"ଗୋଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୭୫ କ ଧାଡ଼ି: ୭୫ କ ଧାଡ଼ି:
==ଆଧାର==
==ଆଧାର==
{{ଆଧାର}}
{{ଆଧାର}}
==ଅଧିକ ତଥ୍ୟ ==
== ଅଧିକ ତଥ୍ୟ ==
{{Commons category|Goa|ଗୋଆ}}
{{Commons category|Goa|ଗୋଆ}}
{{Sister project links|Goa}}
{{Sister project links|Goa}}
୮୩ କ ଧାଡ଼ି: ୮୩ କ ଧାଡ଼ି:
* [http://indiaenvironmentportal.org.in/taxonomy/term/4547 Resources on Goa, India Environment Portal]
* [http://indiaenvironmentportal.org.in/taxonomy/term/4547 Resources on Goa, India Environment Portal]
{{ଭାରତର ରାଜ୍ୟ}}
{{ଭାରତର ରାଜ୍ୟ}}
{{ଅଧାଗଢା}}


[[ଶ୍ରେଣୀ:ରାଜ୍ୟ]]
[[ଶ୍ରେଣୀ:ରାଜ୍ୟ]]
{{ଅଧାଗଢା}}

୧୪:୪୭, ୧୨ ମଇ ୨୦୧୩ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୋଆ
गोंय
ଭାରତରେ ଗୋଆର ଅବସ୍ଥାନ
ଭାରତରେ ଗୋଆର ଅବସ୍ଥାନ
ଗୋଆର ମାନଚିତ୍ର
ଗୋଆର ମାନଚିତ୍ର
ଦେଶ ଭାରତ
ସ୍ଥାପନ୩୦ ମଇ ୧୯୮୭
ରାଜଧାନୀପାଣାଜୀ
ବୃହତ୍ତମ ନଗରଭାସ୍କୋ ଡା ଗାମା
ଜିଲ୍ଲା ସଂଖ୍ୟା
Government
 • ରାଜ୍ୟପାଳକେ. ଶଙ୍କରନାରାୟଣନ
 • ମୁଖ୍ୟମନ୍ତ୍ରୀମନୋହର ପରୀକର
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୪୦ ଆସନ)
Area
 • ସମୁଦାୟ3,702 km2 (1,429 sq mi)
 • Rank୨୮ଶ
Population
 (୨୦୧୧)
 • Total୧୪୫୭୭୨୩
 • Rank୨୫
 • Density390/km2 (1,000/sq mi)
Time zoneUTC+୦୫:୩୦ (IST)
ISO 3166 codeIN-GA
HDIIncrease ୦.୭୭୯ (ମଧ୍ୟମ)
HDI କ୍ରମାଙ୍କ୩ୟ (୨୦୦୫)
ସାକ୍ଷରତା୮୭%
ସରକାରୀ ଭାଷାକୋଙ୍କଣୀ
Websitewww.goa.gov.in

'ଗୋଆ' ଭାରତର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ । କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ । ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣ୍ଣାଟକ ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ। । ୧୧ଶ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି । ପାନାଜି ବା ପାଞ୍ଜିମ ଗୋଆର ରାଜଧାନୀ ଆଟେ । ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତ୍ତୁଗୀଜ କଲୋନୀ ରହି ଆସିଥିଲା । ୧୯୬୧ ମସିହାରେ ଏହା ଭାରତବର୍ଷ ସାଙ୍ଗରେ ଯୋଗ କରାଗଲା । ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ଵବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ ।

ଭୂଗୋଳ

ଇତିହାସ

ଭାଷା ଓ ସାହିତ୍ୟ

ଆଧାର

ଅଧିକ ତଥ୍ୟ