"ରକ୍ତହୀନତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ରକ୍ତହୀନତା ରୋଗ ବିଷୟ ଆରମ୍ଭ କରାଗଲା |
ଟିକେ added Category:ଚିକିତ୍ସା ବିଜ୍ଞାନ using HotCat |
||
୨୦ କ ଧାଡ଼ି: | ୨୦ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର}} |
||
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]] |
୧୮:୦୨, ୫ ଡିସେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ
Anemias | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | hematology[*] |
ଆଇସିଡ଼ି-୧୦ | D50.-D64. |
ଆଇସିଡ଼ି-୯-ସିଏମ୍ | 280-285 |
ରୋଗ ଡାଟାବେସ | 663 |
ମେଡ଼ିସିନ-ପ୍ଲସ | 000560 |
ଇ-ମେଡ଼ିସିନ | med/132 emerg/808 emerg/734 |
MeSH | D000740 |
ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ[୧][୨] । ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ । ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହାର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ହେମୋଗ୍ଲୋବିନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।
ରକ୍ତ ରୋଗମାନଙ୍କ ମଧ୍ୟରେ ରକ୍ତହୀନତା ରୋଗ ଗୋଟିଏ ଅତି ସାଧାରଣ ରୋଗ । ଏହି ରୋଗର ବିଭିନ୍ନ କାରଣ ଥାଏ ଓ ଏହି କାରଣ ଯୋଗୁ ବିଭିନ୍ନ ପ୍ରକାର ରକ୍ତହୀନତା ରୋଗ ଦେଖାଯାଏ । ଏହି ରୋଗକୁ ସୃଷ୍ଟି କରୁଥିବା ବିଭିନ୍ନ କାରଣ ଅନୁସାରେ ଏହାକୁ ବର୍ଗୀକରଣ କଲେ ମଧ୍ୟ ମୂଖ୍ୟତଃ ଏହାର ତିନୋଟି କାରଣ ଅଛି । ସେ ଗୁଡ଼ିକ ହେଲା ଏକା ଥରକେ ଅତ୍ୟଧିକ ରକ୍ତ ସ୍ରାବ ବା ଥରକେ ଅଳ୍ପ ଅଳ୍ପ ହୋଇ ଅଧିକ ଦିନ ଧରି ରକ୍ତ ସ୍ରାବ, ଅତ୍ୟଧିକ ରକ୍ତ କଣିକା ନଷ୍ଟ ଓ ତୃଟି ଯୁକ୍ତ ରକ୍ତ କଣିକା ।
ଚିହ୍ନ ଓ ଲକ୍ଷଣ
ଆଧାର
- ↑ MedicineNet.com --> Definition of Anemia Last Editorial Review: 12/9/2000 8:31:00 AM
- ↑ merriam-webster dictionary --> anemia Retrieved on May 25, 2009