"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
୩ କ ଧାଡ଼ି: ୩ କ ଧାଡ଼ି:
|name = ଇଲିଆନା ସିତାରିଷ୍ଟ
|name = ଇଲିଆନା ସିତାରିଷ୍ଟ
|image = Ileana Citaristi.jpg
|image = Ileana Citaristi.jpg
|caption = [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉ]] ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
|caption = [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉନୃତ୍ୟ]] ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
|birth_name = ଇଲିଆନା ସିତାରିଷ୍ଟ
|birth_name = ଇଲିଆନା ସିତାରିଷ୍ଟ
|birth_date = {{Birth date and age|1968|6|27|mf=y}}
|birth_date = {{Birth date and age|1968|6|27|mf=y}}
୧୯ କ ଧାଡ଼ି: ୧୯ କ ଧାଡ଼ି:

== ନୃତ୍ୟ ଜୀବନୀ ==
== ନୃତ୍ୟ ଜୀବନୀ ==
[[File:Ileana Citaristi performing Mayurbhanj Chau style Siba Tandaba.jpg|thumb|[[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉ]]ରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ]]
[[File:Ileana Citaristi performing Mayurbhanj Chau style Siba Tandaba.jpg|thumb|[[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ଛଉନୃତ୍ୟ]]ରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ]]
ଇଲିଆନା ଗୁରୁ [[କେଳୁଚରଣ ମହାପାତ୍ର|କେଳୁଚରଣ ମହାପାତ୍ରଙ୍କ]] ପାଖରେ [[ଓଡ଼ିଶୀ]] ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।<ref name="articles.timesofindia.indiatimes" /> ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କ ଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।<ref>{{cite web|title=Padmashri Ileana Citaristi|url=http://spicmacay.com/articles/padmashri-ileana-citaristi|publisher=SPICMACAY|accessdate=6 November 2012}}</ref> ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ ଛଉ ନୃତ୍ୟ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।<ref name="narthaki">{{cite web|title=Dr. Ileana Citaristi: My karma is to break new ground|url=http://www.narthaki.com/info/intervw/intrv149.html|accessdate=6 November 2012}}</ref>

==ପ୍ରମୁଖ ପ୍ରସ୍ତୁତି==
ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବେସିତ ଗ୍ରୀକ ପୁରଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବେସିତ, ‘ଇମେଜେସ ଅଫ ଚେଂଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ବଲିଖିତ କବିତା ଉପରେ ପର୍ଯ୍ୟବେସିତ <ref name="thehindu" />ଓଡ଼ିଶୀରେ 'ମାୟା ଦର୍ପଣ', '[[ମହାନଦୀ]]: ଆଣ୍ଡ ଦ ରିଭର ଫ୍ଲୋଜ',ଓଡିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ <ref name="kalinga" /> 'କରୁଣା', [[ମଦର ଟେରେସା]]ଙ୍କ ଜୀବନୀ ଉପରେ <ref name="thehindu" /> ଏବଂ 'ସରଣମ୍', ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତ କୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି <ref>{{cite news|title=Oscillating between roles|url=http://www.thehindu.com/arts/dance/oscillating-between-roles/article101195.ece|accessdate=6 November 2012|newspaper=The Hindu|date=February 5, 2010}}</ref> are some of her notable compositions.

== ବହି ଓ ଚଳଚ୍ଚିତ୍ର ==
== ବହି ଓ ଚଳଚ୍ଚିତ୍ର ==
୨୯ କ ଧାଡ଼ି: ୩୨ କ ଧାଡ଼ି:

ସେ ମଧ୍ୟ [[ମୁମ୍ବାଇ|ମୁମ୍ବାଇର]] ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।<ref name="kalinga" /><ref name="narthaki" /> ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମ ଶ୍ରୀ" ମିଳିଛି ।<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=47 Dr.(Ms.) Ileana Citaristi PS OR Art}}</ref> ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।<ref name="kalinga_a" />

==କାର୍ଯ୍ୟ==
*ଦ ମେକିଂ ଅଫ ଏ ଗୁରୁ: କେଳୁଚରଣ ମହାପାତ୍ର, ତାଙ୍କର ଜୀବନୀ ଏବଂ ସମସାମୟିକ (2001. ISBN 81-7304-369-8 ମନୋହର ପ୍ରକାଶନ )
*ଓଡ଼ିଶାରେ ପାରମ୍ପରିକ ସାମରିକ କଳା ଅଭ୍ୟାସ, ୨୦୧୨

== ଆଧାର ==
== ଆଧାର ==

୨୦:୩୨, ୨୩ ମାର୍ଚ୍ଚ ୨୦୧୫ ଅନୁସାରେ କରାଯାଇଥିବା ବଦଳ

ଇଲିଆନା ସିତାରିଷ୍ଟ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉନୃତ୍ୟ ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ
Background information
ଜନ୍ମ ସମୟରେ ନାମଇଲିଆନା ସିତାରିଷ୍ଟ
ଜନ୍ମ (1968-06-27) ଜୁନ ୨୭, ୧୯୬୮ (ବୟସ ୫୫)
ବରଗାମୋ, ଇଟାଲୀ
ଜନ୍ମସ୍ଥାନଇଟାଲୀୟ
ଶୈଳୀଓଡ଼ିଶୀ, ଛଉ
ପେଷାଓଡ଼ିଶୀ ଓ ଛଉ ନର୍ତ୍ତକୀ ଓ ଶିକ୍ଷକ
ୱେବସାଇଟOfficial website

ଇଲିଆନା ସିତାରିଷ୍ଟ ଜଣେ ଇଟାଲୀରେ ଜନ୍ମିତ ଓଡ଼ିଶୀ ଏବଂ ଛଉ ନୃତ୍ୟଶିଳ୍ପୀ । ସେ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି । ୧୯୯୫ ମସିହାରେ ମୃଣାଳ ସେନଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ ପଦ୍ମ ଶ୍ରୀ ଉପାଧୀରେ ସମ୍ମାନିତ ।

ପ୍ରାରମ୍ଭିକ ଜୀବନ

ଇଲିଆନା ଇଟାଲୀର ବେରଗ୍ରାମୋରେ ଜନ୍ମିତ ।[୧] ଇଟାଲୀରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ କଥକାଳି ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।[୨] ଓଡ଼ିଶା ଆସିବା ପୂର୍ବରୁ ସେ ୩ ବର୍ଷ ଧରି କେରଳରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ ଓଡ଼ିଶୀ ଶିଖିଥିଲେ ।[୩] ୧୯୭୯ ମସିହାରୁ ସେ ଓଡ଼ିଶାରେ ଅବସ୍ଥାନ କରୁଛନ୍ତି[୪] ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।[୫]

ନୃତ୍ୟ ଜୀବନୀ

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉନୃତ୍ୟରେ ଶିବତାଣ୍ଡବ ପରିବେଷଣ କରୁଥିବା ସିତାରିଷ୍ଟ

ଇଲିଆନା ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖରେ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ ଏବଂ ୧୯୯୪ ରୁ ନିଜର ନୃତ୍ୟ ବିଦ୍ୟାଳୟର ସ୍ଥାପନା କରିଛନ୍ତି ।[୧] ସେ ମଧ୍ୟ ମୟୂରଭଞ୍ଜ ଛଉ ନୃତ୍ୟରେ ପ୍ରବୀଣା, ଯାହାକୁ ଗୁରୁ ହରି ନାୟକଙ୍କ ଠାରୁ ଶିକ୍ଷା କରିଥିଲେ । ସେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରୁ ଛଉ ନୃତ୍ୟ ପାଇଁ ଆଚାର୍ଯ୍ୟ ଉପାଧୀ ପାଇଛନ୍ତି ।[୬] ୧୯୯୬ ମସିହାରେ ସେ ଆର୍ଟ ଭିଜନ ଏକାଡ଼େମୀର ପ୍ରତିଷ୍ଠା କରିଥିଲେ, ଯାହା ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ କଳାକୁ ପ୍ରୋତ୍ସାହନ ଦେବା ସହ ଓଡ଼ିଶୀ ଏବଂ ଛଉ ନୃତ୍ୟ ଶିକ୍ଷଣ ପାଇଁ ଉଦ୍ଦିଷ୍ଟ ।[୭]

ପ୍ରମୁଖ ପ୍ରସ୍ତୁତି

ଇଲିଆନା ସିତାରିଷ୍ଟ ଓଡ଼ିଶୀ ଏବଂ ଛଉ ନୃତ୍ୟପ୍ରସ୍ତୁତିଗୁଡ଼ିକରେ ପ୍ରଚ୍ୟ ଏବଂ ପାଶ୍ଚାତ୍ୟ ଶୈଳୀ ମିଶ୍ରଣ ପରିଲକ୍ଷିତ ହୋଇଥାଏ ତାଙ୍କର କିଛି ଛଉନୃତ୍ୟପ୍ରସ୍ତୁତିରେ Ovid's Metamorphoses ପର୍ଯ୍ୟବେସିତ ଗ୍ରୀକ ପୁରଣରେ ଥିବା ‘Echo and Narcissus'ସନ୍ନିବେସିତ ଥାଏ 'ଦ ଜର୍ନୀ' ଜାପାନୀ ହାଇକସ ଉପରେ ପର୍ଯ୍ୟବେସିତ, ‘ଇମେଜେସ ଅଫ ଚେଂଜ' ଚାଇନିଜ ବିଷୟ Yin and Yang ଏବଂ ‘ଷ୍ଟିଲ ଆଇ ରାଇଜ' Maya Angelou ଲେଖକଙ୍କ ସ୍ବଲିଖିତ କବିତା ଉପରେ ପର୍ଯ୍ୟବେସିତ [୪]ଓଡ଼ିଶୀରେ 'ମାୟା ଦର୍ପଣ', 'ମହାନଦୀ: ଆଣ୍ଡ ଦ ରିଭର ଫ୍ଲୋଜ',ଓଡିଶାର ଇତିହାସ ଏବଂ ସଂସ୍କୃତି ବିଷୟରେ [୫] 'କରୁଣା', ମଦର ଟେରେସାଙ୍କ ଜୀବନୀ ଉପରେ [୪] ଏବଂ 'ସରଣମ୍', ଜଣେ ସ୍ତ୍ରୀଲୋକ ତିନୋଟି ଧାରଣା ଯେ ସନ୍ଦିଗ୍ଧ ଅତୀତ କୁ ପଛରେ ଛାଡ଼ି ପରିତ୍ରାଣ ଆପଣାଉଛି [୮] are some of her notable compositions.

ବହି ଓ ଚଳଚ୍ଚିତ୍ର

ମୃଣାଳ ସେନଙ୍କ ଯୁଗାନ୍ତ ବ୍ୟତୀତ, ଏମ. ଏଫ. ହୁସେନ ଙ୍କ "ମିନାକ୍ଷୀ : ଏ ଟେଲ ଅଫ ଥ୍ରୀ ସିଟିଜ"(୨୦୦୩)[୯], ଗୌତମ ଘୋଷଙ୍କ "ଏବାର ଅରଣ୍ୟେ"(୨୦୦୪)[୧୦] ରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୧ରେ "ଦି ମେକିଙ୍ଗ ଅଫ ଏ ଗୁରୁ : କେଳୁଚରଣ ମହାପାତ୍ର, ହିଜ ଲାଇଫ ଏଣ୍ଡ ଟାଇମ୍ସ"(ISBN 81-7304-369-8.) ତଥା ୨୦୧୨ରେ "ଟ୍ରାଡ଼ିଶନାଲ ମାର୍ଶିଆଲ ପ୍ରାକ୍ଟିସେସ ଇନ ଓଡ଼ିଶା" ଶୀର୍ଷକରେ ଦୁଇଟି ପୁସ୍ତକ ଲେଖିଛନ୍ତି ।[୪][୭]

ପୁରସ୍କାର ଓ ସମ୍ମାନ

ଇଲିଆନା ଦୂରଦର୍ଶନର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।[୧୧][୧୨]

ସେ ମଧ୍ୟ ମୁମ୍ବାଇର ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।[୫][୭] ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମ ଶ୍ରୀ" ମିଳିଛି ।[୧୩] ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।[୨]

କାର୍ଯ୍ୟ

  • ଦ ମେକିଂ ଅଫ ଏ ଗୁରୁ: କେଳୁଚରଣ ମହାପାତ୍ର, ତାଙ୍କର ଜୀବନୀ ଏବଂ ସମସାମୟିକ (2001. ISBN 81-7304-369-8 ମନୋହର ପ୍ରକାଶନ )
  • ଓଡ଼ିଶାରେ ପାରମ୍ପରିକ ସାମରିକ କଳା ଅଭ୍ୟାସ, ୨୦୧୨

ଆଧାର

  1. ୧.୦ ୧.୧ "Odisha is now my home: Ileana Citaristi". The Times of India. March 29, 2012. Retrieved 6 November 2012.
  2. ୨.୦ ୨.୧ "Ileana Citarista - Curriculum Vitae". Retrieved 6 November 2012.
  3. "Ladies who love Indian rhythm". The Pioneer. 23 October 2012. Retrieved 6 November 2012.
  4. ୪.୦ ୪.୧ ୪.୨ ୪.୩ "Finding her own idiom". The Hindu. August 18, 2011. Retrieved 6 November 2012.
  5. ୫.୦ ୫.୧ ୫.୨ "Ileana Citaristi - Bio Data". Retrieved 6 November 2012.
  6. "Padmashri Ileana Citaristi". SPICMACAY. Retrieved 6 November 2012.
  7. ୭.୦ ୭.୧ ୭.୨ "Dr. Ileana Citaristi: My karma is to break new ground". Retrieved 6 November 2012.
  8. "Oscillating between roles". The Hindu. February 5, 2010. Retrieved 6 November 2012.
  9. ଇଣ୍ଟରନେଟ ମୁଭି ଡାଟାବେସରେ ଇଲିଆନା ସିତାରିଷ୍ଟ
  10. "A blend of spaghetti and saag". The Tribune. April 11, 2004. Retrieved 6 November 2012.
  11. "43rd National Film Awards". International Film Festival of India.
  12. "43rd National Film Awards (PDF)" (PDF). Directorate of Film Festivals.
  13. "Padma Awards Directory (1954-2009)" (PDF). Ministry of Home Affairs (India). 47 Dr.(Ms.) Ileana Citaristi PS OR Art {{cite web}}: Text "Ministry of Home Affairs" ignored (help)

ଅଧିକ ତଥ୍ୟ