"ରଘୁନାଥ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
→‎ପୁରସ୍କାର ଓ ସମ୍ମାନ: ସୁରମଣି ସମ୍ମାନ
ତଥ୍ୟ
୧୬ କ ଧାଡ଼ି: ୧୬ କ ଧାଡ଼ି:
'''ରଘୁନାଥ ପାଣିଗ୍ରାହୀ''' (୧୯୩୪-୨୦୧୩) ଆଧୁନିକ ଯୁଗର ଜଣେ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ]] କଣ୍ଠଶିଳ୍ପୀ । ସେ [[ରାୟଗଡ଼ା ଜିଲ୍ଲା]]ର [[ଗୁଣୁପୁର]] ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣୀ ପାଣିଗ୍ରାହୀଙ୍କ ଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଆ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କ ଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ ।
'''ରଘୁନାଥ ପାଣିଗ୍ରାହୀ''' (୧୯୩୪-୨୦୧୩) ଆଧୁନିକ ଯୁଗର ଜଣେ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ]] କଣ୍ଠଶିଳ୍ପୀ । ସେ [[ରାୟଗଡ଼ା ଜିଲ୍ଲା]]ର [[ଗୁଣୁପୁର]] ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣୀ ପାଣିଗ୍ରାହୀଙ୍କ ଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଆ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କ ଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ ।



ଓଡ଼ିଶୀ ନୃତ୍ୟଶିଳ୍ପୀ [[ସଂଯୁକ୍ତା ପାଣିଗ୍ରାହୀ]] ତାଙ୍କ ସ‌ହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ସଂଯୁକ୍ତାଙ୍କୁ ବିବାହ କରିଥିଲେ । ୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>http://www.orissadiary.com/CurrentNews.asp?id=43489</ref>

ଓଡ଼ିଶୀ ନୃତ୍ୟଶିଳ୍ପୀ [[ସଂଯୁକ୍ତା ପାଣିଗ୍ରାହୀ]] ତାଙ୍କ ସ‌ହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ସଂଯୁକ୍ତାଙ୍କୁ ବିବାହ କରିଥିଲେ । ୧୯୭୦ ରୁ ୧୯୯୦ ମଧ୍ୟରେ ଦେଶ ବିଦେଶରେ ଏହି ଯୋଡି ବେଶ ଆଲୋଡ଼ନ ସୃଷ୍ଟି କରିପାରିଥିଲେ । ସୁରମଣିଙ୍କ କଣ୍ଠସ୍ଵରରେ ତାଳଦେଇ ଓଡିଶୀ ମୁଦ୍ରାର ସ୍ଵତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ସଂଯୁକ୍ତା। ଆଜି ଓଡ଼ିଶୀ ନୃତ୍ୟର ଯେଉଁ ଅର୍ଦ୍ଧନାରୀଶ୍ଵର ବିଭବ [[ପୃଥିବୀ]]ବ୍ୟାପୀ ନୃତ୍ୟାଙ୍ଗନାଙ୍କ ଦ୍ଵାରା ପରିବେଷିତ ହେଉଛି,ରଘୁନାଥ ଥିଲେ ଏହାର ସଙ୍ଗୀତର ସ୍ରଷ୍ଟା। ଏହାଛଡା '''ଅଭିନୟ''', '''ବର୍ଷା''' ଭଳି ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ପ୍ରସ୍ତୁତ କରିଯାଇଛନ୍ତି ସେ। ୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' , ଯାହା ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି।୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>http://www.orissadiary.com/CurrentNews.asp?id=43489</ref> <ref>[[ଧରିତ୍ରୀ]] ଖବର କାଗଜ, ତା ୨୬-୦୮-୧୩, ପୃ. ୩</ref>


==ପୁରସ୍କାର ଓ ସମ୍ମାନ==
==ପୁରସ୍କାର ଓ ସମ୍ମାନ==
୩୩ କ ଧାଡ଼ି: ୩୫ କ ଧାଡ଼ି:
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
* ଗଣ କଳାନିଧି ସମ୍ମାନ, ୧୯୭୨
* ଗଣ କଳାନିଧି ସମ୍ମାନ, ୧୯୭୨
*ସୁରମଣି ସମ୍ମାନ
*ସୁରମଣି ସମ୍ମାନ, ୧୯୬୮


== ଆଧାର ==
== ଆଧାର ==

୧୦:୦୫, ୨୭ ଅଗଷ୍ଟ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ରଘୁନାଥ ପାଣିଗ୍ରାହୀ
ଜନ୍ମ(1934-08-10)୧୦ ଅଗଷ୍ଟ ୧୯୩୪
ମୃତ୍ୟୁ୨୫ ଅଗଷ୍ଟ ୨୦୧୩(2013-08-25) (ବୟସ ୭୯)
ବୃତ୍ତି(ସମୂହ)ଗାୟକ, ସଂଗୀତକାର
ବୈବାହିକ-ସାଥୀସଂଯୁକ୍ତା ପାଣିଗ୍ରାହୀ

ରଘୁନାଥ ପାଣିଗ୍ରାହୀ (୧୯୩୪-୨୦୧୩) ଆଧୁନିକ ଯୁଗର ଜଣେ ଓଡ଼ିଶୀ କଣ୍ଠଶିଳ୍ପୀ । ସେ ରାୟଗଡ଼ା ଜିଲ୍ଲାର ଗୁଣୁପୁର ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ଵାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣୀ ପାଣିଗ୍ରାହୀଙ୍କ ଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ଵନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଆ ସଂଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କ ଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ ।


ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ତାଙ୍କ ସ‌ହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ସଂଯୁକ୍ତାଙ୍କୁ ବିବାହ କରିଥିଲେ । ୧୯୭୦ ରୁ ୧୯୯୦ ମଧ୍ୟରେ ଦେଶ ବିଦେଶରେ ଏହି ଯୋଡି ବେଶ ଆଲୋଡ଼ନ ସୃଷ୍ଟି କରିପାରିଥିଲେ । ସୁରମଣିଙ୍କ କଣ୍ଠସ୍ଵରରେ ତାଳଦେଇ ଓଡିଶୀ ମୁଦ୍ରାର ସ୍ଵତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ସଂଯୁକ୍ତା। ଆଜି ଓଡ଼ିଶୀ ନୃତ୍ୟର ଯେଉଁ ଅର୍ଦ୍ଧନାରୀଶ୍ଵର ବିଭବ ପୃଥିବୀବ୍ୟାପୀ ନୃତ୍ୟାଙ୍ଗନାଙ୍କ ଦ୍ଵାରା ପରିବେଷିତ ହେଉଛି,ରଘୁନାଥ ଥିଲେ ଏହାର ସଙ୍ଗୀତର ସ୍ରଷ୍ଟା। ଏହାଛଡା ଅଭିନୟ, ବର୍ଷା ଭଳି ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ପ୍ରସ୍ତୁତ କରିଯାଇଛନ୍ତି ସେ। ୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' , ଯାହା ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି।୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।[୧] [୨]

ପୁରସ୍କାର ଓ ସମ୍ମାନ

  • ଡି ଲିଟ ଉପାଧୀ
    • ରେଭେନ୍ସା ବିଶ୍ବାବିଦ୍ୟାଳୟ-୨୦୧୩
    • ଉତ୍କଳ ବିଶ୍ବବିଦ୍ୟାଳୟ-୨୦୦୯
    • ବ୍ରହ୍ମପୁର ବିଶ୍ବବିଦ୍ୟାଳୟ- ୨୦୦୬
  • ପଦ୍ମଶ୍ରୀ ସମ୍ମାନ, ୨୦୧୦
  • ଜୟଦେବ ସମ୍ମାନ, ୨୦୦୮
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୯
  • ରାଜ୍ୟପାଳ ସମ୍ମାନ, ୧୯୯୫
  • ସେବା ପୁରସ୍କାର, ୧୯୯୪
  • ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୩
  • ଗ୍ରାଁ ପ୍ରି ପୁରସ୍କାର, ୧୯୮୨
  • ଅଲ ଇଣ୍ଡିଆ କ୍ରିଟିକ୍ସ ପୁରସ୍କାର, ୧୯୭୭
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
  • ଗଣ କଳାନିଧି ସମ୍ମାନ, ୧୯୭୨
  • ସୁରମଣି ସମ୍ମାନ, ୧୯୬୮

ଆଧାର

  1. http://www.orissadiary.com/CurrentNews.asp?id=43489
  2. ଧରିତ୍ରୀ ଖବର କାଗଜ, ତା ୨୬-୦୮-୧୩, ପୃ. ୩