"ଜୈନ ଧର୍ମ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ r2.7.3) (Robot: Modifying bo:གཅེར་བུ་བའི་ཆོས་ལུགས། to bo:གཅེར་བུ་བའི་ཆོས་ལུགས། |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Jainism}} |
{{ଛୋଟ|Jainism}} |
||
[[ |
[[ଫାଇଲ:mahavir.jpg|thumb|right|[[Mahavira]]]] |
||
ଜୈନଧର୍ମ ଏକ ପ୍ରାଚୀନତର ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ । <ref>www.angelfire.com/co/jainism/mahavir.html</ref> |

==ତୀର୍ଥଙ୍କର== |
== ତୀର୍ଥଙ୍କର == |
||
ଜୈନମାନଙ୍କର ପରମ୍ପରା ଅନୁସାରେ |
ଜୈନମାନଙ୍କର ପରମ୍ପରା ଅନୁସାରେ ଜୈନଧର୍ମ ୨୪ ଜଣ ତୀର୍ଥଙ୍କର ବା ଅର୍ହତଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । <ref>http://www.religioustolerance.org/jainism.htm</ref>ସେମାନଙ୍କ ମଧ୍ୟରେ [[ଋଷଭନାଥ]] , [[ପାର୍ଶ୍ଵନାଥ]] ଓ ମହାବୀର ଯଥାକ୍ରମେ ପ୍ରଥମ,ତ୍ରେୟୋବିଂଶତିତମ ଏବଂ ଚତୁର୍ବିଂଶତିତମ ତୀର୍ଥଙ୍କର । ମହାବୀରଙ୍କ ଜନ୍ମର ପ୍ରାୟ ୨୫୦ ବର୍ଷ ପୂର୍ବେ ପାର୍ଶ୍ଵନାଥ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଧର୍ମୋପଦେଶ ଚାରୋଟି ନୀତି ଉପରେ ପ୍ରତିଷ୍ଠିତ , ଯଥା : - (୧) ଅହିଂସା , (୨) ସତ୍ୟ, (୩) ଅଚୌର୍ଯ୍ୟ ଏବଂ (୪) ଅପରିଗ୍ରହ<ref>http://www.religioustolerance.org/jainism.htm</ref> , ଅର୍ଥାତ '''କାହାରିକୁ ହିଂସା କର ନାହିଂ,ମିଥ୍ୟା କହ ନାହିଁ,ଚୋରି କର ନାହିଁ ଏବଂ କୈଣସି ସମ୍ପତ୍ତି ପ୍ରତି ଆସକ୍ତି ରଖନାହିଁ''' । ଏହା ଚତୁର୍ଯ୍ୟାମ ଧର୍ମ ନାମରେ ଅଭିହିତ ।<ref>http://www.jaindharmonline.com/dharma/jainhist.htm</ref> |
||
==ଆହୁରି ଦେଖନ୍ତୁ== |
== ଆହୁରି ଦେଖନ୍ତୁ == |
||
*[[ଜୈନବାଦ]] |
* [[ଜୈନବାଦ]] |
||
==ଆଧାର== |
== ଆଧାର == |
||
{{ଆଧାର}} |
{{ଆଧାର}} |
||
==ବାହାର ତଥ୍ୟ== |
== ବାହାର ତଥ୍ୟ == |
||
* [http://www.jaingyan.com JainGyan.com] |
* [http://www.jaingyan.com JainGyan.com] |
||
{{Sister project links|v=no|n=no|q=no|s=no|b=no}} |
{{Sister project links|v=no|n=no|q=no|s=no|b=no}} |
||
*{{Dmoz|Society/Religion_and_Spirituality/Jainism/}} |
* {{Dmoz|Society/Religion_and_Spirituality/Jainism/}} |
||
* [http://jainworld.com/ Jainworld - World's oldest Jain site] |
* [http://jainworld.com/ Jainworld - World's oldest Jain site] |
||
* [http://casgroup.fiu.edu/religion/pages.php?id=3064 Jainism at Florida International University] |
* [http://casgroup.fiu.edu/religion/pages.php?id=3064 Jainism at Florida International University] |
||
୨୦ କ ଧାଡ଼ି: | ୨୦ କ ଧାଡ଼ି: | ||
{{ମୁଣ୍ଡିଆ}} |
{{ମୁଣ୍ଡିଆ}} |
||
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ--> |
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ--> |
||
⚫ | |||
[[ଶ୍ରେଣୀ:ଧର୍ମ]] |
[[ଶ୍ରେଣୀ:ଧର୍ମ]] |
||
⚫ | |||
[[af:Djainisme]] |
[[af:Djainisme]] |
୦୮:୪୬, ୮ ଫେବୃଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ
ଜୈନଧର୍ମ ଏକ ପ୍ରାଚୀନତର ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ । [୧]
ତୀର୍ଥଙ୍କର
ଜୈନମାନଙ୍କର ପରମ୍ପରା ଅନୁସାରେ ଜୈନଧର୍ମ ୨୪ ଜଣ ତୀର୍ଥଙ୍କର ବା ଅର୍ହତଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । [୨]ସେମାନଙ୍କ ମଧ୍ୟରେ ଋଷଭନାଥ , ପାର୍ଶ୍ଵନାଥ ଓ ମହାବୀର ଯଥାକ୍ରମେ ପ୍ରଥମ,ତ୍ରେୟୋବିଂଶତିତମ ଏବଂ ଚତୁର୍ବିଂଶତିତମ ତୀର୍ଥଙ୍କର । ମହାବୀରଙ୍କ ଜନ୍ମର ପ୍ରାୟ ୨୫୦ ବର୍ଷ ପୂର୍ବେ ପାର୍ଶ୍ଵନାଥ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଧର୍ମୋପଦେଶ ଚାରୋଟି ନୀତି ଉପରେ ପ୍ରତିଷ୍ଠିତ , ଯଥା : - (୧) ଅହିଂସା , (୨) ସତ୍ୟ, (୩) ଅଚୌର୍ଯ୍ୟ ଏବଂ (୪) ଅପରିଗ୍ରହ[୩] , ଅର୍ଥାତ କାହାରିକୁ ହିଂସା କର ନାହିଂ,ମିଥ୍ୟା କହ ନାହିଁ,ଚୋରି କର ନାହିଁ ଏବଂ କୈଣସି ସମ୍ପତ୍ତି ପ୍ରତି ଆସକ୍ତି ରଖନାହିଁ । ଏହା ଚତୁର୍ଯ୍ୟାମ ଧର୍ମ ନାମରେ ଅଭିହିତ ।[୪]
ଆହୁରି ଦେଖନ୍ତୁ
ଆଧାର
- ↑ www.angelfire.com/co/jainism/mahavir.html
- ↑ http://www.religioustolerance.org/jainism.htm
- ↑ http://www.religioustolerance.org/jainism.htm
- ↑ http://www.jaindharmonline.com/dharma/jainhist.htm
ବାହାର ତଥ୍ୟ
ଜୈନ ଧର୍ମ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
- ଜୈନ ଧର୍ମ at Curlie
- Jainworld - World's oldest Jain site
- Jainism at Florida International University
- Ahimsa Times World's Leading Jain News e-letter
- Simplified Jainism in University of Michigan
- Jain University
- Jainpedia
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |