"ବାଆଁରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ ଆଧାର
୧ କ ଧାଡ଼ି: ୧ କ ଧାଡ଼ି:
ପ୍ରଶାଖାଯୁକ୍ତ ଦୁଇଟି ଛୋଟ ଗଛଡାଳକୁ କାଟି ଅଗ୍ରଭାଗକୁ ଗୋଜିଆ ବା ତୀକ୍ଷ୍‌ଣ କରାଯାଏ । ସରୁ ଦଉଡିରେ ଉକ୍ତ ଦୁଇଟି ଡାଳକୁ ଏପରି ବନ୍ଧାଯାଇଥାଏ ଯେପରି ବାଛୁରୀ ମୁହଁରେ ବାନ୍ଧିହେବ । [[File:BAANRA WITH A CALF.JPG|thumb|ବାଛୁରୀ ମୁହଁରେ ବାଆଁରା ବ୍ୟବହାର କରାଯାଇଛି]]
[[File:BAANRA WITH A CALF.JPG|thumb|ବାଛୁରୀ ମୁହଁରେ ବାଆଁରା ବ୍ୟବହାର କରାଯାଇଛି]]
ପ୍ରଶାଖାଯୁକ୍ତ ଦୁଇଟି ଛୋଟ ଗଛଡାଳକୁ କାଟି ଅଗ୍ରଭାଗକୁ ଗୋଜିଆ ବା ତୀକ୍ଷ୍‌ଣ କରାଯାଏ । ସରୁ ଦଉଡିରେ ଉକ୍ତ ଦୁଇଟି ଡାଳକୁ ଏପରି ବନ୍ଧାଯାଇଥାଏ ଯେପରି ବାଛୁରୀ ମୁହଁରେ ବାନ୍ଧିହେବ ।


==ବ୍ୟବହାର==
==ବ୍ୟବହାର==
ବାଛୁରୀ ଯେତେବେଳେ ଘାସଖାଇବା ଶିଖିଯାଏ, ସେତେବେଳେ ମା'ଗାଈ ସହିତ ବାଛୁରୀକୁ ଘାସପଡିଆ କିମ୍ବା ବଣଜଙ୍ଗଲକୁ ଛାଡିଦିଆଯାଏ । କିନ୍ତୁ ବାଛୁରୀ ମା'ଗାଈଠାରୁ ମଝିରେ ମଝିରେ ସବୁତକ ଖିରପିଇଦିଏ । ବାଛୁରୀ ଗାଈଠାରୁ ଖିର ନ ପିଇପାରିବା ପାଇଁ , ବାଛୁରୀମୁହଁରେ ବାଆଁରା ବାନ୍ଧିଦିଆଯାଏ । ବାଛୁରୀ ଯେତେବେଳେ ଖିର ପିଇବାକୁ ମା'ଗାଈ ଚିରରେ ମୁହଁ ଲଗାଏ, ସେତେବେଳେ ବାଆଁରାର ତୀକ୍ଷ୍‌ଣ ଅଗ୍ରଭାଗ ଗାଈର ପହ୍ନାରେ ସ୍ପର୍ଶକରି ଆଘାତ ଦିଏ । ଫଳରେ ଗାଈ ଆଘାତ ପାଇ ବାଛୁରୀଠାରୁ ଦୂରକୁ ଚାଲିଯାଏ ଏବଂବାଛୁରୀ ଆଉ ଖିର ପିଇପାରେ ନାହିଁ ।
ବାଛୁରୀ ଯେତେବେଳେ ଘାସଖାଇବା ଶିଖିଯାଏ, ସେତେବେଳେ [[ଗାଈ|ମା'ଗାଈ]] ସହିତ ବାଛୁରୀକୁ ଘାସପଡ଼ିଆ କିମ୍ବା ବଣଜଙ୍ଗଲକୁ ଛାଡ଼ିଦିଆଯାଏ । କିନ୍ତୁ ବାଛୁରୀ ମା'ଗାଈଠାରୁ ମଝିରେ ମଝିରେ ସବୁତକ ଖିରପିଇଦିଏ । ବାଛୁରୀ ଗାଈଠାରୁ ଖିର ନ ପିଇପାରିବା ପାଇଁ , ବାଛୁରୀମୁହଁରେ ବାଆଁରା ବାନ୍ଧିଦିଆଯାଏ ।<ref>{{cite book|last=ପ୍ରହରାଜ|first=ଗୋପାଳ ଚନ୍ଦ୍ର|title=ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ|url=http://dsalsrv02.uchicago.edu/cgi-bin/philologic/getobject.pl?c.30:3243.praharaj}}</ref> ବାଛୁରୀ ଯେତେବେଳେ ଖିର ପିଇବାକୁ ମା'ଗାଈ ଚିରରେ ମୁହଁ ଲଗାଏ, ସେତେବେଳେ ବାଆଁରାର ତୀକ୍ଷ୍‌ଣ ଅଗ୍ରଭାଗ ଗାଈର [[ପହ୍ନା]]ରେ ସ୍ପର୍ଶକରି ଆଘାତ ଦିଏ । ଫଳରେ ଗାଈ ଆଘାତ ପାଇ ବାଛୁରୀଠାରୁ ଦୂରକୁ ଚାଲିଯାଏ ଏବଂବାଛୁରୀ ଆଉ ଖିର ପିଇପାରେ ନାହିଁ ।
==ଆଧାର==
==ଆଧାର==
{{ଆଧାର}}
{{ଆଧାର}}

୧୬:୧୧, ୨୫ ଡିସେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ବାଛୁରୀ ମୁହଁରେ ବାଆଁରା ବ୍ୟବହାର କରାଯାଇଛି

ପ୍ରଶାଖାଯୁକ୍ତ ଦୁଇଟି ଛୋଟ ଗଛଡାଳକୁ କାଟି ଅଗ୍ରଭାଗକୁ ଗୋଜିଆ ବା ତୀକ୍ଷ୍‌ଣ କରାଯାଏ । ସରୁ ଦଉଡିରେ ଉକ୍ତ ଦୁଇଟି ଡାଳକୁ ଏପରି ବନ୍ଧାଯାଇଥାଏ ଯେପରି ବାଛୁରୀ ମୁହଁରେ ବାନ୍ଧିହେବ ।

ବ୍ୟବହାର

ବାଛୁରୀ ଯେତେବେଳେ ଘାସଖାଇବା ଶିଖିଯାଏ, ସେତେବେଳେ ମା'ଗାଈ ସହିତ ବାଛୁରୀକୁ ଘାସପଡ଼ିଆ କିମ୍ବା ବଣଜଙ୍ଗଲକୁ ଛାଡ଼ିଦିଆଯାଏ । କିନ୍ତୁ ବାଛୁରୀ ମା'ଗାଈଠାରୁ ମଝିରେ ମଝିରେ ସବୁତକ ଖିରପିଇଦିଏ । ବାଛୁରୀ ଗାଈଠାରୁ ଖିର ନ ପିଇପାରିବା ପାଇଁ , ବାଛୁରୀମୁହଁରେ ବାଆଁରା ବାନ୍ଧିଦିଆଯାଏ ।[୧] ବାଛୁରୀ ଯେତେବେଳେ ଖିର ପିଇବାକୁ ମା'ଗାଈ ଚିରରେ ମୁହଁ ଲଗାଏ, ସେତେବେଳେ ବାଆଁରାର ତୀକ୍ଷ୍‌ଣ ଅଗ୍ରଭାଗ ଗାଈର ପହ୍ନାରେ ସ୍ପର୍ଶକରି ଆଘାତ ଦିଏ । ଫଳରେ ଗାଈ ଆଘାତ ପାଇ ବାଛୁରୀଠାରୁ ଦୂରକୁ ଚାଲିଯାଏ ଏବଂବାଛୁରୀ ଆଉ ଖିର ପିଇପାରେ ନାହିଁ ।

ଆଧାର

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.