"ଜୈନ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.3) (Robot: Adding yi:דזשייניזם
EmausBot (ଆଲୋଚନା | ଅବଦାନ)
୩୬ କ ଧାଡ଼ି: ୩୬ କ ଧାଡ଼ି:
[[bg:Джайнизъм]]
[[bg:Джайнизъм]]
[[bn:জৈন ধর্ম]]
[[bn:জৈন ধর্ম]]
[[bo:གཅེར་བུ་བའི་ཆོས་ལུགས།]]
[[bo:གཅེར་​བུ་​བའི་​ཆོས་​ལུགས།]]
[[br:Jainegezh]]
[[br:Jainegezh]]
[[bs:Jainizam]]
[[bs:Jainizam]]

୦୬:୧୯, ୧୯ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

Mahavira

ଜୈନଧର୍ମ ଏକ ପ୍ରାଚୀନତର ଧର୍ମ ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ସମ୍ଭବତଃ ଜୈନଧର୍ମ ହିଁ ବୈଦିକ କର୍ମକାଣ୍ଡ, ଜୀବହତ୍ୟା, ବ୍ୟୟସାପେକ୍ଷ ଯଜ୍ଞାନୁଷ୍ଠାନ , ଜାତିପ୍ରଥା ଆଦିର ବିରୋଧ କରିଥିଲା । ଅଙ୍ଗସୂତ୍ର,ଉପାଙ୍ଗସୂତ୍ର, କଳ୍ପସୂତ୍ର ପ୍ରଭୃତି ଜୈନମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବର୍ଦ୍ଧମାନ ମହାବୀର ଜୈନ ଧର୍ମ ପ୍ରଚାର କରିଥିଲେ । [୧]

ତୀର୍ଥଙ୍କର

ଜୈନମାନଙ୍କର ପରମ୍ପରା ଅନୁସାରେ ଜୈନଧର୍ମ ୨୪ ଜଣ ତୀର୍ଥଙ୍କର ବା ଅର୍ହତଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । [୨]ସେମାନଙ୍କ ମଧ୍ୟରେ ଋଷଭନାଥ , ପାର୍ଶ୍ଵନାଥ ଓ ମହାବୀର ଯଥାକ୍ରମେ ପ୍ରଥମ,ତ୍ରେୟୋବିଂଶତିତମ ଏବଂ ଚତୁର୍ବିଂଶତିତମ ତୀର୍ଥଙ୍କର । ମହାବୀରଙ୍କ ଜନ୍ମର ପ୍ରାୟ ୨୫୦ ବର୍ଷ ପୂର୍ବେ ପାର୍ଶ୍ଵନାଥ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଧର୍ମୋପଦେଶ ଚାରୋଟି ନୀତି ଉପରେ ପ୍ରତିଷ୍ଠିତ , ଯଥା : - (୧) ଅହିଂସା , (୨) ସତ୍ୟ, (୩) ଅଚୌର୍ଯ୍ୟ ଏବଂ (୪) ଅପରିଗ୍ରହ[୩] , ଅର୍ଥାତ କାହାରିକୁ ହିଂସା କର ନାହିଂ,ମିଥ୍ୟା କହ ନାହିଁ,ଚୋରି କର ନାହିଁ ଏବଂ କୈଣସି ସମ୍ପତ୍ତି ପ୍ରତି ଆସକ୍ତି ରଖନାହିଁ । ଏହା ଚତୁର୍ଯ୍ୟାମ ଧର୍ମ ନାମରେ ଅଭିହିତ ।[୪]

ଆହୁରି ଦେଖନ୍ତୁ

ଆଧାର

ବାହାର ତଥ୍ୟ

ଛାଞ୍ଚ:Link FA