"ବାଆଁରା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
ଟିକେ added Category:ଜୀବନ ଶୈଳୀ using HotCat |
||
୬ କ ଧାଡ଼ି: | ୬ କ ଧାଡ଼ି: | ||
==ଆଧାର== |
==ଆଧାର== |
||
{{ଆଧାର}} |
{{ଆଧାର}} |
||
[[ଶ୍ରେଣୀ:ଜୀବନ ଶୈଳୀ]] |
୦୩:୨୮, ୨୫ ଅପ୍ରେଲ ୨୦୧୫ ଅନୁସାରେ କରାଯାଇଥିବା ବଦଳ
ପ୍ରଶାଖାଯୁକ୍ତ ଦୁଇଟି ଛୋଟ ଗଛଡାଳକୁ କାଟି ଅଗ୍ରଭାଗକୁ ଗୋଜିଆ ବା ତୀକ୍ଷ୍ଣ କରାଯାଏ । ସରୁ ଦଉଡିରେ ଉକ୍ତ ଦୁଇଟି ଡାଳକୁ ଏପରି ବନ୍ଧାଯାଇଥାଏ ଯେପରି ବାଛୁରୀ ମୁହଁରେ ବାନ୍ଧିହେବ ।
ବ୍ୟବହାର
ବାଛୁରୀ ଯେତେବେଳେ ଘାସଖାଇବା ଶିଖିଯାଏ, ସେତେବେଳେ ମା'ଗାଈ ସହିତ ବାଛୁରୀକୁ ଘାସପଡ଼ିଆ କିମ୍ବା ବଣଜଙ୍ଗଲକୁ ଛାଡ଼ିଦିଆଯାଏ । କିନ୍ତୁ ବାଛୁରୀ ମା'ଗାଈଠାରୁ ମଝିରେ ମଝିରେ ସବୁତକ ଖିରପିଇଦିଏ । ବାଛୁରୀ ଗାଈଠାରୁ ଖିର ନ ପିଇପାରିବା ପାଇଁ , ବାଛୁରୀମୁହଁରେ ବାଆଁରା ବାନ୍ଧିଦିଆଯାଏ ।[୧] ବାଛୁରୀ ଯେତେବେଳେ ଖିର ପିଇବାକୁ ମା'ଗାଈ ଚିରରେ ମୁହଁ ଲଗାଏ, ସେତେବେଳେ ବାଆଁରାର ତୀକ୍ଷ୍ଣ ଅଗ୍ରଭାଗ ଗାଈର ପହ୍ନାରେ ସ୍ପର୍ଶକରି ଆଘାତ ଦିଏ । ଫଳରେ ଗାଈ ଆଘାତ ପାଇ ବାଛୁରୀଠାରୁ ଦୂରକୁ ଚାଲିଯାଏ ଏବଂବାଛୁରୀ ଆଉ ଖିର ପିଇପାରେ ନାହିଁ ।
ଆଧାର
- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.