"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ରୋବଟ୍: ପ୍ରସାଧନ ବଦଳ |
ଟିକେ http://reftag.appspot.com ବ୍ୟବହାର କରି http://books.google.com ରୁ ନିଆଯାଇଥିବା ଆଧାର ସଜଡ଼ାଗଲା |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ |
{{ଛୋଟ|SikandarAlam}} |
||
{{Infobox person |
{{Infobox person |
||
|image = |
|image = |
||
୬ କ ଧାଡ଼ି: | ୬ କ ଧାଡ଼ି: | ||
|birth_name = ମହମ୍ମଦ ସିକନ୍ଦର ଆଲାମ |
|birth_name = ମହମ୍ମଦ ସିକନ୍ଦର ଆଲାମ |
||
|birth_date = {{Birth date|df=yes|1939|07|27}} |
|birth_date = {{Birth date|df=yes|1939|07|27}} |
||
|birth_place = |
|birth_place =ବୟାଳିଶି ମୌଜା, [[କଟକ]], [[ଓଡ଼ିଶା]] |
||
|death_date = {{Death date and age|df=yes|2010|08|08|1939|07|27}} |
|death_date = {{Death date and age|df=yes|2010|08|08|1939|07|27}} |
||
|death_place = [[ଭୁବନେଶ୍ୱର]] |
|death_place = [[ଭୁବନେଶ୍ୱର]] |
||
୧୩ କ ଧାଡ଼ି: | ୧୩ କ ଧାଡ଼ି: | ||
|resting_place_coordinates = |
|resting_place_coordinates = |
||
|nationality = {{flag|ଭାରତୀୟ}} |
|nationality = {{flag|ଭାରତୀୟ}} |
||
|other_names = ଆଧୁନିକ |
|other_names = ଆଧୁନିକ [[ଓଡ଼ିଶା]]ର [[ସାଲବେଗ]] |
||
|known_for = ଓଡ଼ିଆ ଗାୟକ ଓ ସଙ୍ଗୀତକାର |
|known_for = ଓଡ଼ିଆ ଗାୟକ ଓ ସଙ୍ଗୀତକାର |
||
|education = ସଂଗୀତ ବିଶାରଦ |
|education = ସଂଗୀତ ବିଶାରଦ |
||
|alma_mater = |
|alma_mater = ଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ |
||
|religion = [[ଇସଲାମ ଧର୍ମ]] |
|religion = [[ଇସଲାମ ଧର୍ମ]] |
||
|spouse = [[ନାଇମା ଆଲାମ]] |
|spouse = [[ନାଇମା ଆଲାମ]] |
||
୨୮ କ ଧାଡ଼ି: | ୨୮ କ ଧାଡ଼ି: | ||
}} |
}} |
||
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥାଚିତ୍ର ଜଗତର]] ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ ।<ref name="Orissa reference: glimpses of Orissa">{{cite book|title=Orissa reference: glimpses of Orissa|url=http://books.google.com/books?id=1RBuAAAAMAAJ|accessdate=26 March 2013|year=2001|publisher=TechnoCAD Systems}}</ref><ref name="Indian Films">{{cite book|title=Indian Films|url=http://books.google.com/books?id=AckHAQAAIAAJ|accessdate=26 March 2013|year=1978}}</ref> |
|||
ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ [[ଓଡ଼ିଶା|ଓଡ଼ିଶାର]] ଘରେ ଘରେ ପରିଚିତ ।<ref name="Indian Literature">{{cite book|title=Indian Literature|url=http://books.google.com/books?id=FVfhAAAAMAAJ|accessdate=26 March 2013|year=2002|publisher=Sahitya Akademi.}}</ref> ତାଙ୍କୁ ଆଧୁନିକ [[ଓଡ଼ିଶା]]ର [[ସାଲବେଗ]] ମଧ୍ୟ କହାଯାଏ । |
|||
⚫ | |||
'''ସିକନ୍ଦର ଆଲାମ''', [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]ର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । <ref>http://books.google.co.in/books?id=1RBuAAAAMAAJ&q=sikandar+alam&dq=sikandar+alam&source=bl&ots=5-_opsvJII&sig=ThgCGfWmGYFdgSKWOqUd70mU3Ho&hl=en&sa=X&ei=WeAYUN7LHcitrAeUi4F4&ved=0CF8Q6AEwCA</ref> <ref>http://books.google.co.in/books?id=AckHAQAAIAAJ&q=sikandar+alam&dq=sikandar+alam&source=bl&ots=HGZ7NGl7T-&sig=gMuBMS1bWQQCfWKdL3uO6q8B0fA&hl=en&sa=X&ei=WeAYUN7LHcitrAeUi4F4&ved=0CD8Q6AEwAg</ref>ତାଙ୍କର [[ଜଗନ୍ନାଥ]] ଭଜନ ଓ ଜଣାଣ ପାଇଁ, ସେ [[ଓଡିଶା]]ର ଘରେ ଘରେ ପରିଚିତ ।<ref>http://books.google.co.in/books?id=FVfhAAAAMAAJ&q=sikandar+alam&dq=sikandar+alam&source=bl&ots=LOqc4d6owA&sig=XAkIgLTfmfOF0MnJ2Cb3wLtAFqE&hl=en&sa=X&ei=PuEYUISyNsymrAfInoCADw&ved=0CEMQ6AEwBDgK</ref> ତାଙ୍କୁ ଆଧୁନିକ [[ଓଡିଶା]]ର [[ସାଲବେଗ]] ମଧ୍ଯ କୁହାଯାଏ । |
|||
⚫ | '''ସିକନ୍ଦର ଆଲାମ''', ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, [[କଟକ]] ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର [[ଖ୍ରୀଷ୍ଟ କଲେଜିଏଟ ସ୍କୁଲ]]ରୁ ମାଟ୍ରିକ ଓ [[ଷ୍ଟିୱାର୍ଟ କଲେଜ]]ରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ଼ ଭାଇଙ୍କ ଠାରୁ ପ୍ରେରଣା ପାଇ<ref>http://orissacinema.com/interviews/sikandar_alam.html</ref> ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ଵର ସହ ସଂଗୀତ ବିଶାରଦ ହାସଲ କରିଥିଲେ । <ref>http://www.orissadiary.com/CurrentNews.asp?id=20439</ref> |
||
⚫ | |||
⚫ | '''ସିକନ୍ଦର ଆଲାମ''', ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, [[କଟକ]] ଜିଲ୍ଲା |
||
== ପରିବାର == |
== ପରିବାର == |
||
'''ସିକନ୍ଦର ଆଲାମ''' ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ [[ନାଇମା ଆଲାମ]] |
'''ସିକନ୍ଦର ଆଲାମ''' ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ [[ନାଇମା ଆଲାମ]] ମଧ୍ୟ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref> |
||
== କର୍ମଜୀବନ == |
== କର୍ମଜୀବନ == |
||
'''ସିକନ୍ଦର ଆଲାମ''', ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ |
'''ସିକନ୍ଦର ଆଲାମ''', ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ [[ଆକାଶବାଣୀ କଟକ|ଆକାଶବାଣୀ କଟକରେ]] ଗୀତ ଗାଇବା ଆରମ୍ଭ କରିଥିଲେ ।<ref>http://www.hindu.com/2010/08/10/stories/2010081054490200.htm</ref> ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।<ref>http://profile.odiamusic.com/sikandaralam/</ref> ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର [[ଲକ୍ଷ୍ମୀ (୧୯୬୨ ଚଳଚ୍ଚିତ୍ର)|ଲକ୍ଷ୍ମୀରେ]] ସଂଗୀତ ସୁଧାକର[[ବାଳକୃଷ୍ଣ ଦାସ]]ଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ଚଳଚିତ୍ର ଜଗତ]]କୁ ପ୍ରବେଶ କରିଥିଲେ।<ref>http://cinemasagar.com/blog/75-milestomes-in-odia-film/</ref> ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ [[ଓଡିଆ]] ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ [[ଅମଡ଼ା ବାଟ]], [[ଅଦିନ ମେଘ]],[[ମାଣିକ ଯୋଡ଼ି]], [[ମମତା (୧୯୭୫ର ସିନେମା)|ମମତା]], [[ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)|ସୂର୍ଯ୍ୟମୁଖୀ]], [[ପୂଜା (୧୯୮୧ର ଓଡ଼ିଆ ଚଳଚ୍ଚିତ୍ର)|ପୂଜା]] ପ୍ରଭୃତି ଅନ୍ୟତମ ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref> ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା [[ନାଜିଆ ଆଲାମ]]ଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ । |
||
'''ସିକନ୍ଦର ଆଲାମ''', |
'''ସିକନ୍ଦର ଆଲାମ''', ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବି ମଧ୍ୟ ଅଳଙ୍କୃତ କରିଥିଲେ । <ref>http://www.hindu.com/2010/08/10/stories/2010081054490200.htm</ref> |
||
୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref> |
୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref> |
||
୪୮ କ ଧାଡ଼ି: | ୪୮ କ ଧାଡ଼ି: | ||
* ୧୯୬୯ - ଚିତ୍ରପୁରୀ ସମ୍ମାନ |
* ୧୯୬୯ - ଚିତ୍ରପୁରୀ ସମ୍ମାନ |
||
* ୧୯୮୦ - ସୁର ସାଗର(ଶ୍ରୀକ୍ଷେତ୍ର କଳା ପ୍ରକାଶନୀ) |
* ୧୯୮୦ - ସୁର ସାଗର (ଶ୍ରୀକ୍ଷେତ୍ର କଳା ପ୍ରକାଶନୀ) |
||
* ୧୯୮୧- ଧରିତ୍ରୀ ସମ୍ମାନ |
* ୧୯୮୧- ଧରିତ୍ରୀ ସମ୍ମାନ |
||
* ୧୯୮୩- |
* ୧୯୮୩- ଓଡ଼ିଶା ସୋସାଇଟି ଅଫ ଆମେରିକା |
||
* ୧୯୯୧- ସନ୍ତୋକ ସିଂଗଃ ସମ୍ମାନ |
* ୧୯୯୧- ସନ୍ତୋକ ସିଂଗଃ ସମ୍ମାନ |
||
* ୧୯୯୦ - [[ |
* ୧୯୯୦ - [[ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ଓଡ଼ିଶା ରାଜ୍ୟ ଚଳଚିତ୍ର ସମ୍ମାନ]] |
||
* ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ) |
* ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ) |
||
* ୧୯୯୫ - [[ସାଲବେଗ]] ସମ୍ମାନ([[ସାଲବେଗ]] ସାଂସ୍କୃତିକ ପରିଷଦ, ପୁରୀ) |
* ୧୯୯୫ - [[ସାଲବେଗ]] ସମ୍ମାନ([[ସାଲବେଗ]] ସାଂସ୍କୃତିକ ପରିଷଦ, ପୁରୀ) |
||
* ୧୯୯୯- ଚିନ୍ତା ଓ ଚେତନା ସମ୍ମାନ |
* ୧୯୯୯- ଚିନ୍ତା ଓ ଚେତନା ସମ୍ମାନ |
||
* ୨୦୦୦- |
* ୨୦୦୦- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ |
||
* ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ |
* ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ୟୁଜିକ ସମ୍ମାନ |
||
* ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ |
* ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଡେସନ) |
||
* ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ |
* ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ |
||
* ୨୦୦୧- [[ଆକାଶବାଣୀ]] ଅବସର ବିନୋଦନ କେନ୍ଦ୍ର ସମ୍ମାନ |
* ୨୦୦୧- [[ଆକାଶବାଣୀ]] ଅବସର ବିନୋଦନ କେନ୍ଦ୍ର ସମ୍ମାନ |
||
* ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ |
* ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ |
||
* ୨୦୦୨- ନେହେରୁ ଯୁବ କେନ୍ଦ୍ର |
* ୨୦୦୨- ନେହେରୁ ଯୁବ କେନ୍ଦ୍ର |
||
* ୨୦୦୩- ସଂଗୀତଶ୍ରୀ |
* ୨୦୦୩- ସଂଗୀତଶ୍ରୀ (ପଶ୍ଚିମବଙ୍ଗ ସରକାର) |
||
* ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ |
* ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ |
||
* ୨୦୦୪- ବାଣୀଚିତ୍ର ସମ୍ମାନ |
* ୨୦୦୪- ବାଣୀଚିତ୍ର ସମ୍ମାନ |
||
୭୨ କ ଧାଡ଼ି: | ୭୨ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର|2}} |
||
== ବାହାର ଆଧାର == |
== ବାହାର ଆଧାର == |
||
୭୯ କ ଧାଡ଼ି: | ୭୯ କ ଧାଡ଼ି: | ||
* [http://www.orissacinema.com/interviews/sikandar_alam.html ସିକନ୍ଦର ଆଲାମ ସାକ୍ଷାତକାର ] |
* [http://www.orissacinema.com/interviews/sikandar_alam.html ସିକନ୍ଦର ଆଲାମ ସାକ୍ଷାତକାର ] |
||
⚫ | |||
⚫ | |||
[[ଶ୍ରେଣୀ:ସଙ୍ଗୀତ]] |
[[ଶ୍ରେଣୀ:ସଙ୍ଗୀତ]] |
||
[[ଶ୍ରେଣୀ:ସଙ୍ଗୀତକାର]] |
[[ଶ୍ରେଣୀ:ସଙ୍ଗୀତକାର]] |
||
୮୫ କ ଧାଡ଼ି: | ୮୭ କ ଧାଡ଼ି: | ||
[[ଶ୍ରେଣୀ:ଓଡ଼ିଶାର ଲୋକ]] |
[[ଶ୍ରେଣୀ:ଓଡ଼ିଶାର ଲୋକ]] |
||
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]] |
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]] |
||
⚫ | |||
⚫ | |||
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ସଙ୍ଗୀତକାର]] |
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ସଙ୍ଗୀତକାର]] |
୧୫:୩୨, ୨୬ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ
ସିକନ୍ଦର ଆଲାମ | |
---|---|
ଜନ୍ମ | ମହମ୍ମଦ ସିକନ୍ଦର ଆଲାମ ୨୭ ଜୁଲାଇ ୧୯୩୯ |
ମୃତ୍ୟୁ | ୮ ଅଗଷ୍ଟ ୨୦୧୦ | (ବୟସ ୭୧)
ଭୁବନେଶ୍ୱର | |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଆଧୁନିକ ଓଡ଼ିଶାର ସାଲବେଗ |
ଶିକ୍ଷା | ସଂଗୀତ ବିଶାରଦ |
ଶିକ୍ଷାନୁଷ୍ଠାନ | ଖ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଙ୍ଗୀତକାର |
ବୈବାହିକ-ସାଥୀ | ନାଇମା ଆଲାମ |
ସିକନ୍ଦର ଆଲାମ, ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ ।[୧][୨] ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ ଓଡ଼ିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କହାଯାଏ ।
ବାଲ୍ୟ ଜୀବନ ଓ ଶିକ୍ଷା
ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୟାଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକର ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିୱାର୍ଟ କଲେଜରୁ ବିଜ୍ଞାନରେ ଇଣ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ଼ ଭାଇଙ୍କ ଠାରୁ ପ୍ରେରଣା ପାଇ[୪] ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଦ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ଵର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୫]
ପରିବାର
ସିକନ୍ଦର ଆଲାମ ୧୫ ଜୁନ ୧୯୬୫ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀ ନାଇମା ଆଲାମ ମଧ୍ୟ ଜଣେ ସୁଗାୟିକା ତଥା ଆକାଶବାଣୀ ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ୟରୁ ବଡ଼ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।[୬]
କର୍ମଜୀବନ
ସିକନ୍ଦର ଆଲାମ, ୧୯୫୭ ମସିହାରେ ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ ।[୭] ଭଜନ, ଜଣାଣ, ଗଜଲ, ଆଧୁନିକ ଇତ୍ୟାଦି ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୮] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକରବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର ଜଗତକୁ ପ୍ରବେଶ କରିଥିଲେ।[୯] ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ ଓଡିଆ ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ୟରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ ।[୧୦] ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ୟ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ୟା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ୟ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।
ସିକନ୍ଦର ଆଲାମ, ରାଜ୍ୟ କୃଷି ବିଭାଗରେ ଜଣେ ଅଧିକାରୀ ଭାବରେ କାମ କରିଥିଲେ । ଏତଦ ବ୍ୟତିତ, ସେ ଓଡ଼ିଶା ରାଜ୍ୟ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଫାଉଣ୍ଡେସନର ସଭାପତି ପଦବି ମଧ୍ୟ ଅଳଙ୍କୃତ କରିଥିଲେ । [୧୧]
୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।[୧୨]
ସମ୍ମାନ ଓ ପୁରସ୍କାର
ଜୀବନ ବ୍ୟାପି ସଂଗୀତ ସାଧନା ଓ କର୍ମଚଞ୍ଚଳତା ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ଆଣିଦେଇଛି ।
- ୧୯୬୯ - ଚିତ୍ରପୁରୀ ସମ୍ମାନ
- ୧୯୮୦ - ସୁର ସାଗର (ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
- ୧୯୮୧- ଧରିତ୍ରୀ ସମ୍ମାନ
- ୧୯୮୩- ଓଡ଼ିଶା ସୋସାଇଟି ଅଫ ଆମେରିକା
- ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
- ୧୯୯୦ - ଓଡ଼ିଶା ରାଜ୍ୟ ଚଳଚିତ୍ର ସମ୍ମାନ
- ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
- ୧୯୯୫ - ସାଲବେଗ ସମ୍ମାନ(ସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
- ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
- ୨୦୦୦- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ
- ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ୟୁଜିକ ସମ୍ମାନ
- ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଡେସନ)
- ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ
- ୨୦୦୧- ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ମାନ
- ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
- ୨୦୦୨- ନେହେରୁ ଯୁବ କେନ୍ଦ୍ର
- ୨୦୦୩- ସଂଗୀତଶ୍ରୀ (ପଶ୍ଚିମବଙ୍ଗ ସରକାର)
- ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
- ୨୦୦୪- ବାଣୀଚିତ୍ର ସମ୍ମାନ
- ୨୦୦୩ - ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ମାନ
- ୨୦୦୩ - 'କଳାକାର' ବୋଇତ ବନ୍ଦାଣ ସମ୍ମାନ
- ୨୦୦୩ - ଲାୟନସ କ୍ଳବ ସମ୍ମାନ
- ୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ[୧୩]
ଆଧାର
- ↑ Orissa reference: glimpses of Orissa. TechnoCAD Systems. 2001. Retrieved 26 March 2013.
- ↑ Indian Films. 1978. Retrieved 26 March 2013.
- ↑ Indian Literature. Sahitya Akademi. 2002. Retrieved 26 March 2013.
- ↑ http://orissacinema.com/interviews/sikandar_alam.html
- ↑ http://www.orissadiary.com/CurrentNews.asp?id=20439
- ↑ http://www.thehindu.com/arts/music/article540158.ece
- ↑ http://www.hindu.com/2010/08/10/stories/2010081054490200.htm
- ↑ http://profile.odiamusic.com/sikandaralam/
- ↑ http://cinemasagar.com/blog/75-milestomes-in-odia-film/
- ↑ http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html
- ↑ http://www.hindu.com/2010/08/10/stories/2010081054490200.htm
- ↑ http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html
- ↑ http://profile.odiamusic.com/sikandaralam/awards-title/