"ଭାରତର ଜିଲ୍ଲାମାନଙ୍କର ତାଲିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨ କ ଧାଡ଼ି: ୨ କ ଧାଡ଼ି:


ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ଅଟେ ।
ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ଅଟେ ।
* ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି [[IAS]] ର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ଵରେ ଅଛନ୍ତି ।
* ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି [[IAS]] ର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ଵରେ ଅଛନ୍ତି ।
* ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବା ର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ଵରେ ଅଛନ୍ତି ।
* ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବା ର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ଵରେ ଅଛନ୍ତି ।
* Deputy Conservator of Forests, Indian Forest Service ର କର୍ମଚାରୀ, ଯିଏକି ଜିଲ୍ଲାର ବନବିଭାଗ ଦାୟିତ୍ଵରେ ଅଛନ୍ତି ।
* Deputy Conservator of Forests, Indian Forest Service ର କର୍ମଚାରୀ, ଯିଏକି ଜିଲ୍ଲାର ବନବିଭାଗ ଦାୟିତ୍ଵରେ ଅଛନ୍ତି ।


ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାର ଦ୍ଵାରା ସହାୟିତ ହୁଅନ୍ତି ।
ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାର ଦ୍ଵାରା ସହାୟିତ ହୁଅନ୍ତି ।


[[ଭାରତ|ଭାରତରେ]] ମୋଟ ୬୪୦ଟି ଜିଲ୍ଲା ଅଛି
[[ଭାରତ|ଭାରତରେ]] ମୋଟ ୬୪୦ଟି ଜିଲ୍ଲା ଅଛି ।


===ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର ଜିଲ୍ଲା ସଂଖ୍ୟା===
=== ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର ଜିଲ୍ଲା ସଂଖ୍ୟା ===
[[ଫାଇଲ:India-states-numbered.svg|thumb| [[ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ]], ତାଲିକାରେ ଲିଖିତ ସଂଖ୍ୟା ଦ୍ଵାରା ସୂଚୀତ ।]]
[[ଫାଇଲ:India-states-numbered.svg|thumb| [[ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ]], ତାଲିକାରେ ଲିଖିତ ସଂଖ୍ୟା ଦ୍ଵାରା ସୂଚୀତ ।]]
{| class="wikitable sortable"
{| class="wikitable sortable"
୮୯ କ ଧାଡ଼ି: ୮୯ କ ଧାଡ଼ି:
|}
|}


==ଆଧାର==
== ଆଧାର ==
{{ଆଧାର}}
{{ଆଧାର}}
==ଅଧିକ ତଥ୍ୟ==
== ଅଧିକ ତଥ୍ୟ ==
*[http://www.demographie.net/atlas2001 2001 maps]; provides maps of social, economic and demographic data of India in 2001
* [http://www.demographie.net/atlas2001 2001 maps]; provides maps of social, economic and demographic data of India in 2001
{{ମୁଣ୍ଡିଆ}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->

୧୦:୧୩, ୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ


ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ଅଟେ ।

  • ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IAS ର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ଵରେ ଅଛନ୍ତି ।
  • ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବା ର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ଵରେ ଅଛନ୍ତି ।
  • Deputy Conservator of Forests, Indian Forest Service ର କର୍ମଚାରୀ, ଯିଏକି ଜିଲ୍ଲାର ବନବିଭାଗ ଦାୟିତ୍ଵରେ ଅଛନ୍ତି ।

ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାର ଦ୍ଵାରା ସହାୟିତ ହୁଅନ୍ତି ।

ଭାରତରେ ମୋଟ ୬୪୦ଟି ଜିଲ୍ଲା ଅଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର ଜିଲ୍ଲା ସଂଖ୍ୟା

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ତାଲିକାରେ ଲିଖିତ ସଂଖ୍ୟା ଦ୍ଵାରା ସୂଚୀତ ।
ସଂଖ୍ୟା ରାଜ୍ୟର ନାମ ଜିଲ୍ଲା ସଂଖ୍ୟା
1 ଆନ୍ଧ୍ର ପ୍ରଦେଶ ୨୩
2 ଅରୁଣାଚଳ ପ୍ରଦେଶ ୧୬
3 ଆସାମ ୨୭
4 ବିହାର ୩୮
5 ଛତିଶଗଡ଼ ୧୮
6 ଗୋଆ
7 ଗୁଜରାଟ ୨୬
8 ହରିଆଣା ୨୧
9 ହିମାଚଳ ପ୍ରଦେଶ ୧୨
10 ଜମ୍ମୁ ଓ କଶ୍ମୀର ୨୨
11 ଝାଡ଼ଖଣ୍ଡ ୨୪
12 କର୍ଣ୍ଣାଟକ ୩୦
13 କେରଳ ୧୪
14 ମଧ୍ୟ ପ୍ରଦେଶ ୫୦
15 ମହାରାଷ୍ଟ୍ର ୩୫
16 ମଣିପୁର
17 ମେଘାଳୟ
18 ମିଜୋରମ
19 ନାଗାଲାଣ୍ଡ ୧୧
20 ଓଡ଼ିଶା ୩୦
21 ପଞ୍ଜାବ ୨୨
22 ରାଜସ୍ଥାନ ୩୩
23 ସିକିମ
24 ତାମିଲନାଡୁ ୩୨
25 ତ୍ରିପୁରା
26 ଉତ୍ତର ପ୍ରଦେଶ ୭୧
27 ଉତ୍ତରାଖଣ୍ଡ ୧୩
28 ପଶ୍ଚିମବଙ୍ଗ ୧୯
A ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ
B ଚଣ୍ଡୀଗଡ଼
C ଦାଦ୍ରା ଓ ନଗର ହବେଳୀ
D ଡାମନ ଓ ଡିଉ
E ଲାକ୍ଷାଦ୍ଵୀପ
F ଦିଲ୍ଲୀ
G ପୁଡୁଚେରୀ
* ମୋଟ 642

ଆଧାର

ଅଧିକ ତଥ୍ୟ

  • 2001 maps; provides maps of social, economic and demographic data of India in 2001