"ଆଖି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Bot: Migrating 143 interwiki links, now provided by Wikidata on d:q7364 (translate me)
୪୮ କ ଧାଡ଼ି: ୪୮ କ ଧାଡ଼ି:


{{Link FA|an}}
{{Link FA|an}}

[[af:Oog]]
[[am:አይን (ሥነ አካል)]]
[[an:Uello]]
[[ang:Ēage]]
[[ar:عين]]
[[arc:ܥܝܢܐ (ܝܘܠܦܢ ܨܪܘܝܘܬܐ)]]
[[ast:Güeyu]]
[[av:Бер]]
[[ay:Nayra]]
[[az:Göz]]
[[bat-smg:Akės]]
[[be:Вока]]
[[be-x-old:Вока]]
[[bg:Око]]
[[bi:Ae]]
[[bjn:Mata]]
[[bn:চোখ]]
[[bo:མིག]]
[[br:Lagad]]
[[bs:Oko]]
[[ca:Ull]]
[[cdo:Mĕ̤k-ciŭ]]
[[ckb:چاو]]
[[cs:Oko]]
[[cv:Куç]]
[[cy:Llygad]]
[[da:Øje]]
[[de:Auge]]
[[diq:Çım]]
[[el:Μάτι]]
[[en:Eye]]
[[eo:Okulo]]
[[es:Ojo]]
[[et:Silm]]
[[eu:Begi]]
[[fa:چشم]]
[[fi:Silmä]]
[[fiu-vro:Silm]]
[[fr:Œil]]
[[fy:Each]]
[[ga:An tsúil]]
[[gan:眼睛]]
[[gd:Sùil]]
[[gl:Ollo]]
[[gn:Tesa]]
[[gu:આંખ]]
[[gv:Sooill]]
[[hak:Ngién]]
[[he:עין]]
[[hi:आँख]]
[[hr:Oko]]
[[hsb:Wóčko]]
[[ht:Je]]
[[hu:Szem]]
[[ia:Oculo]]
[[id:Mata]]
[[ig:Ányá]]
[[io:Okulo]]
[[is:Auga]]
[[it:Occhio]]
[[iu:ᐃᔨ]]
[[ja:目]]
[[jbo:kanla]]
[[jv:Mata]]
[[ka:თვალი]]
[[kk:Көз]]
[[kn:ಕಣ್ಣು]]
[[ko:눈 (해부학)]]
[[krc:Кёз]]
[[ks:أچھ]]
[[ksh:Oohr]]
[[ku:Çav]]
[[ky:Көз]]
[[la:Oculus]]
[[lb:A (Sënnesorgan)]]
[[lbe:Я (чурх)]]
[[ln:Lǐso]]
[[lt:Akis]]
[[lv:Acs]]
[[mk:Око]]
[[ml:കണ്ണ്]]
[[mn:Нүд]]
[[mr:डोळा]]
[[mrj:Сӹнзӓ]]
[[ms:Mata]]
[[my:မျက်လုံး]]
[[nah:Īxtelolotl]]
[[ne:आँखा]]
[[nl:Oog (anatomie)]]
[[nn:Auga]]
[[no:Øye]]
[[nrm:Yi]]
[[oc:Uèlh]]
[[os:Цæст]]
[[pa:ਅੱਖ]]
[[pag:Mata]]
[[pam:Mata]]
[[pdc:Aag]]
[[pl:Oko]]
[[pms:Euj]]
[[pnb:اکھ]]
[[pnt:Ομάτ]]
[[ps:سترګه]]
[[pt:Olho]]
[[qu:Ñawi]]
[[ro:Ochi]]
[[ru:Глаз]]
[[rue:Око]]
[[sa:अक्षि]]
[[scn:Occhiu]]
[[sco:Ee]]
[[se:Čalbmi]]
[[sh:Oko]]
[[si:ඇස]]
[[simple:Eye]]
[[sk:Oko]]
[[sl:Oko]]
[[sn:Ziso]]
[[sq:Syri]]
[[sr:Око]]
[[su:Panon]]
[[sv:Öga]]
[[sw:Jicho]]
[[szl:Ślypje]]
[[ta:கண்]]
[[te:కన్ను]]
[[th:ตา]]
[[tl:Mata]]
[[tr:Göz]]
[[ug:كۆز]]
[[uk:Око]]
[[ur:آنکھ]]
[[vec:Ocio]]
[[vi:Mắt]]
[[wa:Ouy]]
[[war:Matá]]
[[wo:Bët]]
[[xal:Нүдн]]
[[yi:אויג]]
[[yo:Ojú]]
[[zh:眼]]
[[zh-min-nan:Ba̍k-chiu]]
[[zh-yue:眼]]

୧୬:୪୨, ୧୧ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଆଖି
Schematic diagram of the vertebrate eye.
Compound eye of Antarctic krill

ଆଖି ହେଉଛି ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରରେ ଥିବା ଏକ ଅଙ୍ଗ । ଏହା ଦେଖିବାରେ ସାହାଯ୍ୟ କରିଥାଏ । ଆଖିର ଆଗ ପରଦା ବା କରନିଆ ଏକେବାରେ କାଚପରି ସଫା । ତା ପଛକୁ ଗୋଟାଏ କୋଠରୀ । ସେଥିରେ ପାଣି ଭଳି ଦ୍ରବ୍ୟ ଭରି ରହିଥାଏ । ତା ପଛକୁ ଗୋଟାଏ ମାଂସପେଶୀର ଗୋଲାକାର ପରଦା - ଆଇରିସ । ସେ ପରଦାର ଠିକ୍ ମଝିରେ ଫାଙ୍କଟାଏ ଥାଏ । ତାକୁ ପିଉପିଲ କୁହାଯାଏ । ଏହି ପିଉପିଲଟି ଠିକ୍ କେମେରାର ସର୍ଟର ଭଳି କାମ କରେ । ବେଶୀ ଆଲୁଅରେ ଛୋଟ ହୋଇଯାଏ ଓ କମ୍ ଆଲୁଅ ହେଲେ ମେଲା ହୋଇଯାଏ ।

ତା ପଛକୁ ଲେନ୍ସ ଓ ଲେନ୍ସ ପଛକୁ ଭିଟ୍ରିଯାସ ହ୍ୟୁମାର ତା ପଛକୁ ରେଟିନା ଥାଏ । ଆଲୁଅ ପ୍ରଥମେ ଆଖିର କରନିଆ ଦେଇ ଲେନ୍ସ ପାର ହେଲା ବେଳକୁ ଆଲୁଅ କଣା ସବୁ ସମାନ୍ତରାଳ ହୋଇ ଯାଆନ୍ତି । ସେସବୁ ସମାନ୍ତରାଳ ଆଲୁଅ ରେଟିନା ଦେହରେ ପଡିଲେ ରେଟିନାର ବିଭିନ୍ନ ପ୍ରକାରର ଜୀବକୋଷମାନେ ଉତ୍ତେଜିତ ହୁଅନ୍ତି ।

କାର୍ଯ୍ୟପ୍ରଣାଳୀ

ଆଲୁଅ ଧରିବା ପାଇଁ ଆଖିର ରେଟିନାରେ ପ୍ରାୟ ୧୩୭ ନିଯୁତ ଜୀବକୋଷ ଥାଏ । ତା ମଧ୍ୟରୁ ୧୩୦ ନିଯୁତ ଖାଲି କଳା ଓ ଧଳା ଚିହ୍ନିବା ପାଇଁ ଲମ୍ବା ଲମ୍ବା ଜୀବକୋଷ ଓ ସାତ ନିଯୁତ ପିରାମିଡ ଭଳି ଜୀବକୋଷ ରଙ୍ଗୀନ ଆଲୁଅ ଧରି ରଖିବା ପାଇଁ । ଏଇ ଦୁଇପ୍ରକାର ଜୀବକୋଷମାନଙ୍କ ପାଇଁ ମଣିଷ ସବୁପ୍ରକାରର ଆଲୁଅ ସହଜରେ ବାରିପାରେ । ଲମ୍ବା ଲମ୍ବା ଜୀବକୋଷ ବା ରଡମାନେ ରେଟିନା ସାରା ବିଛାଡି ହୋଇ ରହିଥାନ୍ତି। ମାତ୍ର ପିରାମିଡ ଭଳି ଜୀବକୋଷ ମାନେ କେବଳ ଗୋଟାଏ ଜାଗାରେ ଠୁଳ ହୋଇ ରହିଥାନ୍ତି । ସେଇ ଜାଗାଟି ହେଲା ଫୋବିଆ - ଗୋଟାଏ ମୁଗ ଆକାରର ଖାଲିଆ ଜାଗା । ଯେତେ ଆଲୁଅ ଆଖିର ଲେନ୍ସ ଦେଇ ଆସେ ତାର ଫୋକସ ବିନ୍ଦୁ ହେଲା ଏଇ ଫୋବିଆ । ଖୁବ୍ ପାଖ ଜିନିଷକୁ ଦେଖିବା ପାଇଁ ଏଇ ଫୋବିଆ ହେଉଛି ଦାୟୀ । ରେଟିନାର ଜୀବକୋଷମାନଙ୍କରେ ଆଲୁଅ ପଡିଲେ ନାନା ପ୍ରକାର ରାସାୟନିକ ପ୍ରତିକ୍ରିୟା ହୋଇଯାଏ । ସେଇ ପ୍ରତିକ୍ରିୟା ହେଲେ ସେମାନଙ୍କ ଦେହରେ ବିଦ୍ୟୁତ ପ୍ରବାହ ହୁଏ । ସେ ବିଦ୍ୟୁତ ପ୍ରବାହ ଆଖିର ସ୍ନାଯୁକୁ ଯାଇ ମସ୍ତିସ୍କରେ ଥିବା ଅକ୍ସିପିଟେଲ ଲୋବକୁ ଯାଏ। ସେଠାରେ ମସ୍ତିସ୍କ ଏ ସବୁକୁ ବିଶ୍ଳେଷଣ କରି ମଣିଷକୁ କଣ ଦେଖିଲା ବୋଲି ଜଣାଇଦିଏ । ରଙ୍ଗୀନ ଆଲୁଅ ଦେଖିଲାବେଳେ ମଧ୍ୟ ସେହିପରି ରାସାୟନିକ ପ୍ରତିକ୍ରିୟା ଓ ବିଦ୍ୟୁତ୍ ପ୍ରବାହ ହୁଏ । ମାତ୍ର ଏ ପ୍ରତିକ୍ରିୟା ଏତେ ସୂକ୍ଷ୍ମ ଓ କିଟିମିଟିଆ ଯେ , ଟିକିଏ କିଛି ଖରାପ ହେଲେ ରଙ୍ଗିନ ଜିନିଷ ଦେଖିବାରେ ଅସୁବିଧା ହୁଏ । ଅଳ୍ପ ବହୁତ ଆଠ ଜଣକରେ ଜଣଙ୍କର କିଛି ନା କିଛି ଅସୁବିଧା ଥାଏ ରଙ୍ଗିନ ଜିନିଷ ଦେଖିବା ପାଇଁ । ଆଲୁଅ କମି ଯିବା କ୍ଷଣି ଅନ୍ଧାରରେ ରଙ୍ଗିନ ଜିନିଷ ଦେଖି ହୁଏ ନାହିଁ । ସବୁ ପ୍ରାୟ ଧୂସରିଆ ଦେଖା ଯାଆନ୍ତି କାରଣ ଆଖିର କୋନ ଜୀବକୋଷମାନେ ଅନ୍ଧାରରେ କିଛି କାମ କରି ପାରନ୍ତି ନାହିଁ । କେବଳ ଲମ୍ବା ଜୀବକୋଷ - ରଡମାନେହିଁ କାମ କରନ୍ତି ।

ମଣିଷ ପିଲା ଥିଲାବେଳେ କେବଳ ଆଲୁଅ ବା ଅନ୍ଧାର ବୁଝି ପାରିଥାଏ । ପାଖ ଜିନିଷକୁ ଦେଖି ପାରେ ନା । ଦୁଇଟି ଆଖିର ଲୟ ବଦ୍ଧତା ନ ଥାଏ। ଧିରେ ଧିରେ ବଢିଗଲା ପରେ ଦୁଇଟି ଆଖି ଠିକ୍ ଭାବରେ ଦେଖେ ଓ ଲୟବଦ୍ଧତା ବଢେ। ଝାପ୍ସା ଆଲୁଅରେ ପିଲାମାନେ ପଢି ପାରନ୍ତି ବଡ଼ ମାନେ ପାରନ୍ତି ନାହିଁ। ତାର କାରଣ ହେଲା ପିଲାବେଳେ ଆଖିର ମାଂସପେଶୀ ସବୁ ଖୁବ୍ ତାଜା ଥାଏ ଓ ଭଲ କାମ କରିପାରେ । ଆଖି ଦିନକୁ ପ୍ରାୟ ୧୦,୦୦୦ ଥର ଘୁରି ବୁଲେ । ଏଥିରୁ ଆଖିର ମାଂସପେଶୀର ଶକ୍ତିର କଳନା କରାଯାଇପାରେ।

ବିଶ୍ରାମ

ଶୋଇଗଲାପରେ ଆଖି ପୂର୍ଣ୍ଣ ବିଶ୍ରାମ ପାଏ। ମାତ୍ର ଚେଇଁଥିଲାବେଳେ ମଧ୍ୟ ଟିକିଏ ଟିକିଏ ; ଯଦିଓ ଖୁବ୍ କମ୍ ସମୟ ପାଇଁ ଆଖିମିଟିକା ମାରିବା ସମୟଟାରେ ଆଖି ବିଶ୍ରାମ ନେଇଥାଏ । ବେଳେବେଳେ ଦୁଇଆଖି ପାଳି କରି କାମ କରନ୍ତି । ଗୋଟିଏ ଆଖି ନବେ ଭାଗ କାମ କଲାବେଳେ ଅନ୍ୟଟି ଅଳସେଇ ଯାଏ । ଏହିପରି ଦୁଇଆଖି ଶରୀରପାଇଁ ଅନବରତ କାମ କରିଥାଏ।

ଲୁହ

ଆଖିର ଲୁହରେ ଲାଇସୋଜାଇମ ମଧ୍ୟ ଅଛି - ଏହା ଆଖିର ପ୍ରତିରକ୍ଷା ବ୍ୟବସ୍ଥା। କୌଣସି ଜୀବାଣୁ ଆସିଲେ ତାକୁ ମାରିଦେବା ପାଇଁ ଏହା କାମରେ ଲାଗେ।


ଆଧାର

ଅଧିକ ତଥ୍ୟ

ଛାଞ୍ଚ:Link FA