ୍ର (ଜନ୍ମ ୧୭ ସେପ୍ଟେମ୍ବର, ୧୯୩୭, ମାହାଙ୍ଗା, କଟକ, ଓଡ଼ିଶା) ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଜଣାଶୁଣା କବି ଓ ସାହିତ୍ୟ ସମାଲୋଚକ ।[୧][୨] ସେ ଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ.)ରେ ୧୯୬୧ରୁ ଦୀର୍ଘକାଳ ଧରି କାମ କରିବା ପରେ ୧୯୯୫ରେ ଅବସର ନେଇ ଦିଲ୍ଲୀର ନ୍ୟାସନାଲ ବୁକ ଟ୍ରଷ୍ଟର ସଭାପତି ଭାବରେ କାମ କରିଆସୁଛନ୍ତି । ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ୩ୟ ଓଡ଼ିଆ ।
ସାହିତ୍ୟ ସର୍ଜନା
କବିତା
- ଦୀପ୍ତି ଓ ଦ୍ୟୁତି (୧୯୬୩)
- ଅଷ୍ଟପଦୀ (୧୯୬୭)
- ଶବଦର ଆକାଶ (୧୯୭୧)
- ସମୁଦ୍ର (୧୯୭୭)
- ଚିତ୍ରନଦୀ (୧୯୭୯)
- ଆର ଦୃଶ୍ୟ (୧୯୮୧)
- ସମୟର ଶେଷ ନାମ (୧୯୮୪)
- କାହାକୁ ପୁଚ୍ଛିବା କୁହ (୧୯୮୭)
- ଚଢେଇରେ ତୁ କି ଜାଣୁ (୧୯୯୦)
- ଫେରି ଆସିବାର ବେଳ (୧୯୯୧)
- ଶ୍ରେଷ୍ଠ କବିତା (୧୯୯୨)
- ବର୍ଷା ସକାଳ (୧୯୯୩)
- ପାଦ ଚିହ୍ନ ( ୧୯୯୬)
- ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭)
- ନିର୍ବାଚିତ କବିତା (୧୯୯୮)
- କପଟ ପାସ (୨୦୦୦)
- ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ)
- ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ)
- ପ୍ରଦକ୍ଷିଣା ( ୨୦୦୨)
ପ୍ରବନ୍ଧ
- ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮)
- ନିଶଙ୍ଗ ମଣିଷ (୧୯୮୦)
- ଶବ୍ଦ, ସ୍ଵପ୍ନ ଓ ନିର୍ଭୀକତା (୧୯୯୦)
- ଅନ୍ଧାରର ଝୋଟି ଚିତ୍ର (୧୯୯୦)
- ସମୟର ଆରପାରି (୧୯୯୮)
ଭ୍ରମଣକାହାଣୀ
- ଅନେକ ଶରତ (୧୯୮୧)
ତାଳପତ୍ର ଉପରେ
- ଉଷାବିଳାସ
ଇଂରାଜୀ
- The curve of meaning (୧୯୭୪)
- Bare foot in two reality (୧୯୭୫)
- Gestures of Intimacy (୧୯୭୬)
- Bhima Bhoi (୧୯୮୩)
- Modernisation & Ritual (୧୯୮୬)
- Tradition & Modern Artist (୧୯୮୭)
- Mohabharat & Modern India Literature (୧୯୮୮)
- Jagannath Dash (୧୯୯୦)
- Tribal Wall Paintings of Orissa (୧୯୯୧)
- Tribal Life and Culture of Orissa (୧୯୯୨)
- The ruined Temple and other poems, 1996 (କବିତା, ଅନୁବାଦ)
- Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ)
ପଦ ଓ ସମ୍ମାନ
ପଦ
- ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
- ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
- ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
- ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
- ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି
ସମ୍ମାନ
- ଜ୍ଞାନପୀଠ ସମ୍ମାନ (୧୯୯୩) - ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
- ସାରଳା ପୁରସ୍କାର[୩] (୧୯୮୫) - ଆର ଦୃଶ୍ୟ ପୁସ୍ତକ ପାଇଁ
- ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର (୧୯୭୧ ଓ ୧୯୮୪) - ଅଷ୍ଟପଦୀ ପୁସ୍ତକ ପାଇଁ
- କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର (୧୯୭୪) - ଶବଦର ଆକାଶ ପୁସ୍ତକ ପାଇଁ[୪]
- ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
- ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକ ମାନଙ୍କ ମଧ୍ୟରୁ ଜଣେ)[୫]
ଆଧାର
- ↑ "Deceptive simplicity". The Hindu. Dec 01, 2002.
{{cite news}}
: Check date values in:|date=
(help) - ↑ "The Mahapatra Muse: Two deeply vivid volumes of poems from the oriya masters". The Outlook. Sep 25, 1996.
{{cite web}}
: Unknown parameter|coauthors=
ignored (|author=
suggested) (help) - ↑ ସାରଳା ପୁରସ୍କାର ବିଜେତାଙ୍କ ତାଲିକା
- ↑ http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
- ↑ http://www.limcabookofrecords.in/peopleoftheyear.aspx?id=16