"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ MKar ସୋନପୁର ଜିଲ୍ଲା ପୃଷ୍ଠାଟି ସୁବର୍ଣ୍ଣପୁର ଜିଲ୍ଲାକୁ ଘୁଞ୍ଚାଇଲେ: ସରକାରୀ ନାମ
ଟିକେ ବନାନ, ଅଦ୍ୟତନ
୧ କ ଧାଡ଼ି: ୧ କ ଧାଡ଼ି:
{{prettyurl|Sonepur district}}
{{ଛୋଟ|Sonepur district}}
{{Infobox settlement
{{Infobox settlement
<!-- See Template:Infobox settlement for additional fields and descriptions -->
<!-- See Template:Infobox settlement for additional fields and descriptions -->
|official_name =
|official_name = ସୁବର୍ଣ୍ଣପୁର
|settlement_type = ଜିଲ୍ଲା
|settlement_type = ଜିଲ୍ଲା
| image_skyline =
| image_skyline =
୧୮ କ ଧାଡ଼ି: ୧୮ କ ଧାଡ଼ି:
| named_for =
| named_for =
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
| seat = ୨ଟି ଆସନ{{collapsible list|title={{nbsp}}|୧. ବୀରମହାରାଜପୁର (୬୪)</br>୨. ସୋନପୁର (୬୫)}}
| seat = ୨ଟି ଆସନ{{collapsible list|title={{nbsp}}|୧. ବୀରମହାରାଜପୁର (୬୪)</br>୨. [[ସୋନପୁର]] (୬୫)}}
|subdivision_type = ଦେଶ
|subdivision_type = ଦେଶ
|subdivision_name = [[ଭାରତ]]
|subdivision_name = [[ଭାରତ]]
|subdivision_type1 = ରାଜ୍ୟ
|subdivision_type1 = ରାଜ୍ୟ
|subdivision_name1 = [[ଓଡ଼ିଶା]]
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳି|ଲୋକସଭା]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକସଭା]]
|subdivision_name2 = [[ବଲାଙ୍ଗୀର (ଲୋକସଭା ନିର୍ବାଚନ ମଣ୍ଡଳି)|ବଲାଙ୍ଗୀର]]
|subdivision_name2 = [[ବଲାଙ୍ଗୀର (ଲୋକସଭା ନିର୍ବାଚନ ମଣ୍ଡଳି)|ବଲାଙ୍ଗୀର]]
| subdivision_type3 = ଭାଷା
| subdivision_type3 = ଭାଷା
୫୨ କ ଧାଡ଼ି: ୫୨ କ ଧାଡ଼ି:
| area_code_type = ତାର (ଏସ୍.ଟି.ଡ଼ି)
| area_code_type = ତାର (ଏସ୍.ଟି.ଡ଼ି)
| area_code = ୦୬x
| area_code = ୦୬x
| registration_plate = OR-31
| registration_plate = OD-31
|blank_name_sec1 = ଜିଲ୍ଲାପାଳ
|blank_name_sec1 = ଜିଲ୍ଲାପାଳ
|blank_info_sec1= ଗଗନ ବିହାରୀ ସ୍ଵାଇଁ
|blank_info_sec1= ଗଗନ ବିହାରୀ ସ୍ଵାଇଁ
୫୮ କ ଧାଡ଼ି: ୫୮ କ ଧାଡ଼ି:
}}
}}


'''ସୋନପୁର ଜିଲ୍ଲା''' ବା '''ସୁବର୍ଣ୍ଣପୁର ଜିଲ୍ଲା''', [[ଓଡ଼ିଶା]] ଏକ ପ୍ରଶାସନିକ ଜିଲ୍ଲା । [[ସୋନପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ଷୋନାପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, [[ସୋନପୁର]]ର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡ଼ୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
'''ସୁବର୍ଣ୍ଣପୁର ଜିଲ୍ଲା''' ବା '''ସୋନପୁର ଜିଲ୍ଲା''' [[ଓଡ଼ିଶା|ଓଡ଼ିଶାର]] ଏକ ପ୍ରଶାସନିକ ଜିଲ୍ଲା । [[ସୋନପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ସୋନାପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।


== ଭୂଗୋଳ ==
== ଭୂଗୋଳ ==
[[ଓଡ଼ିଶା]]ର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ&nbsp;କିମି <ref>[http://www.subarnapur.nic.in ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା]</ref>
ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ&nbsp;କିମି <ref>[http://www.subarnapur.nic.in ସୁବର୍ଣ୍ଣପୁର ଜିଲ୍ଲାର ସରକାରୀ ପୃଷ୍ଠା]</ref>
=== ଅବସ୍ଥିତି ===
<!--=== ଅବସ୍ଥିତି ===
<!--latd:୨୦.୩୦ରୁ ୨୧.୧୧ ଓ longd: ୮୩.୨୭ରୁ ୮୪.୧୬
latd:୨୦.୩୦ରୁ ୨୧.୧୧ ଓ longd: ୮୩.୨୭ରୁ ୮୪.୧୬
* ପୂର୍ବରେ :
* ପୂର୍ବରେ :
* ପଶ୍ଚିମରେ:
* ପଶ୍ଚିମରେ:
୬୯ କ ଧାଡ଼ି: ୬୯ କ ଧାଡ଼ି:
* ଦକ୍ଷିଣରେ: ଅଛି୤ -->
* ଦକ୍ଷିଣରେ: ଅଛି୤ -->
===ମୁଖ୍ୟ ନଦୀ===
===ମୁଖ୍ୟ ନଦୀ===
* ମହାନଦୀ
* [[ମହାନଦୀ]]
* ଅଙ୍ଗ
* ଅଙ୍ଗ
* ତେଲ
* ତେଲ
* ଶୁକତେଲ
* ଶୁକତେଲ
===ଜନସଂଖ୍ୟା===
===ଜନସଂଖ୍ୟା===
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।<ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref>
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭
ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।<ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref>
* ପୁରୁଷ: ୩,୩୨,୮୯୭
* ପୁରୁଷ: ୩,୩୨,୮୯୭
* ମହିଳା: ୩,୧୯,୨୧୦
* ମହିଳା: ୩,୧୯,୨୧୦
୯୨ କ ଧାଡ଼ି: ୯୩ କ ଧାଡ଼ି:
:ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
:ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
* ସୁବର୍ଣ୍ଣମେରୁ ମନ୍ଦିର
* ସୁବର୍ଣ୍ଣମେରୁ ମନ୍ଦିର
:ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଠାକୁରାଣୀ ମନ୍ଦିର ।
:ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଠାକୁରାଣୀ ମନ୍ଦିର ।
* ମହିମା ପୀଠ, ଖଲିଆପାଲି
* ମହିମା ପୀଠ, ଖଲିଆପାଲି
:ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
:ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
* [[ମେତକାଣୀ ମନ୍ଦିର]], ଉଲୁଣ୍ଡା
* [[ମେତକାଣୀ ମନ୍ଦିର]], ଉଲୁଣ୍ଡା
* [[ପାତାଳୀ ଶ୍ରୀକ୍ଷେତ୍ର]], କୋଟସମଲାଏ
* [[ପାତାଳୀ ଶ୍ରୀକ୍ଷେତ୍ର]], କୋଟସମଲାଏ
:କୋଟ ସମଲାଏ [[:w:or:ସୋନପୁର ଜିଲା|ସୋନପୁର ଜିଲା]]ର କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
:କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
* ପାପକ୍ଷୟ ଘାଟ, ବିନକା
* ପାପକ୍ଷୟ ଘାଟ, ବିନକା
* କପିଳେଶ୍ଵର ମନ୍ଦିର, ଚରଡ଼ା
* କପିଳେଶ୍ଵର ମନ୍ଦିର, ଚରଡ଼ା
୧୦୫ କ ଧାଡ଼ି: ୧୦୬ କ ଧାଡ଼ି:
==ଆହୁରି ଦେଖନ୍ତୁ==
==ଆହୁରି ଦେଖନ୍ତୁ==
* [[ହନୁମାନ ପୋଡ଼ି]]
* [[ହନୁମାନ ପୋଡ଼ି]]
:ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।
:ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।


==ଗ୍ୟାଲେରି==
==ଗ୍ୟାଲେରି==
୧୧୧ କ ଧାଡ଼ି: ୧୧୨ କ ଧାଡ଼ି:
| [[File:Subarnameru Sonepur Subarnapur district Odisha.jpg|thumb|180px|left|alt=Alt text|ସୁବର୍ଣ
| [[File:Subarnameru Sonepur Subarnapur district Odisha.jpg|thumb|180px|left|alt=Alt text|ସୁବର୍ଣ
ମେରୁ ମନ୍ଦିର]]
ମେରୁ ମନ୍ଦିର]]
| [[ଫାଇଲ:Kotsamalae_Sonepur_Patali_Srikhetra_Odisha.jpg|thumb|180px|left|alt=Alt text|କୋଟସମଲାଏର [[ପାତାଳି ଶ୍ରୀକ୍ଷେତ୍ର]]]]
| [[ଫାଇଲ:Kotsamalae_Sonepur_Patali_Srikhetra_Odisha.jpg|thumb|180px|left|alt=Alt text|କୋଟସମଲାଏର [[ପାତାଳୀ ଶ୍ରୀକ୍ଷେତ୍ର]]]]
| [[ଫାଇଲ:Bali_jata_Lankeswari_Temple_Sonepur_Odisha.jpg|thumb|left|150px|alt=Alt text|ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର]]
| [[ଫାଇଲ:Bali_jata_Lankeswari_Temple_Sonepur_Odisha.jpg|thumb|left|150px|alt=Alt text|ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର]]
|}
|}
୧୨୯ କ ଧାଡ଼ି: ୧୩୦ କ ଧାଡ଼ି:
{{ଓଡ଼ିଶା}}
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->


[[ଶ୍ରେଣୀ:ଓଡ଼ିଶାର ଜିଲା]]
[[ଶ୍ରେଣୀ:ଓଡ଼ିଶାର ଜିଲା]]
୧୩୫ କ ଧାଡ଼ି: ୧୩୫ କ ଧାଡ଼ି:
[[ଶ୍ରେଣୀ:ସୁବର୍ଣ୍ଣପୁର ଜିଲ୍ଲା]]
[[ଶ୍ରେଣୀ:ସୁବର୍ଣ୍ଣପୁର ଜିଲ୍ଲା]]


<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:منطقة سونيبور]]
[[ar:منطقة سونيبور]]
[[de:Subarnapur (Distrikt)]]
[[de:Subarnapur (Distrikt)]]

୧୭:୨୫, ୯ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁବର୍ଣ୍ଣପୁର
ଜିଲ୍ଲା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକସଭାବଲାଙ୍ଗୀର
ଭାଷାଓଡ଼ିଆ, ଇଂରାଜୀ
ବିଧାନସଭା୨ଟି ଆସନ
 
Area
 • ଜିଲ୍ଲା2284.4 km2 (882�0 sq mi)
Population
 (୨୦୧୧)
 • ଜିଲ୍ଲା୬୫୨୧୦୭
 • Density279/km2 (720/sq mi)
 • Urban
୪୯୯୩୨
 • Rural
୬୦୨୧୭୫
 • ୬ ବର୍ଷରୁ କମ ଶିଶୁ
୭୬୫୩୬
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୭ xxx
ତାର (ଏସ୍.ଟି.ଡ଼ି)୦୬x
ଯାନବାହାନ ପଞ୍ଚୀକରଣOD-31
ଜିଲ୍ଲାପାଳଗଗନ ବିହାରୀ ସ୍ଵାଇଁ
WebsiteOfficial website

ସୁବର୍ଣ୍ଣପୁର ଜିଲ୍ଲା ବା ସୋନପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ସୋନପୁର ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୋନପୁରର ଅଧିବାସୀ ସାଧାରଣତ ସୋନାପୁରିଆ ଭାବରେ ଜଣାଶୁଣା । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ଵାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

ଭୂଗୋଳ

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ସୁବର୍ଣ୍ଣପୁର ଜିଲ୍ଲାର ଆୟତନ ୨,୨୮୪.୪ ବର୍ଗ କିମି [୧]

ମୁଖ୍ୟ ନଦୀ

ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୬,୫୨,୧୦୭ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୬,୦୨,୧୭୫ ଓ ସହରାଞ୍ଚଳରେ ୪୯,୯୩୨ ଲୋକ ବାସ କରନ୍ତି ।[୩]

  • ପୁରୁଷ: ୩,୩୨,୮୯୭
  • ମହିଳା: ୩,୧୯,୨୧୦
    • ଛ ବର୍ଷରୁ କମ: ୭୬,୫୩୬
  • ପଢୁଆ ହାର: ୭୪.୪୨%
    • ପୁରୁଷ: ୭୮.୪୧%
    • ମହିଳା: ୮୪.୭୮%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ସୋନପୁର ଓ ୨. ବୀରମହରାଜପୁର ।
  • ତହସିଲ: (୬): ଉଲୁଣ୍ଡା, ରାମପୁର, ବିନିକା, ବୀରମହାରାଜାପୁର, ତରଭା ଓ ସୋନପୁର
  • ବ୍ଳକ: (୬): ଉଲୁଣ୍ଡା, ଡୁଙ୍ଗୁରିପାଲ୍ଲି, ତରଭା, ବିନିକା, ବୀରମହାରାଜାପୁର, ସୋନପୁର
  • ଗ୍ରାମ ପଞ୍ଚାୟତ: ୯୬
  • ଗ୍ରାମ: ୯୫୯

ପର୍ଯ୍ୟଟନ ସ୍ଥଳ

  • ଲଙ୍କେଶ୍ଵରୀ ମନ୍ଦିର
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
  • ସୁବର୍ଣ୍ଣମେରୁ ମନ୍ଦିର
ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଠାକୁରାଣୀ ମନ୍ଦିର ।
  • ମହିମା ପୀଠ, ଖଲିଆପାଲି
ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
  • ପାପକ୍ଷୟ ଘାଟ, ବିନକା
  • କପିଳେଶ୍ଵର ମନ୍ଦିର, ଚରଡ଼ା
  • ନବଗ୍ରହ କୁଣ୍ଡ
  • ଦିଗଶୀରାର ଅଙ୍ଗନଦୀ

ଆହୁରି ଦେଖନ୍ତୁ

ହନୁମାନ ପୋଡ଼ି ସୋନପୁର ଜିଲାର ଏକ ପ୍ରଧାନ ପର୍ବ । ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଲଙ୍କା ନାଶ କରିବା ଏଥିରେ ବର୍ଣ୍ଣିତ । ପିଲା ମାନେ ମାଟି ତିଆଅରି ହନୁମାନ ମୁର୍ତ୍ତି ତିଆରି କରି ସେଥିରେ କାଳ୍ପନିକ ଲଙ୍କା ଦହନ କରନ୍ତି ।

ଗ୍ୟାଲେରି

Alt text
ସୁବର୍ଣ ମେରୁ ମନ୍ଦିର
Alt text
କୋଟସମଲାଏର ପାତାଳୀ ଶ୍ରୀକ୍ଷେତ୍ର
Alt text
ବଳି ଯାତ, ଲଙ୍କେଶ୍ଵରୀ ମନ୍ଦିର
Alt text
ଲଙ୍କେଶ୍ଵରୀ ଠାକୁରାଣୀ ମନ୍ଦିର
Alt text
ସମ୍ବଲପୁରୀ ଶାଢ଼ି
Alt text
ସମ୍ବଲପୁରୀ ଶାଢ଼ି ବୁଣା
Alt text
ହନୁମାନ ପୋଡ଼ି

ଆଧାର

ଦ୍ରଷ୍ଟବ୍ୟ

  • Pasayat, C. (1994), "Myth and Reality in Little Tradition: A Study of Dandanata in Orissa" in Man in India, Vol.74, No.4, December 1994, pp. 413–427.
  • Pasayat, C. (1998), Tribe, Caste and Folkculture, Jaipur/New Delhi: Rawat Publications.
  • Pasayat, C. (2003), Glimpses of Tribal and Folkculture, New Delhi: Anmol Pub. Pvt. Ltd.