"ଭାରତର ଜିଲ୍ଲାମାନଙ୍କର ତାଲିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Bot: Migrating 11 interwiki links, now provided by Wikidata on d:q1149652 (translate me)
୯୭ କ ଧାଡ଼ି: ୯୭ କ ଧାଡ଼ି:


[[ଶ୍ରେଣୀ:ତାଲିକା]]
[[ଶ୍ରେଣୀ:ତାଲିକା]]

[[as:ভাৰতৰ জিলাসমূহৰ তালিকা]]
[[ca:Llista de districtes de l'Índia]]
[[de:Liste der Distrikte in Indien]]
[[en:List of districts of India]]
[[es:Anexo:Distritos de la India]]
[[ja:インドの県の一覧]]
[[ml:ഇന്ത്യയിലെ ജില്ലകളുടെ പട്ടിക]]
[[pt:Anexo:Lista de distritos da Índia]]
[[rmy:Patrinipen le distrikturengo la Indiyake]]
[[sa:भारतस्य मण्डलानि]]
[[sv:Lista över Indiens administrativa distrikt]]

୧୬:୫୫, ୧୧ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ


ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ଅଟେ ।

  • ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IAS ର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ଵରେ ଅଛନ୍ତି ।
  • ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବା ର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ଵରେ ଅଛନ୍ତି ।
  • Deputy Conservator of Forests, Indian Forest Service ର କର୍ମଚାରୀ, ଯିଏକି ଜିଲ୍ଲାର ବନବିଭାଗ ଦାୟିତ୍ଵରେ ଅଛନ୍ତି ।

ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାର ଦ୍ଵାରା ସହାୟିତ ହୁଅନ୍ତି ।

ଭାରତରେ ମୋଟ ୬୪୦ଟି ଜିଲ୍ଲା ଅଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର ଜିଲ୍ଲା ସଂଖ୍ୟା

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ତାଲିକାରେ ଲିଖିତ ସଂଖ୍ୟା ଦ୍ଵାରା ସୂଚୀତ ।
ସଂଖ୍ୟା ରାଜ୍ୟର ନାମ ଜିଲ୍ଲା ସଂଖ୍ୟା
1 ଆନ୍ଧ୍ର ପ୍ରଦେଶ ୨୩
2 ଅରୁଣାଚଳ ପ୍ରଦେଶ ୧୬
3 ଆସାମ ୨୭
4 ବିହାର ୩୮
5 ଛତିଶଗଡ଼ ୧୮
6 ଗୋଆ
7 ଗୁଜରାଟ ୨୬
8 ହରିଆଣା ୨୧
9 ହିମାଚଳ ପ୍ରଦେଶ ୧୨
10 ଜମ୍ମୁ ଓ କଶ୍ମୀର ୨୨
11 ଝାଡ଼ଖଣ୍ଡ ୨୪
12 କର୍ଣ୍ଣାଟକ ୩୦
13 କେରଳ ୧୪
14 ମଧ୍ୟ ପ୍ରଦେଶ ୫୦
15 ମହାରାଷ୍ଟ୍ର ୩୫
16 ମଣିପୁର
17 ମେଘାଳୟ
18 ମିଜୋରମ
19 ନାଗାଲାଣ୍ଡ ୧୧
20 ଓଡ଼ିଶା ୩୦
21 ପଞ୍ଜାବ ୨୨
22 ରାଜସ୍ଥାନ ୩୩
23 ସିକିମ
24 ତାମିଲନାଡୁ ୩୨
25 ତ୍ରିପୁରା
26 ଉତ୍ତର ପ୍ରଦେଶ ୭୧
27 ଉତ୍ତରାଖଣ୍ଡ ୧୩
28 ପଶ୍ଚିମବଙ୍ଗ ୧୯
A ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ
B ଚଣ୍ଡୀଗଡ଼
C ଦାଦ୍ରା ଓ ନଗର ହବେଳୀ
D ଡାମନ ଓ ଡିଉ
E ଲାକ୍ଷାଦ୍ଵୀପ
F ଦିଲ୍ଲୀ
G ପୁଡୁଚେରୀ
* ମୋଟ 642

ଆଧାର

ଅଧିକ ତଥ୍ୟ

  • 2001 maps; provides maps of social, economic and demographic data of India in 2001