୧୨,୪୦୬
ଗୋଟି ସମ୍ପାଦନା
({{ଛୋଟ|Laxminarayan Sahu}} ଲେଖାଗଲା) |
ଟିକେNo edit summary |
||
{{ଛୋଟ|Laxminarayan Sahu}}
'''ଡଃ ଲକ୍ଷ୍ମୀନାରାୟଣ ସାହୁ''' (୩ ଅକ୍ଟୋବର
[[ବାଲେଶ୍ଵରର]] ମଣିଖମ୍ଵ ଗ୍ରାମର ଖେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ <ref name=c/>। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ <ref name=a/>। ସେ ଜଣେ ପ୍ରସିଦ୍ଧ ଶିକ୍ଷକ ଥିଲେ <ref name=c/>। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ <ref>{{cite book|title=Midwest folklore , Volumes 10-11|year=1960|publisher=Indiana University|page=191|url=http://books.google.co.in/books?id=i4YZAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEQQ6AEwAg}}</ref>। ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ <ref name=b>{{cite book|title=Six acres and a half: Oriya novel: Chhamana atha guntha|year=1967|publisher=Ministry of Information and Broadcasting, Govt. of India|page=5|url=http://books.google.co.in/books?id=GtRHAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEAQ6AEwAQ}}</ref>। ଓଡ଼ିଆ ଛଡା ହିନ୍ଦି, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ସ୍ଟାର ଅଫ୍ ଉତ୍କଲ୍ରେ ଲେଖୁଥିଲେ <ref name=c>[http://baleswar.nic.in/lakshinarayan.htm Laxminarayan Sahu] Balasore Official Website</ref>। [[ଅସ୍ପୃଶ୍ୟପ୍ରଥା]] ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।<br />
ସେ ଓଡ଼ିଶା ଆସେମ୍ଵ୍ଲିକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର କନ୍ସ୍ଟିଚୁଏଣ୍ଟ ଆସେମ୍ଵ୍ଲିର ସେ ସଭ୍ୟ ଥିଲେ <ref name=a/><ref>{{cite web|url=http://164.100.47.132/LssNew/constituent/vol9p15.html |title=Debates of The Constituent Assembly of India |publisher=164.100.47.132 |date= |accessdate=2012-06-19}}</ref>। ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ଵାରା ଭାରତର ସମ୍ଵିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ।ଓ ଏହି ଯୁକ୍ତିକୁ ବି.ଆର୍. ଆମ୍ଵେଦକର ମଧ୍ୟ ମାନିଥିଲେ <ref name=d>{{cite web|url=http://orissamatters.com/2011/06/06/3950/ |title=It is Time for Indian Patriotic Intelligentsia to Wake up « Orissa Matters |publisher=Orissamatters.com |date=2011-06-06 |accessdate=2012-06-19}}</ref>। <br />
|
ଗୋଟି ସମ୍ପାଦନା