"ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୧ କ ଧାଡ଼ି: ୧ କ ଧାଡ଼ି:
ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ
ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ

ମାନବ ଶରୀର ହେଉଛି ବିଭିନ୍ନ ମୌଳିକ ଓ ଯୌଗିକର ଏକ ମିଶ୍ରଣ । ଜଣେ ୭୦ କିଲୋଗ୍ରାମ ବିଶିଷ୍ଟ ମଣିଷ ଶରୀରରେ ମୌଳିକ ପଦାର୍ଥ ଗୁଡିକର ଅନୁପାତ ନିମ୍ନରେ ଦର୍ଶାଯାଇଛି ।
ମାନବ ଶରୀର ହେଉଛି ବିଭିନ୍ନ ମୌଳିକ ଓ ଯୌଗିକର ଏକ ମିଶ୍ରଣ । ଜଣେ ୭୦ କିଲୋଗ୍ରାମ ବିଶିଷ୍ଟ ମଣିଷ ଶରୀରରେ ମୌଳିକ ପଦାର୍ଥ ଗୁଡିକର ଅନୁପାତ ନିମ୍ନରେ ଦର୍ଶାଯାଇଛି ।
କ୍ରମିକସଂଖ୍ୟା ମୌଳିକ ଅନୁପାତ(ଶତକଡାରେ)
କ୍ରମିକସଂଖ୍ୟା ମୌଳିକ ଅନୁପାତ(ଶତକଡାରେ)

୧୬:୪୭, ୬ ଅପ୍ରେଲ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ

ମାନବ ଶରୀର ହେଉଛି ବିଭିନ୍ନ ମୌଳିକ ଓ ଯୌଗିକର ଏକ ମିଶ୍ରଣ । ଜଣେ ୭୦ କିଲୋଗ୍ରାମ ବିଶିଷ୍ଟ ମଣିଷ ଶରୀରରେ ମୌଳିକ ପଦାର୍ଥ ଗୁଡିକର ଅନୁପାତ ନିମ୍ନରେ ଦର୍ଶାଯାଇଛି । କ୍ରମିକସଂଖ୍ୟା ମୌଳିକ ଅନୁପାତ(ଶତକଡାରେ)

  1. ଅମ୍ଲଜାନ ୬୫
  2. କାର୍ବନ ୧୮
  3. ହାଇଡ୍ରୋଜେନ ୧୦
  4. ଯବକ୍ଷାରଜାନ ୩
  5. କାଲସିୟମ ୧.୫
  6. ଫସ୍‌ଫରସ ୧
  7. ସଲଫର ୦.୨୫
  8. କ୍ଲୋରିନ ୦.୧୫
  9. ସୋଡିୟମ ୦.୧୫
  10. ମାଗ୍ନେସିୟମ ୦.୦୫
  11. ପୋଟାସିୟମ ୦.୨
  12. ଲୌହ ୦.୦୦୬
  13. ଫ୍ଲୋରିନ ୦.୦୦୩୭
  14. ଜିଙ୍କ ୦.୦୦୩୨
  15. ସିଲିକନ ୦.୦୦୨
  16. ଜିରକୋନିୟମ ୦.୦୦୦୬
  17. ରୁବିଡିୟମ ୦.୦୦୦୪୬
  18. ଷ୍ଟ୍ରୋନସିୟମ ୦.୦୦୦୪୬
  19. ବ୍ରୋମିନ୍ ୦.୦୦୦୨୯
  20. ସୀସା ୦.୦୦୦୧୭
  21. ନିଓବିୟମ ୦.୦୦୦୧୬
  22. କପର୍ ୦.୦୦୦୧
  23. ଆଲୁମିନିୟମ ୦.୦୦୦୦୮୭
  24. କାଡମିୟମ ୦.୦୦୦୦୭୨
  25. ବୋରୋନ ୦.୦୦୦୦୬୯