"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Migrating 11 interwiki links, now provided by Wikidata on d:q2082443 (translate me) |
ଟିକେ Bot: Migrating 2 interwiki links, now provided by Wikidata on d:q2082443 (translate me) |
||
୪୭ କ ଧାଡ଼ି: | ୪୭ କ ଧାଡ଼ି: | ||
http://www.orissalinks.com/orissagrowth/topics/district-all/district-kendrapada |
http://www.orissalinks.com/orissagrowth/topics/district-all/district-kendrapada |
||
[[mg:Kendrapara]] |
|||
[[ms:Kendrapara]] |
୧୫:୫୬, ୧୧ ମାର୍ଚ୍ଚ ୨୦୧୩ ଅନୁସାରେ କରାଯାଇଥିବା ବଦଳ
କେନ୍ଦ୍ରାପଡ଼ା | |||
— ସହର — | |||
ଦିଗବାରେଣି | 20°30′N 86°25′E / 20.50°N 86.42°E | ||
ଦେଶ | ଭାରତ | ||
ରାଜ୍ୟ | ଓଡ଼ିଶା | ||
ଭାରତର ଜିଲାସବୁ | କେନ୍ଦ୍ରାପଡ଼ା | ||
ଲୋକସଂଖ୍ୟା | ୪୧,୪୦୪ (2001[update]) | ||
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) | ||
ପରିସୀମା |
• 13 metres (43 ft) | ||
କୋଡ଼
| |||
ବେବସାଇଟ | kendrapara.nic.in |
କେନ୍ଦ୍ରାପଡ଼ା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ପ୍ରଶାସନିକ ସହର ।
ଭୌଗଳିକ ସ୍ଥିତି
ଏହି ଜିଲ୍ଲାର ଭୌଗଳିକ ଦିଗବାରେଣି: 20°30′N 86°25′E / 20.50°N 86.42°E । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ ୧୩ ମିଟର (୪୩ ଫୁଟ) ଉଚ୍ଚତାରେ ଅଛି I ଭଦ୍ରକ, ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୂର୍ବରେ ବଙ୍ଗୋପସାଗର ଏହାର ଏକ ଭାଗରେ ରହିଛି ।
ମୁଖ୍ୟ ନଦୀ
ମହାନଦୀର ଏକ ଶାଖା ନଇ ଲୁଣା ନଇ ଏହା ବାହାରେ ବହୁଅଛି ।
ଯୋଗାଯୋଗ ଓ ପରିବହନ
କେନ୍ଦ୍ରପଡ଼ା ସହରଟି ରାଜଧାନୀ ଭୁବନେଶ୍ଵରଠାରୁ ପ୍ରାୟ ୭୫ କି.ମି. ଦୂରରେ ଅବସ୍ଥିତ । ପାଖାପାଖି ରେଳ ଷ୍ଟେସନ ହେଉଛି କଟକ ଓ ରାହାମ ।
ସଂସ୍କୃତି ଏବଂ ପରମ୍ପରା
ଦର୍ଶନୀୟ ସ୍ଥାନ
ଆଧାର
http://www.orissalinks.com/orissagrowth/topics/district-all/district-kendrapada